ବିଲକୁଲ ବି ଜଳିଲା ନାହିଁ ସୌମ୍ୟାଶ୍ରୀଙ୍କର ଜୁଇ, ଲୋକେ କହିଲେ ସୌମ୍ୟାଙ୍କ ଆତ୍ମାକୁ ମିଳିନି ଶାନ୍ତି, ଜାଣନ୍ତୁ କାହିଁକି

ଆପଣମାନେ ସମସ୍ତେ ତ ବାଲେଶ୍ଵର ଜିଲ୍ଲା ଏଫଏମ କଲେଜରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଏହି କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି କଲେଜ ଭିତରେ ଆତ୍ମହୁତି ଦେଇଥିଲେ । ସେ ନିଜ ଦେହରେ ପେଟ୍ରୋଲ ପକାଇ ନିଜକୁ ଜାଳି ଦେଇଥିଲେ । ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଗଲା । ତାଙ୍କୁ ହରାଇ ତାଙ୍କ ଗାଁ ଲୋକମାନେ ସବୁ କାନ୍ଦି ପକାଉଛନ୍ତି । ତାଙ୍କୁ ହରାଇ ତାଙ୍କ ସାହି ପଡିଶା, ସାଙ୍ଗସାଥୀ, ବନ୍ଧୁବାନ୍ଧବ ସବୁ ଦୁଃଖ … Read more

କଲେଜ ପ୍ରିନ୍ସପାଲଙ୍କ ଖୋଲିଲା ପୋଲ୍‌, ଧରାପଡ଼ିଗଲା ସବୁ କଳା କାରନାମା, ହେଲା ସାଂଘାତିକ ଖୁଲାସା, ଜାଣନ୍ତୁ

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଚଓଡି ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା, ତାଙ୍କୁ HOD ପଦରୁ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିଥିଲା । ଏକଥା ଗଣମାଧ୍ୟମ ଆଗରେ କହିଛନ୍ତି, କମିଟିର ଜଣେ ସଦସ୍ୟା ମିନତୀ ସିରି … Read more

କାନ୍ଦି କାନ୍ଦି ଏମିତି କହିଦେଲେ ସୌମ୍ୟାଶ୍ରୀଙ୍କ ବାପା: ରାଷ୍ଟ୍ରପତି, ରାଜ୍ୟ ସରକାର ମତେ …

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଆଖିବୁଜିଛନ୍ତି। ସୌମ୍ୟାଶ୍ରୀଙ୍କ ପଳାସିଆ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ଝିଅକୁ ଅଶ୍ରୁଳ ବିଦାୟ ଦେଇଥିଲେ ହଜାର ହଜାର ଲୋକ। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାରେ କଂଗ୍ରେସ ଏବଂ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଏହାକୁ ନେଇ ମୁହଁ ଖୋଲିଛନ୍ତି ସୌମ୍ୟାଶ୍ରୀଙ୍କ ବାପା। ସେ ଭାବପ୍ରବଣ ହୋଇ କହିଛନ୍ତି, ମୋ … Read more

କେବଳ ଜନ୍ମଦିନ ଶୁଭେଚ୍ଛା ଓ ଦଳିଆ ନେତାଙ୍କ ଚାଟୁକାରିତା ପାଇଁ ଅଛି ସରକାରଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ? ଜାଣନ୍ତୁ ପୁରା ରିପୋର୍ଟ

ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଯେତେବେଳେ ସୌମ୍ୟାଶ୍ରୀ ମୃତ୍ୟୁ ବୋଲି ଘୋଷଣା କରାଗଲା ତା’ପରେ (ଏକ୍ସ)ଟୁଇଟରରେ ନେତା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଯେତେବେଳେ ସୌମ୍ୟାଶ୍ରୀ ଏମାନଙ୍କୁ ଟୁଇଟ କରିଥିଲେ, ନ୍ୟାୟ ଭିକ୍ଷା କରିଥିଲେ, ସେତେବେଳେ ଏସବୁ ଭଦ୍ରଲୋକ କେଉଁଠି ଥିଲେ। ଏହି ଘଟଣାରେ ରାଜନୈତିକ ଦଳ ସକ୍ରିୟ ହୋଇ ଯାଇଥିଲେ । … Read more

ବହୁ ପୂର୍ବରୁ ସୌମ୍ୟାଶ୍ରୀଙ୍କ ହୋଇସାରିଥିଲା କି ଦେହାନ୍ତ? କାହିଁକି ଲୁଚାଇ ରଖିଥିଲେ ସରକାର? ଜାଣନ୍ତୁ ପୁରା‌ ଖବର

ଏମ୍‌ସରେ ଦୀର୍ଘ ୫୫ଘଣ୍ଟାର ଜୀବନ ମରଣ ସହ ଲଢ଼େଇ କରିବା ପରେ ହାରିଯାଇଛନ୍ତି ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି(୨୦)। ଭୁବନେଶ୍ବର ଏମ୍‌ସର ବର୍ଣ୍ଣ ବିଭାଗର ଆଇସିୟୁର ଭେଣ୍ଟିଲେଟର ଜରିଆରେ ଚିକିତ୍ସାଧୀନ ସୌମ୍ୟାଶ୍ରୀଙ୍କର ସୋମବାର ରାତି ୧୧ଟା ୪୬ମିନିଟ୍‌ରେ ମୃତ୍ୟୁ ଘଟିଛି। ୮ଜଣିଆ ବିଶେଷଜ୍ଞ ଡାକ୍ତରଙ୍କ ସକଳ ପ୍ରଚେଷ୍ଟା ସତ୍ତ୍ବେ ଛାତ୍ରୀଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନାହିଁ। ମୃତ୍ୟୁ ପରେ ଶବକୁ ବିଳମ୍ବିତ ରାତିରେ କଡ଼ା ସୁରକ୍ଷା ମଧ୍ୟରେ … Read more

ସୌମ୍ୟାଶ୍ରୀଙ୍କୁ ସବୁବେଳେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ ଅଧ୍ୟକ୍ଷ ସମୀର୍ ସାହୁ, ରାଜି କରେଇବାକୁ କରୁଥିଲେ ଏମିତି କିଛି

ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଘଟିଛି ହୃଦୟ ବିଦାରକ ଘଟଣା। ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ସେ ବର୍ତ୍ତମାନ ଏମ୍ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଘଟଣାକୁ ନେଇ ବାଲେଶ୍ବର ସହରରେ ଉତ୍ତେଜନା ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର … Read more

ପୂର୍ବରୁ ଏମିତି ଅଭିଯୋଗ କହିଥିଲେ ପୀଡ଼ିତା, ଅଧ୍ୟାପକଙ୍କ ନାଁ ରେ ମିଡିଆ ଆଗରେ କ’ଣ କହିଥିଲେ ପୀଡ଼ିତା ଛାତ୍ରୀ ଦେଖନ୍ତୁ

ଏଫ୍ଏମ୍ ସ୍ବୟଂଶାସିତ କଲେଜରେ ଘଟିଥିବା ମାମଲାରେ ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶି ଇଣ୍ଟିଗ୍ରେଟେଡ଼ ବିଏଡ଼ କରୁଥିଲେ। ସେ ଭୋଗରାଇ ଅଞ୍ଚଳର ଝିଅ। ଏବିଭିପି ସହ ସେ ୨୦୨୧-୨୨ ରୁ ଜଡିତ ଥିଲେ । ସେ ମାର୍ଶାଲ ଆର୍ଟରେ ସେଲ୍ଫ ଡିଫେନ୍ସ ଟ୍ରେନିଂ ନେଇଥିଲେ । ବିଭିନ୍ନ କଲେଜକୁ ଯାଇ ସେ ଅନ୍ୟମାନଙ୍କୁ ସେଲ୍ଫ ଡିଫେନ୍ସ ଟ୍ରେନିଂ ଦେଉଥିଲେ। ଅନ୍ୟଙ୍କୁ ଆତ୍ମରକ୍ଷା ତାଲିମ ଦେଉଥିବା ଛାତ୍ରୀ ଜଣଙ୍କ ନିଜେ ଅସହାୟ ହୋଇ ଶେଷରେ ନିଜ ଜୀବନ ନେବାକୁ ସହଜ … Read more

ଚିକେନ୍ ଖାଉଥିଲେ ସବାଧାନ୍, ବ୍ୟାପୁଛି ରୋଗ ମଲେଣି ହଜାର ହଜାର କୁକୁଡା ଏବେ ମଣିଷଙ୍କ ପାଳି, ଜାଣନ୍ତୁ ପୁରା‌ ଖବର

ଦୁନିଆରେ ପ୍ରାୟ ସବୁ ଲୋକମାନେ ଆମିଷ ଭୋଜନ କରିଥାନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଚିକେନ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏବେ କିଛି ଖବର ଆସିଛି ଚିକେନକୁ ନେଇ । ଯେଉଁମାନେ ଏବେ ଚିକେନ ଖାଉଛନ୍ତି ବା ଖାଇବାକୁ ଭାବୁଛନ୍ତି ସାବଧାନ ହୋଇଯାଆନ୍ତୁ । ଖାଇଲେ ଚିକେନ ଯିବ ଜୀବନ । ଠକ୍ ଠକ୍ ହୋଇ ମଲେଣି ହଜାର ହଜାର କୁକୁଡା । ଏବେ ମଣିଷମାନଙ୍କ ପାଳି । ଓଡ଼ିଶାରେ ସୁ ଶୁ … Read more

FM କଲେଜରେ ଛାତ୍ରୀଙ୍କୁ ସାର କରୁଥିଲେ ପ୍ରେମ ନିବେଦନ, ମନା କରିବାରୁ କରୁଥିଲେ ଏମିତି କିଛି, ଜାଣନ୍ତୁ ପୁରା‌ ଘଟଣା

ଏଫ୍ଏମ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ପିଏଚ୍‌ଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିଜ ଦେହରେ ନିଆଁ … Read more

ଅଧ୍ୟାପକ କଣ ମାଗୁଥିଲେ? ଯାହାକୁ ସହି ନ ପାରି ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗେଇଦେଲେ ଛାତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟରେ । କଲେଜର ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଛାତ୍ରୀଙ୍କୁ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀ ଉଦ୍ଧାର କରି ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କର ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିବାର … Read more