ଅନିରୁଦ୍ଧ ଆଚାର୍ଯ୍ୟଙ୍କୁ ନିଜ ମନର କଥା କହିବା ପଡ଼ିଲା ମହଙ୍ଗା, ଚତୁର୍ଥୀ ରାତିରେ ମାରିକି ଫୋପାଡିଦେଲେ, ଜାଣନ୍ତୁ ପୁରା ଘଟଣା
ମଧ୍ୟପ୍ରଦେଶର ଜବଲପୁରର ଜଣେ ଅତିଥି ଶିକ୍ଷକଙ୍କୁ ପ୍ରସିଦ୍ଧ କଥାକାର ଅନିରୁଦ୍ଧାଚାର୍ଯ୍ୟଙ୍କ ମଞ୍ଚରେ ନିଜ ହୃଦୟର କଥା କହିବାର ମୂଲ୍ୟ ଦେବାକୁ ପଡ଼ଛି। ୪୯ ବର୍ଷ ବୟସରେ ବିବାହ ନ କରିବାର ଖବର ଚତୁର ଗୁଣ୍ଡାମାନଙ୍କ ପାଖରେ ପହଞ୍ଚିଲା ଏବଂ ସେମାନେ ଶିକ୍ଷକଙ୍କୁ ନିଜର ଟାର୍ଗେଟ କଲେ। ମନ୍ଦିରରେ ବିବାହ କରିବା ପରେ,ଚତୁର୍ଥୀ ଦିନ ସେମାନେ ଖାଦ୍ୟ ଏବଂ କ୍ଷୀରରେ ନିଶା ମିଶାଇ ସୁନା, ରୂପା ଅଳଙ୍କାର ଏବଂ ଟଙ୍କା ଲୁଟିବା ପରେ, ସେମାନେ ଶିକ୍ଷକଙ୍କୁ ନିର୍ମମ ଭାବରେ … Read more