ଚା’ ପିଇଲେ ହେବ ଗଣ୍ଠିବାତ ରୋଗ! ଚେତାବନୀ ଦେଲେ ଆୟୁର୍ବେଦ ବିଶେଷଜ୍ଞ, ଜାଣନ୍ତୁ ପୁରା‌ ଖବର

ଆପଣମାନଙ୍କ ଭିତରୁ ଅନେକ ଲୋକ ତ ଚା ପିଇବାକୁ ବହୁତ ପସନ୍ଦ କରୁଥିବେ । ଚା ପିଉଛନ୍ତି କି ତାହେଲେ ଜାଣି ରଖନ୍ତୁ ଏହି ବିଷୟରେ । ଯଦି ଆପଣମାନେ ଚା ପିଉଛନ୍ତି ତାହେଲେ ଏହି ଖବର ବିଷୟରେ ଜାଣି ରଖନ୍ତୁ । ଆୟୁର୍ବେଦ ବିଶେଷଜ୍ଞ ଏବେ ସୂଚନା ଦେଇଛନ୍ତି । ଆଗାମୀ ୧୦ ବର୍ଷ ଭିତରେ ଆଥ୍ରାଇଟର୍ଷ ବା ଗଣ୍ଠିବାତ ହେବା ସୁନିଶ୍ଚିତ । ଯଦି ଆପଣମାନେ ପ୍ରତିଦିନ ଚା ପିଅନ୍ତି ତାହେଲେ ଗଣ୍ଠିବାତ ହେବା ସୁନିଶ୍ଚିତ ।

ଅଧିକାଂଶ ଭାରତୀୟ ଲୋକମାନେ ଚା ପିଇଥାନ୍ତି । ଚା ଏକ ଅଂଶ ହୋଇ ଯାଇଛି । ଅନେକ ଲୋକଙ୍କ ଦିନର ଆରମ୍ଭ ଚା ରୁ ହିଁ ହୋଇଥାଏ ।ଆଉ କିଛିଲୋକ ଅଛନ୍ତି ଯେଉଁମାନେ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଚା ପିଇଥାଆନ୍ତି । ଥଣ୍ଡା ହେଉ ବା ମୁଣ୍ଡ ବ୍ୟଥା ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ସବୁ ହେଲେ ଚା ପିଇବାକୁ ପସନ୍ଦ କରନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଚା ପିଇଲେ ତାଙ୍କୁ ଆରାମ ଲାଗିଥାଏ । ଚା ପିଇଲେ ଖରାପ ନା ଭଲ ଏହା କେହି ଜାଣି ନାହାଁନ୍ତି ।

ଚା ପିଇଲେ କାହିଁକି ହେବ ଆଥ୍ରାଇଟିସ୍ ? ଚା ଗରମ କରିଲେ ସେଥିରେ ସର ପଡ଼ିଥାଏ ଆଉ ଏହି ସରରୁ ଘିଅ ବାହାରି ନେଇଥାଏ । କିନ୍ତୁ ଚା ବନାଇବା ସମୟରେ କ୍ଷୀର ଗରମ କରିବା ପରେ ସେଥିରେ ଚା ପତି ପକାଇ ଥାଆନ୍ତି । ଆଉ ଚା ରୁ ଘିଅ ବାହାରିବା ସମ୍ଭବ ନୁହେଁ । ଚା ତିଆରି ହେବା ପରେ ଏଥିରୁ ଘିଅ କେହି ବି ବାହାର କରିପାରିବେ ନାହିଁ । ଚା ଶରୀରରୁ ପୋଷାକ ତତ୍ତ୍ଵ ବାହାର କରିଦିଏ । ଯଦି ଆପଣମାନେ ଭାବୁଛନ୍ତି ଚା ପିଇବା ପରେ ଶକ୍ତିଶାଳୀ ଅନୁଭବ କରୁଛନ୍ତି ତାହା ବିଲକୁଲ ମିଥ୍ୟା ଅଟେ ।

ଚା ଶରୀର ଭିତରକୁ ଯିବା ପରେ ଅନେକ ପାର୍ଶ୍ଵପଶିକ ପରିବର୍ତ୍ତନ କରିଥାଏ । କ୍ଷୀର ଚା ପିଇଲେ ଆପଣମାନେ ଏସିଡିଟିର ଶିକାର ହୋଇପାରନ୍ତି । ଆପଣମାନେ ପ୍ରତିଦିନ ଚା ପିଇଲେ ଆପଣ ସୁସ୍ଥ ଅନୁଭବ କରିପାରିବେ ନାହିଁ । ଆପଣମାନେ ଚା ପାଇବା ଦ୍ଵାରା ଆପଣଙ୍କ ଶରୀରର ଅନେକ କ୍ଷତି ହୋଇଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି କଥା ଜାଣିପାରିଲେ । ଖାଲି ପେଟରେ ଚା ପିଇଲେ ଅନେକ କ୍ଷତି ହୋଇଥାଏ । ଚା ପିଇବା ଦ୍ଵାରା ଗଣ୍ଠିବାତ ହୋଇଥାଏ । ସେଥିପାଇଁ କ୍ଷୀର ଚା ପିଇବା ପୂର୍ବରୁ ଭାବିଚିନ୍ତି ଚା ପିଅନ୍ତୁ ।