ପୁଣି ମିଳିବ ସୁଭଦ୍ରା ଟଙ୍କା, ଏଥର ଏହି ମହିଳା ମାନଙ୍କୁ ୧୦ ହଜାର ବଦଳରେ ମିଳିବ ୧୨ ହଜାର, ଜାଣନ୍ତୁ ପୁରା‌ ଖବର

ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ, ୧୭ ସେପ୍ଟେମ୍ବର, ୨୦୨୪ରେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା ହୋଇଥିଲା । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ଏହି ଯୋଜନାରେ ପ୍ରାୟ ୩୯ ଲକ୍ଷ ହିତାଧିକାରୀ ଉପକୃତ ହୋଇଥିଲେ । ତେବେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଏକକାଳୀନ ଯିବ … Read more

ଗର୍ଭବତୀ ସମୟରେ ଫିଜିକାଲି ଟରଚର୍ କରୁଥିଲେ OAS ବାବୁ, ଜବରଦସ୍ତି ରଖୁଥିଲେ ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା‌ ଘଟଣା

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ସ୍ବାମୀ ସାର୍ଥକ ମହାପାତ୍ରଙ୍କ ବିରୋଧରେ ପତ୍ନୀ ଅର୍ଚ୍ଚନା ଦାଶ ବର୍ଷିଛନ୍ତି। ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କହି କହିଛନ୍ତି, ଛାଡ଼ପତ୍ର ନୋଟିସ ପାଇନାହିଁ। ମୁଁ ତାଙ୍କ ଘରେ ରହୁଥିଲି, ମୁଁ କେମିତି ନିର୍ଯାତନା ଦେବି। ମୋର ସ୍ବାମୀ ମୋତେ ଓ ମୋ ଛୁଆକୁ ହସ୍ପିଟାଲରେ ଏକୁଟିଆ ଛାଡ଼ି ଚାଲି ଆସିଲେ। ହସ୍ପିଟାଲ ପେମେଣ୍ଟ ଦେଇନାହାନ୍ତି, ମୋ ପାଖରେ ସବୁ ପ୍ରମାଣ ଅଛି। ମୋ ଶାଶୁଙ୍କ ସେବା କରିଛି, ବୋହୂ ଭାବେ ସବୁ … Read more

ଚାରିମାସର ପ୍ରେମ ଚାରିଦିନରେ ଶେଷ…ସରିଲା ଚୌଉଠି ରାତି , ମରିଗଲା ନୂଆବୋହୂ ଦିପାଲୀ, ଜାଣନ୍ତୁ ପୁରା‌ ଘଟଣା

ଆଜିକାଲି ଦୁନିଆରେ ପ୍ରେମ ବିବାହ ତ ପ୍ରାୟ ଲୋକମାନେ କରୁଛନ୍ତି । ଆଉ ଏବେ ପ୍ରେମ ବିବାହକୁ ନେଇ ଅନେକ କିଛି ଘଟଣା ବି ଘଟୁଛି । ଏବେ ଜଣେ ଯୁବକ ଆଉ ଯୁବତୀ ଚାରିମାସ ହେଲା ପ୍ରେମ କରୁଥିଲେ । ସେମାନେ ପରସ୍ପରକୁ ବହୁତ ଭଲ ପାଉଥିଲେ । ଆଉ କେହି କାହା ବିନା ରହିପାରୁ ନଥିଲେ । ବସଷ୍ଟାଣ୍ଡରୁ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା । ଏହି ଯୁବକ ଆଉ ଯୁବତୀ ୨୫ ତାରିଖରେ … Read more

୨୦ ଲକ୍ଷ ମିଳିବ ଭାବି ବଳଙ୍ଗା ପୀଡିତା ଓ ତାଙ୍କ ପିଉସୀ ଯୋଜନା କରି ଏପରି କରିଥିଲେ, ଜାଣନ୍ତୁ ପୁରା‌ ଖବର

ଆପଣମାନେ ସମସ୍ତେ ବାଲେଶ୍ଵର ଏଫଏମ କଲେଜର ଘଟଣା ବିଷୟରେ ତ ଜାଣିଥିବେ । ଏହି ଯୁବତୀଙ୍କୁ ନେଇ ଅନେକ ପ୍ରକାରର ଖବର ଆସୁଛି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାରେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ମିଳିଛି । ତାଙ୍କୁ ସରକାର ୨୦ ଲକ୍ଷ ଟଙ୍କା ଦେଲେ ଆଉ ଏଭଳି ଭାବନା ରଖି କିଛି କାମ କରିଛନ୍ତି ଆଉ ଜଣେ ଯୁବତୀ । ସୌମ୍ୟାଶ୍ରୀ ନିଜକୁ ନ୍ୟାୟ ଦେବା ପାଇଁ ଆତ୍ମହୁତି ଦେଲେ ଆଉ ଏବେ ଏଭଳି … Read more

ପୁଅ ଜନ୍ମ ପରେ ପତ୍ନୀଙ୍କୁ ଡାକ୍ତରଖାନା ବେଡ୍‌ରେ ଛାଡ଼ି ପଳାଇଲେ ଓଏଏସ୍‌ ବାବୁ, ଜାଣନ୍ତୁ ପୁରା‌ ଘଟଣା

ବଡ଼ ଘର ବଡ଼ ଗୁମର କଥା। ବଡ଼ ବାବୁଙ୍କ ରୋଚକ କାହାଣୀ। ଥାନାରେ ପହଞ୍ଚିଲା ପରିବାର ଭିତରର ସମସ୍ୟା। ଖୋଦ ପତ୍ନୀ ଆଣିଲେ ସଂଗୀନ ଅଭିଯୋଗ। ଆଜି ଭୁବନେଶ୍ୱର ମହିଳା ଥାନାରେ ନିଜ ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ତେବେ ଏହି ଅଭିଯୋଗ ଆସିଛି ଜଣେ ଓଏଏସ ବାବୁଙ୍କ ନାମରେ। ରାଜ୍ୟ ସରକାରରେ ଉଚ୍ଚ ପଦବିରେ ଥିବା ଓଏଏସ୍ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାମରେ ତାଙ୍କ ପତ୍ନୀ ଅର୍ଚ୍ଚନା … Read more

ସୁଭଦ୍ରାକୁ ନେଇ ପୁଣି ବଡ଼ ଅପଡେଟ୍‌, ପ୍ରଥମ ୨ୟ କିସ୍ତି ପାଇଥିବା ମହିଳାଙ୍କ କଟିବ ନାଁ, ଯଦି ଟଙ୍କାରେ କରିଛନ୍ତି ଏମିତି କାମ

ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ। ସୂଚନାନୁସାରେ ପ୍ରଥମ କିସ୍ତି ନେଲା ପରେ କିଏ ଆଇଟି ରିଟର୍ଣ୍ଣ ଭରିଛି ତ ଆଉ କିଏ ଗାଡ଼ି କିଣିଥିବା ଜଣା ପଡିଛି। ଏହାର ସର୍ଭେ ହେବ, ତଥ୍ୟ ସଠିକ ଥିଲେ ଆଉ … Read more

ହୀରାକୁଦରୁ ମହାଦୀକୁ ଭାସି ଆସିଲା ବିରଳ ୨ ଗୋଡ଼ିଆ ମାଛ, ଏମିତି ମାଛ ଦେଖି ଲୋକେ ପୁରା ଛାନିଆ

ଅଧିକାଂଶ ସମୟରେ ଏଭଳି କିଛି ଜୀବ ଦେଖିବାକୁ ମିଳନ୍ତି, ଯାହାକୁ ଦେଖି ସାଧାରଣ ଲୋକଙ୍କ ସହ ବୈଜ୍ଞାନିକମାନେ ମଧ୍ୟ ଚକିତ ହୋଇଯାଆନ୍ତି। ଏଭଳି ଏକ ଜୀବ ଦେଖିବାକୁ ମିଳିଛି, ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ତେବେ ମହାନଦୀରେ ଦେଖିବାକୁ ମିଳିଛି ଦୁଇ ଗୋଡ଼ିଆ ମାଛ। ବିରଳ ମାଛ ଦୁଇଟି ଯୋଡ଼ି ହୋଇ ମହାନଦୀରେ ପହଁରୁଛନ୍ତି। ଏମିତି ମାଛ ଆଗରୁ କେବେ ହେଲେ ଦେଖିବାକୁ ମିଳିନଥିଲା। ମାଛଟିର ପିଠି ପଟ କଳା ହେଇଥିବା … Read more

ବ୍ରିଟେନ ସହ ବାଣିଜ୍ୟ ଚୁକ୍ତିରେ ସବୁ ରାଜ୍ୟରୁ ଯିବ ସାମଗ୍ରୀ, ହେଲେ ଓଡ଼ିଶାରୁ ଯିବନି କିଛି ବି! ଜାଣନ୍ତୁ ପୁରା ଖବର

ଭାରତ ଏବଂ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ) ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବାଣିଜ୍ୟ ଚୁକ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି । କାରଣ ଏହି ଚୁକ୍ତିଦ୍ବାରା ଭାରତ ନିଜ ଦେଶର ଅନେକ ସାମଗ୍ରୀକୁ ରପ୍ତାନୀ କରିପାରିବ । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନକୁ ବେଶ୍ ପ୍ରୋତ୍ସାହିତ କରିବ । ଏହି ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତି (CETA) କୁହାଯାଉଛି … Read more

ଆତଙ୍କବାଦୀଙ୍କ ଭଳି ଟ୍ରେନିଂ ନେଇ ମନ୍ଦିର ଭିତରକୁ ଯାଇଥିଲେ, ଚଷମାରେ କ୍ୟାମେରା ଲଗାଇ କରିଥାନ୍ତେ ଏମିତି କାମ

ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା । କ୍ୟାମେରା ଥିବା ଚଷମା ପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ପୁରୀ ଗଜପତି ନଗରର ଯୁବକ। ଧରା ପଡିବା ପରେ କାଗଜ ପତ୍ରରେ ଲେଖାପଢ଼ା କରି ଯୁବକକୁ ଛାଡ଼ି ଦେଇଛି ସିଂହଦ୍ବାର ପୁଲିସ। ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫୋଟୋ ଭିଡିଓ । ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ … Read more

ଭୁବନେଶ୍ୱରରୁ ଆସୁଥିଲା ନାଇଟ କୋଚ୍ ବସ, ହଠାତ୍ ରାତି ୨ଟାରେ ପଛକୁ ଗଡିବାକୁ ଲାଗିଲା ବସ୍, ଜାଣନ୍ତୁ ପୁରା‌ ଘଟଣା

ନାଇଟ୍‌କୋଚ୍‌ ବସ୍‌ ଯାତ୍ରା ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ ବିପଦପୂର୍ଣ୍ଣ ପାଲଟିଛି । କେତେବେଳେ ଜଣେ ଡ୍ରାଇଭର ରାତି ତମାମ ବସ୍‌ ଚଳାଇ ଦୁର୍ଘଟଣାର ଶିକାର ହେଉଛନ୍ତି ତ ପୁଣି ଅନ୍ୟ କେତେବେଳେ ନିଶାସେବନ କରି ଡ୍ରାଇଭର ବସ୍‌ ଚଳାଉଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ଯାଞ୍ଚ ବ୍ୟବସ୍ଥା କଡ଼ାକଡି ହେଉନଥିବାରୁ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟିହୋଇଛି । ରବିବାର ରାତିରେ ଭୁବନେଶ୍ବରରୁ ରାଉରକେଲା ଫେରୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ‘ୱିନର୍‌ ‘ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି … Read more