ନବୀନ ପଟ୍ଟନାୟକଙ୍କୁ ହେଇଛି ବଡ଼ ରୋଗ, ଚିକିତ୍ସା ପାଇଁ ଓଡ଼ିଶା ଛାଡି ଯିବେ ମୁମ୍ୱାଇକୁ, ଜାଣନ୍ତୁ ପୁରା ଖବର

ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଅଛନ୍ତି। ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଚିକିତ୍ସା ପାଇଁ ସେ ମୁମ୍ବାଇ ଯିବେ। ଆସନ୍ତା ୨୨ ତାରିଖରେ ମୁମ୍ବାଇରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ । ମୁମ୍ବଇରେ ଥିବା କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ। ସେଠାରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ … Read more

ପୁରୁଷ ବନ୍ଧୁ ସାମ୍ନାରେ ଯୁବତୀଙ୍କୁ ଝୁଣି ଖାଇଗଲେ ୧୦ ଜଣ, ଜଣାପଡିଲା କେମିତି ହେଇଥିଲା ପୁରା ଘଟଣା

ଗୋପାଳପୁରରେ ଲଜ୍ଜା । ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣ ବଳାତ୍କାରର ଶିକାର ହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ୧୦ ଜଣଙ୍କୁ ଅଟକ ରଖିଛି । ଅଭିଯୋଗ ମୁତାବକ ଗତକାଲି ଅପରାହ୍ନରେ ବ୍ରହ୍ମପୁରର ଜଣେ ଛାତ୍ର ବନ୍ଧୁଙ୍କ ସହ ପୀଡିତା ଛାତ୍ରୀ ଜଣକ ଗୋପାଳପୁର ବୁଲିବାକୁ ଆସିଥିଲେ । ପାନ୍ଥ ନିବାସ ବେଳାଭୂମି ନିକଟରେ ଉଭୟ ବସି ଗପସପ କରୁଥିଲେ … Read more

ମିଳିଲା ସିଗନାଲ୍! ଭିତରେ ନୁହେଁ କି ଉପରେ ନୁହେଁ, ଓଡ଼ିଶାରେ ଗଡିବନି‌ ମେଟ୍ରୋ! ଜାଣନ୍ତୁ ପୁରା ଖବର

ଅନିଶ୍ଚିତତା ଭିତରେ ମେଟ୍ରୋ ଟ୍ରେନ ପ୍ରକଳ୍ପ, ଆଗଉ ନାହିଁ କାମ, ଧିମାରେ ଚାଲିଛି ନିର୍ମାଣ । ହାତ ଯାକି ବସିଛନ୍ତି ଟେଣ୍ଡର ନେଇଥିବା କମ୍ପାନୀ ରତାଗଡ ମେଟ୍ରୋ ଡିପୋରୁ ହଟିଲାଣି ଯନ୍ତ୍ରପାତି । ବର୍ଷେ ଭିତରେ ଖର୍ଚ୍ଚ ସରିଲାଣି ପ୍ରାୟ ଶହେ କୋଟି । ଅନିଶ୍ଚତତା ଭିତରେ ମେଟ୍ରୋ ଟ୍ରେନ ପ୍ରକଳ୍ପ । ଆଗଉ ନାହିଁ କାମ ଧିମାରେ ଚାଲିଛି ନିର୍ମାଣ । ଟେଣ୍ଡର ନେଇଥିବା କମ୍ପାନୀ ହାତ ଯାକି ବସିଛନ୍ତି । ରତାଗଡ ମେଟ୍ରୋ ଡିପୋରୁ … Read more

କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥରାଶି, ବଢ଼ିଲା ଗରିବଙ୍କ ଛାତ ଘର ଗଢ଼ିବା ଚିନ୍ତା

କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଗୃହ ନିର୍ମାଣରେ ଦିଆଯାଉଥିବା ଆର୍ଥିକ ସହାୟତା । ଗରିବଙ୍କୁ ନୂଆ ଘର ଯୋଗାଇ ଦେବାକୁ ଯେଉଁ ସହାୟତା ରାଶି ଦିଆଯାଇଥିଲା ସେଥିରେ ୧୦ ହଜାର ଟଙ୍କା ହ୍ରାସ କରାଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ବର୍ଷ ବର୍ଷ ଧରି ଦିଆଯାଉଥିବା ଅନ୍ତ୍ୟୋଦୟ ଓ ଆବାସ ଯୋଜନାର ଟଙ୍କାକୁ କାହିଁକି ହ୍ରାସ କରାଗଲା ବିଜେଡି ବିଧାୟକ ରମେଶ ବେହେରା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । … Read more

ବିଧବା ଗାଁ: କାନ୍ଥରୁ ବାହା ଚିତା ଛାଡିବା ପୂର୍ବରୁ ଦୁନିଆରୁ ଲିଭିଯାଉଛି ନାଁ, ଜାଣନ୍ତୁ ଓଡ଼ିଶାର ଏହି ରହସ୍ୟମୟ ଗାଁ ବିଷୟରେ

ଆମ ଓଡ଼ିଶାରେ ଏଭଳି ଏକ ଗାଁ ଅଛି ଯାହା ନାଁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆମ ରାଜ୍ୟର ଓଡ଼ିଶାର ଏକ ଜିଲ୍ଲାରେ ଏଭଳି ଏକ ଗାଁ ଅଛି ଯାହାକୁ ଅଭିଶପ୍ତ ଗାଁ ବୋଲି କୁହାଯାଇଥାଏ । ଏହି ଗାଁରେ ରହିବାକୁ ଲୋକମାନେ ଭୟ କରନ୍ତି । ଏବେ ଏହି ଗାଁ ବିଷୟରେ ଅଧିକ ଖବର ଆପଣମାନେ ପାଇପାରିବେ । ଏହି କଥା ବିଶ୍ୱାସ ହେଉନଥିଲେ ବି ଏହା ସତ ଅଟେ । ଏବେବି … Read more