ଏହିସବୁ ଜିଲ୍ଲାରେ ଦୁର୍ଗାପୂଜାରେ ପ୍ରବଳ ବର୍ଷିବ, ଲଘୁଚାପ ଯୋଗୁଁ ଘରୁ ବାହାରି ପାରିବା ହେବ ମୁସ୍କିଲ, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ପାଣିପାଗ

ଥର ଦଶହରାରେ ବର୍ଷା । କାରଣ ସେପ୍ଟେମ୍ବର ୨୫, ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି । ଆଉ ଏହା ଘନୀଭୂତ ହେବା ପାଇଁ ପାଗ ମଧ୍ୟ ଅନୁକୂଳ ରହିଛି । ଏହା ଫଳରେ ଦଶହରାରେ ବର୍ଷା ହେବାର ଆଶଙ୍କା କରାଯାଉଛି । ଏପରି ହେଲେ ଚଳିତ ଦଶହରା ବଜାର ଫିକା ପଡ଼ିପାରେ । ୨୬ରୁ ୨୮ ଅର୍ଥାତ୍ ଷଷ୍ଠୀ ପୂଜାରୁ ଅଷ୍ଟମୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ଭଲ ବର୍ଷା … Read more

ସାବଧାନ ଦୁର୍ଗାପୂଜାରେ ଆସୁଛି ବଡ଼ ବାତ୍ୟା, ଓଡ଼ିଶା ପାଇଁ ବଡ଼ ବିପଦ, ଜାଣନ୍ତୁ ପୁରା‌ ଖବର

ଅକ୍ଟୋବର ଆସିନି…ବାତ୍ୟାର ସତର୍କ ସୂଚନା ମିଳିଗଲାଣି । ପାଣିପାଗ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ପରେ ପୂରା ଓଡ଼ିଶାର ଲୋକ ଛାନିଆ ହେଲେଣି । କାରଣ ଅକ୍ଟୋବରରେ ହୋଇଥିବା ବାତ୍ୟାର ତାଣ୍ଡବ ଏବେ ବି ଓଡ଼ିଶା ଲୋକ ଭୁଲିନାହାନ୍ତି । ଇଏ ତ ଗଲା ଅକ୍ଟୋବରର କଥା…ହେଲେ ଏବେ ଲଘୁଚାପ ପ୍ରଭାବରେ ପୂରା ରାଜ୍ୟରେ ବର୍ଷା ଲାଗିରହିଛି । ଗତ ମାସେ ଭିତରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ଅନେକ ନଦୀରେ ବନ୍ୟା ଆସିଛି । ଲକ୍ଷଲକ୍ଷ … Read more

ଭଡା ଘରେ ଶିକ୍ଷକଙ୍କ ସହ ରୋମାନ୍ସ କରୁଥିଲେ ସ୍କୁଲ ଦିଦି, ହଠାତ୍ ପହଞ୍ଚିଗଲା ସ୍ୱାମୀ, ଜାଣନ୍ତୁ ପୁରା‌ ଘଟଣା

ସ୍ବାମୀ ବାହାରେ ରୁହନ୍ତି ଦିଦି ସ୍କୁଲରେ ପଢାନ୍ତି। ସେଇଥିପାଇଁ ନିମାପଡା ଅମଳାପଡାର ଭଡାଘର କରି ରହୁଥିଲେ। ହେଲେ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦିଦିଙ୍କ ସହ ରୋମାନ୍ସ କରୁଥିଲେ କାକଟପୁରର ଜଣେ ଶିକ୍ଷକ ନେତା। ଏହି ଖବର ସ୍ବାମୀଙ୍କ କାନରେ ବାଜିବା ପରେ ସେ ସୁଯୋଗ ଉଣ୍ଡି ପତ୍ନୀ ରହୁଥିବା ଭଡାଘରେ ଅଚାନକ ପହଞ୍ଚିଥିଲେ । ପୁରୀ ଜିଲ୍ଲା ନିମାପଡା ବ୍ଲକ ଅମଳାପଡାର ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକଙ୍କୁ ମାଡ଼ ଘଟଣା । ଶିକ୍ଷୟିତ୍ରୀଙ୍କ ସ୍ବାମୀ ଓ … Read more

ଚନ୍ଦ୍ର ଗ୍ରହଣ ସରିବା ପରେ କଣ କରିବା ଶୁଭ ହୋଇଥାଏ? ଜାଣନ୍ତୁ କଣ କରିବେ କଣ କରିବେନି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣର ବିଶେଷ ମହତ୍ୱ ରହିଛି। ଗ୍ରହଣ ଲାଗିବାର ପୂର୍ବବର୍ତ୍ତୀ ସମୟ, ଗ୍ରହଣ ଲାଗିଥିବା ସମୟ ଓ ଗ୍ରହଣର ସମାପ୍ତି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଚାଲନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣ ପରେ କ’ଣ କରିବା ଉଚିତ୍‍ – – ଶାସ୍ତ୍ରରେ କୁହାଯାଇଛି ଯେ, ଗ୍ରହଣକାଳ ସମାପ୍ତ ହେବା ପରେ ଶରୀରକୁ ଶୁଦ୍ଧ କରିବା ନିହାତି ଆବଶ୍ୟକ। ତେଣୁ ଗ୍ରହଣ ସରିବା ପରେ ସ୍ନାନ … Read more

ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର , ଏହି ମହିଳା ମାନଙ୍କର କଟିଯିବ ସୁଭଦ୍ରା ଟଙ୍କା

ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ବିଷୟରେ ତ ଆପଣ ଜାଣିଥିବେ । ଏହି ସ୍କିମରେ ସରକାର ମହିଳାମାନଙ୍କୁ ସଶକ୍ତ କରିବାକୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଉଛନ୍ତି । ହେଲେ ଏବେ କିନ୍ତୁ ସେହି ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର । ଏଣିକି ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ଏକାଧିକ ହିତାଧିକାରୀ । ଏନେଇ ସରକାରଙ୍କ ତରଫରୁ ଡାଟାବେସ୍ ପ୍ରସ୍ତୁତ କରାଯାଉଛି । ସୁଭଦ୍ରା ଯୋଜନା ପାଉଥିବା ଯେଉଁ ହିତାଧିକାରୀଙ୍କ ଚାରି … Read more

ଓଡ଼ିଶାକୁ ସମୁଦ୍ର ପଥ ଦେଇ ପ୍ରବେଶ କରୁଥିଲେ ପୁଳା ପୁଳା ଆତଙ୍କବାଦୀ…ଚାରିପଟରୁ ଘେରିଗଲେ ଯବାନ, ଜାଣନ୍ତୁ ପୁରା‌ ଘଟଣା

ପାକିସ୍ତାନ ସମୁଦ୍ରରୁ ଓଡ଼ିଶାକୁ ପଶୁଥିଲେ ଆତଙ୍କବାଦୀ । ପାକିସ୍ତାନରୁ ବଙ୍ଗଳାଦେଶ ଆଉ ତାପରେ ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ପଶୁଥିଲେ ଆତଙ୍କବାଦୀ । ମୁମ୍ବାଇ ଭଳି ଓଡ଼ିଶାରେ ବି ଆତଙ୍କବାଦୀମାନେ ଆକ୍ରମଣ କରିଥାନ୍ତେ । ଏଭଳି କରିବା ପୂର୍ବରୁ ଯବାନମାନେ ଆତଙ୍କବାଦୀ ମାନଙ୍କୁ ଘେରିଗଲେ । ଓଡ଼ିଶାକୁ ସମୁଦ୍ର ପଥ ଦେଇ ପ୍ରବେଶ କରୁଥିଲେ ପୁଳା ପୁଳା ଆତଙ୍କବାଦୀ । ମୁମ୍ବାଇରେ ଯେଭଳି ଆତଙ୍କ ମଚାଇଥିଲେ ସେହିପରି ଓଡିଶାରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥାନ୍ତେ । କିନ୍ତୁ ତାଙ୍କୁ … Read more

ମହାନଦୀ କୂଳରେ ଲୁଗା ରଖି ପ୍ରେମିକ ସହ ପଳାଇଲେ ଭାଉଜ, ଏମିତି ପ୍ଲାନର କେହି ଆଭାସ ପାଇଲେ ନାହିଁ, ଜାଣନ୍ତୁ ପୁରା‌ ଘଟଣା

ବାଙ୍କୀ ରାତାଗଡ଼ ମହାନଦୀରେ ମହିଳା ଜଣକ ଭାସି ଯାଇନଥିଲେ। ବରଂ ବିବାହିତ ପ୍ରେମିକ ସହିତ ହୋଇ ଯାଇଥିଲେ ଫେରାର। ବାଙ୍କୀ ରାତାଗଡ଼ ଅଂଚଳରେ ଖୁଦୁରୁକୁଣୀ ଠାକୁରାଣୀ ବିସର୍ଜନ କରିବାକୁ ଯାଇ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବାର ଖବର ଆସିଥିଲା। କିନ୍ତୁ ଏହି ଘଟଣାରେ ଆସିଛି ନୂଆ ମୋଡ଼। ମହିଳା ଜଣକ ନିକ ପ୍ରେମିକ ସହ ପୁରୀ ପଳାଇଯାଇଥିଲେ। ମହିଳା ଜଣକ ତାଙ୍କ ପ୍ରେମିକ ଜଣଙ୍କ ପୁରୀ ଚୁଡ଼ଙ୍ଗସାହିରେ ରହୁଥିବାବେଳେ ଏବେ ପୁଲିସ ଉଭୟଙ୍କୁ ଧରିବା ପରେ … Read more

ପିଣ୍ଟୁ ନନ୍ଦଙ୍କୁ ଯେଉଁ ରୋଗ ହେଇଥିଲା ଅଭିଜିତ ମଧ୍ୟ ସେହି ରୋଗରେ ପୀଡିତ, ଜାଣନ୍ତୁ କଣ ହୋଇଛି

ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କୋମାରେ ଅଛନ୍ତି ଅଭିଜିତ । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଘରୋଇ ଡାକ୍ତରଖାନାରେ କୋମାରେ ଥିଲେ ଅଭିଜିତ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଗଲା ସୂଚନା । ତେବେ ଆଜି କଟକରୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି ଅଭିଜିତ ମଜୁମଦାର … Read more

ଘୁଙ୍ଗଡି ମାରୁଛି ପୁଲିସ, ଓଡିଶା ଉଡାଇବାକୁ ବସିଲେଣି ଆତଙ୍କୀ, ଜାଣନ୍ତୁ ପୁରା‌ ଖବର

କେନ୍ଦ୍ରାପଡାରେ ପଶିଲେ ବିହାରକୁ ଆସିଥିବା ଆତଙ୍କବାଦୀ । ପୋଲିସ ବୋଧେ ଘୁଙ୍ଗୁଡ଼ି ମାରୁଛି ଆଉ ଏପଟେ ଓଡ଼ିଶାକୁ ଉଡ଼ାଇବାକୁ ବସିଲେଣି ଆତଙ୍କବାଦୀ । କିଛି ବଡ ଆକ୍ରମଣ କରିବା ପୂର୍ବରୁ ତାଙ୍କୁ ଲୋକମାନେ ଧରି ପକାଇଲେ କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇଜଣ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ବଙ୍ଗଳା ଆଉ ହିନ୍ଦୀ କହିଥିବାରୁ ଏହି ଆତଙ୍କବାଦୀ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବୋଲି ସନ୍ଦେହ କରାଯାଉଛି । ସଦିଗ୍ଧର ବ୍ୟାଗରୁ ବିସ୍ଫୋରକ ସହ … Read more

ଚଳନ୍ତା ଗାଡ଼ିରେ ଯୁବତୀଙ୍କୁ ଟେକି ନେଇ ଜଣଜଣ କରି ଝୁଣିଲେ ୬ ଯୁବକ, ଚିତ୍କାର କରିବାରୁ ଗାଡ଼ିରୁ ଠେଲିଦେଲେ, ଜାଣନ୍ତୁ ପୁରା‌ ଘଟଣା

ରାଜ୍ୟରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି। ତାହା ହେଲା ଏକ ଗାଡି ଭିତରେ ଜଣେ ଯୁବତୀଙ୍କୁ ପାଞ୍ଚଜଣ ଗଣ ଦୁଷ୍କର୍ମ କରିଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ। ଜଣେ ଯୁବତୀଙ୍କୁ ଘରୁ ଗାଡିରେ ଆଣି ରାସ୍ତାକଡରେ ଏହି ଗଣ ଦୁଷ୍କର୍ମ କରି ଫୋପାଡି ଦେଇଥିବାର ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା … Read more