ଆଦାନୀଙ୍କ ପାଇଁ ରଥକୁ ଅଟକାଇ ରଖିଥିଲେ ସରକାର! ଆଦାନୀ ବିଳମ୍ବରେ ଆସିବାରୁ ଗଡିଲାନି କି ରଥ, ଜାଣନ୍ତୁ ପୁରା ଖବର
ପୁରୀରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ । ଆଜି ଗୁଣ୍ଡିଚା ମନ୍ଦିର ଆଗରେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ବର୍ଷାରେ ଭିଜି ପତ୍ନୀ ଓ ପୁଅଙ୍କ ସହିତ ତିନି ଠାକୁରଙ୍କ ଆଶୀର୍ବାଦ ନେଇଛନ୍ତି । ଏହାପରେ ଆଦାନୀ ଫାଉଣ୍ଡେସନ ଓ ଇସ୍କନ ଦ୍ଵାରା ପରିଚାଳିତ ରୋଷଶାଳାକୁ ଯାଇଥିଲେ । ଏଠାରେ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ କରାଯାଉଛି । ରଥଯାତ୍ରା ସମୟରେ ୪୦ ଲକ୍ଷ ଭକ୍ତଙ୍କୁ ମାଗଣାରେ ପ୍ରସାଦ … Read more