ଏଫ୍‌ଏମ୍ କଲେଜ ପ୍ରଫେସରଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ.. ଘରେ ପଶି ଉଦ୍ୟମ କଲେ ଦୁର୍ବୃତ୍ତ, ଜାଣନ୍ତୁ ପୁରା‌ ଘଟଣା

ଏଫ୍‌ଏମ୍‌ କଲେଜ ସହକାରୀ ପ୍ରଫେସରଙ୍କ ନିର୍ଯାତନା ସହି ନପାରି ଗତ ୧୨ ତାରିଖରେ ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ ସୌମ୍ୟାଶ୍ରୀ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇ ଥିଲା। ୧୪ ତାରିଖ ରାତି ୧୧ଟା ୪୬ ମିନିଟ୍‌ ସମୟରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ବର୍ତମାନ ଖବର ସାମ୍ନାକୁ ଆସିଛି। ଏଫ୍‌ଏମ୍ କଲେଜ ପ୍ରଫେସରଙ୍କ ଘରେ ପଶି ସ୍ତ୍ରୀକୁ ଦୁଷ୍କର୍ମ। ଏଫ୍‌ଏମ୍ କଲେଜ ଆସିଷ୍ଟାଣ୍ଟ … Read more

ଓଡିଶାରେ ହେବନି ମେଟ୍ରୋ! ବାତିଲ୍‌ କଲେ‌ ରାଜ୍ୟ ସରକାର, ଜାଣନ୍ତୁ କାହିଁକି

ରାଜଧାନୀ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି। ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍‌କୁ ପୂର୍ବ ସରକାର କଣ୍ଟ୍ରାକ୍ଟ ଦେଇଥିଲେ। କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି। ଏପରିକି ଦୁଇ କଂପାନି ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି। ସୂଚନାଯୋଗ୍ୟ, … Read more

ଆଧାର କାର୍ଡ ଦେଖେଇଲେ ମିଳିବ କି ପେଟ୍ରୋଲ! ବୋତଲରେ ଆଉ ମିଳିବନି?‌ ଜାଣନ୍ତୁ ପୁରା ଖବର

ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଛାତ୍ରୀ ଆତ୍ମାହୁତି ଦେବା ଘଟଣାକୁ ନେଇ ପେଟ୍ରୋଲ ଡିଲର ସଂଘ ଲୋକଙ୍କୁ ଆଉ ବୋତଲରେ ପେଟ୍ରୋଲ ନଦେବାକୁ ନିଷ୍ପତ୍ତି ନେଇଛି । ସଂଘର ନିଷ୍ପତ୍ତି ଅନୁସାରେ ବୋତଲରେ ଆଉ ପେଟ୍ରୋଲ ମିଳିପାରିବ ନାହିଁ । ଯେଉଁମାନେ ପେଟ୍ରୋଲ୍‌ ନେବେ ସେମାନେ ସାଙ୍ଗରେ ଗାଡ଼ି ନେଇକି ଆସିବାକୁ ପଡ଼ିବ । ହେଲେ ଏହାକୁ ନେଇ ଏବେ ଚିନ୍ତାରେ ଅନେକ । ସାଧାରଣ ଭାବରେ ମଟର … Read more

ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କଲେ ପରେ ଗର୍ଭବତୀ ଜାଣିବା ପରେ ଜୀଅନ୍ତା ମାଟିତଳେ ପୋତୁଥିଲେ, ଜାଣନ୍ତୁ ପୁରା‌ ଘଟଣା

ମାସେ ପର୍ଯ୍ୟନ୍ତ କଲେ ନାବାଳିକାଙ୍କୁ ବଳତ୍କାର। ନାବାଳିକା ଗର୍ଭବତୀ ହେବା ପରେ ଜୀବନ୍ତ ପୋତି ଦେବାକୁ ଉଦ୍ୟମ କରୁଥିଲେ ଅପରାଧୀ। ଜଗତସିଂହପୁର ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି। କୁଜଙ୍ଗ ଥାନାରେ ଏନେଇ ଅଭିଯୋଗ କରାଯାଇଛି। ଜଗତସିଂହପୁର ବନଶବରା ଗାଁରେ ରହୁଥିବା ୬୦ ବର୍ଷର ଭାଗିରଥ ଦାସ, ପଞ୍ଚାନନ୍ ଦାସ ଦୁଇ ଭାଇଙ୍କ ନାଁରେ ଅଭିଯୋଗ ହୋଇଛି। ଗାଁ ପାଖରେ ଥିବା ମଠରେ ଏମାନେ କାମ କରୁଥିଲେ। ଆଉ ଏକ ବ୍ୟକ୍ତି ଟୁଲୁ ବାବୁ ସହ ମିଶି … Read more

ବିବାହ କରିବାକୁ ଜବରଦସ୍ତି କରୁଥିଲା ପ୍ରେମିକ, ଜୀବନ ହାରିଦେଲେ ଯୁବତୀ, ଜାଣନ୍ତୁ ପୁରା‌ ଘଟଣା

ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା । ହତ୍ୟା ଅଭିଯୋଗ ଆଣିଲେ ବାପା। ମୃତ ଯୁବତୀଙ୍କ ଘର ରାୟଗଡ଼ା ଜିଲ୍ଲାରେ । ପ୍ରାୟ ଦେଢ଼ ବର୍ଷ ହେବ ସେ ଭୁବନେଶ୍ୱର ଡମଣା ଅଞ୍ଚଳରେ ଭଡା ଘରେ ରହି ସତ୍ୟଭାମା କଲେଜରେ ପାଠ ପଢୁଥିଲେ । ହେଲେ ଏବେ ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଝିଅଙ୍କ ମୃତ୍ୟୁର ଖବର ପାଇ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପରିବାର ପକ୍ଷରୁକୁହ ଯାଇଛି ଯେ ତାଙ୍କ ଝିଅକୁ ବ୍ଲାକ … Read more

ଖର୍ଚ୍ଚ ବାବଦରେ ପଚାରିବେ ସରକାର, କେଉଁଠି ଓ କେମିତି ଖର୍ଚ୍ଚ କଲେ ସୁଭଦ୍ରା ଟଙ୍କା? କହିବାକୁ ପଡ଼ିବ, ଜାଣନ୍ତୁ ପୁରା‌ ଖବର

ସୁଭଦ୍ରା ଟଙ୍କା ପାଇ ମହିଳାମାନେ ବହୁତ ଖୁସି । ସୁଭଦ୍ରା ଟଙ୍କା ଦେବାର ବର୍ଷେ ପରେ ଟଙ୍କା କେମିତି ଖର୍ଚ୍ଚ କଲେ ସରକାର ପଚାରିବେ । ବର୍ଷକୁ ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନାରେ ପ୍ରାୟ କୋଟିଏ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ସରକାର । ଏହି ଟଙ୍କାକୁ ମହିଳା ମାନେ କେଉଁଠି ଓ କେମିତି ଖର୍ଚ୍ଚ କଲେ ସର୍ଭେ କରିବେ । ତେବେ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା । ଅଗଷ୍ଟ ୯ … Read more

ବଳଙ୍ଗାରୁ ୩ ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ..ଏବେ ସିକ୍ରେଟ ଜାଗାରେ ଲୁଚାଇ ରଖିଛି, ଜାଣନ୍ତୁ ପୁରା‌ ଖବର

ପୁରୀ ଜିଲ୍ଲା ବଳଙ୍ଗା ନାବାଳିକାକୁ ପୋଡ଼ି ଘଟଣା । ସନ୍ଦେହରେ ଆଜି ୩ ଜଣଙ୍କୁ ଉଠାଇ ନେଲା ବଳଙ୍ଗା ପୋଲିସ । ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ବଳଙ୍ଗା ପୋଲିସ ସମେତ ୩ ଜଣିଆ ସ୍ପେଶାଲ ଟିମ୍ ଯୁବକଙ୍କୁ ପଚରାଉଚରା କରୁଛି । ଏ ପର୍ଯ୍ୟନ୍ତ ବଳଙ୍ଗା ପୋଲିସ ପାଖାପାଖି ୪୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ଏପଟେ ଆଜି ମଧ୍ୟ ବଳଙ୍ଗା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଅଧିକ ଛାନବିନ୍ ଚଳାଇଥିବା … Read more

ଫିଟିଲା ସୌମ୍ୟାଙ୍କ ଗୁମର…ସାମ୍ନାକୁ ଆସିଲା ଚିଠି, କାହାର ଥିଲା ଭୁଲ ସୌମ୍ୟା ନାଁ HOD ସମୀର ସାର?

ଏଫ୍‌ଏମ୍‌ କଲେଜ୍‌ ଆଇସିସି କମିଟି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ । ହାତରେ ଲାଗିଛି ରିପୋର୍ଟର ଏକ୍ସକ୍ଲୁସିଭ୍‌ କପି । ଯେଉଁଥିରେ ଅଭିଯୁକ୍ତ ସମୀର ସାହୁଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି । ଯାହା ସୌମ୍ୟାଶ୍ରି ଙ୍କୁ ଅବସାଦ ଭିତରକୁ ଠେଲି ଦେଇଥିଲା । ଫୁଟ୍‌ବଲ୍‌ ପଡ଼ିଆ ପାଖରେ ଅଧ୍ୟାପକ ସମୀର ସାହୁ, ତାଙ୍କୁ ଫେବର ମାଗିଥିଲେ । ହେଲେ ଆଭ୍ୟନ୍ତରୀଣ କମିଟି ଆଗରେ ଏହାର ପ୍ରମାଣ କେମିତି ଦେଇଥାନ୍ତେ ସୌମ୍ୟାଶ୍ରି। ତଦନ୍ତ ପରେ କମିଟି ରିପୋର୍ଟରେ କହିଥିଲା ଯେ, ଅଭିଯୁକ୍ତ … Read more

ହାଇଟେକ୍ ପ୍ରଫେସରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଷ୍ଟାଫ୍ ନର୍ସ, କହିଲେ- ସାର୍ ରୁମକୁ ଡାକି…

ରାଜ୍ୟରେ ନିର୍ଯାତନା ଅଭିଯୋଗ ଥମିବାର ନାଁ ଧରୁନି । ଏବେ ପୁଣି ରାଜ୍ୟ ରାଜଧାନୀରୁ ଅଭିଯୋଗ ସାମ୍ନାକୁ ଆସିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ୍‌ କଲେଜର ଜଣେ ପ୍ରଫେସର ଡାକ୍ତରଙ୍କ ବିରୋଧରେ ଜଣେ ଷ୍ଟାଫ ନର୍ସ ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ଦେଢ଼ ବର୍ଷ ଧରି ଏହି ନର୍ସ ନିର୍ଯାତନାର ଶିକାର ହୋଇ ଆସୁଛନ୍ତି । ଏନେଇ ସେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରି ନିରାଶ … Read more

କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ନେଇ ସାଂଘାତିକ ଖୁଲାସା, ସେଦିନ ରାତିରେ…

ଗିରଫ ପରେ ଜେଲରେ ଅଛନ୍ତି ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ। ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ଝାରପଡ଼ା ଜେଲ ଯାଇଛନ୍ତି। ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିବା ଉଦିତଙ୍କୁ କଂଗ୍ରେସ ନିଲମ୍ବନ କରିଛି। ତେବେ ଏହାରି ଭିତରେ ବଡ଼ ଖବର ଆସ୍ନାକୁ ଆସିଛି। ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସହଯୋଗୀ ଗିରଫ ହୋଇଛନ୍ତି। ଉଦିତ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁ ଗିରଫ। କାଲି ଭିଡିଓ କରି ଉଦିତଙ୍କ ଦୋଷ ନ … Read more