ହୀରାକୁଦ ଛାଡିଲା ପାଣି, ବୁଡିବ କଟକ, କୋକୁଆ ଭୟରେ କାନ୍ଦିଲେଣି ଲୋକେ, ଜାଣନ୍ତୁ ପୁରା‌ ଖବର

ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ । ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଆଜି ଦିନ ୧୦ଟା ୨୧ ମିନିଟ୍ ସମୟରୁ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲିଥିବା ବେଳେ ପର୍ଯ୍ୟାୟ କ୍ରମେ ୧୨ଟି ଗେଟ୍ ଖୋଲିବ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇଛି । ସେଥିପାଇଁ ଜଳ ଭଣ୍ଡାର … Read more

ଭଉଣୀ ଉପରେ ଭାଈର ଖରାପ ନଜର, ୧୦ ହଜାର ଦେଇ କହୁଛି ଶାରୀରିକ ସମ୍ପର୍କ ରଖିବାକୁ, ଜାଣନ୍ତୁ ପୁରା‌ ଘଟଣା

ପାରିବାରିକ ବିବାଦକୁ କେନ୍ଦ୍ରକରି ବଡ଼ ବାପା ପୁଅ ଭାଇ କେମିତି ନିଜ ଦାଦା ଝିଅ ଭଉଣୀକୁ ଖରାପ ଦୃଷ୍ଟିରେ ଦେଖିପାରେ ତାର ଖୁଲାସା କରି ଥାନାରେ ଅଭିଯୋଗ କରିଛନ୍ତି ଏ ଯୁବତୀ ଜଣକ।  କାକଟପୁର ବ୍ଲକ ଓଥକା ପଞ୍ଚାୟତ ପ୍ରଧାନସାହିରୁ ଆସିଛି ଏପରି ଏକ ସଙ୍ଗିନୀ ଅଭିଯୋଗ। 

ଜଗା ସାମ୍ନାରେ ନୃତ୍ୟ କରିବାକୁ କିଏ ଅନୁମତି ଦେଉଛି ? ବିବାଦରେ ରୁପା ପିଣ୍ଟୁ, ଜାଣନ୍ତୁ ପୁରା‌ ଖବର

ଆପଣମାନେ ୟୁଟ୍ୟୁବରେ ଅନେକ ୟୁଟ୍ୟୁବରମାନଙ୍କର ଭିଡିଓ ଦେଖୁଥିବେ । ଆପଣମାନେ ରୂପା, ପିଣ୍ଟୁ ଆଉ ଖୁସି ଏକ୍ସପ୍ରେସ ବିଷୟରେ ଜାଣିଥିବେ । ଏହି ୟୁଟ୍ୟୁବରମାନେ ପ୍ରତିବର୍ଷ ରଥଯାତ୍ରା ବେଳକୁ ତାଙ୍କର ଆଲବମ ଭିଡିଓ ଆଣନ୍ତି । ଏହି ୟୁଟ୍ୟୁବର ରୂପା ଆଉ ପିଣ୍ଟୁ କ୍ରିଏସନ୍ ଖୁସି ଏଣ୍ଟରଟେନମେଣ୍ଟରେ ଏକ ଭଜନ ଭିଡିଓ ଆଣିଛନ୍ତି । ଏବେ ଏହାକୁ ନେଇ ଅନେକ ଖବର ଆସୁଛି । ଏହି ସବୁ ଭଜନ ଗୀତରେ ରୂପା ଅଭିନୟ କରିଥାନ୍ତି ଆଉ ବହୁତ … Read more

କର୍ଡ଼ନ ଭିତରେ ନୃତ୍ୟ କରିବାକୁ ବାରଣ କରିବାରୁ ରାଗିଯାଇ ସେବାୟତ କରିଲେ ଏମିତି କିଛି, ଦେଖନ୍ତୁ ଦୃଶ୍ୟ

ମହାପ୍ରଭୁଙ୍କ ପହଣ୍ଡି ବେଳେ କର୍ଡ଼ନ ଭିତରେ ନୃତ୍ୟ କରିବାକୁ ବାରଣ କଲେ ପୋଲିସ। ସେବାୟତମାନେ କହିଲେ ମହାପ୍ରଭୁଙ୍କ ପାଖରେ ନୃତ୍ୟ କରନ୍ତୁ ନୃତ୍ୟଶିଳ୍ପୀ। ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଶରଧାବାଲିରେ…. କିଏ ଓଡିଶୀ ନୃତ୍ୟ କରନ୍ତି ତ ଆଉ କିଏ ଚିତ୍ରଆଙ୍କି ପଭୁଙ୍କ ପାଇଁ ସମର୍ପି ଦିଅନ୍ତି । ସବୁବର୍ଷ ପରି ଏବର୍ଷ ମଧ୍ୟ ଶରଧାବାଲିରେ କାଳିଆ ପାଇଁ ଭାବବିହ୍ୱଳ ହୋଇ କଳା ନୃତ୍ୟ କରିଥାନ୍ତି । କିନ୍ତୁ ଏବର୍ଷ ନୃତ୍ୟ କରୁଥିବା କିଛି … Read more

ବାହୁଡ଼ା ପହଣ୍ଡିରେ ଘଟିଲା ଅଲୌକିକ ଘଟଣା, ଅଭିମାନ କରି ଭାରି ହୋଇଗଲେ ମା ସୁଭଦ୍ରା, ସେବାୟତଙ୍କ ଅବସ୍ଥା ଦେଖନ୍ତୁ ଭିଡିଓ

ସରିଛି ଜନ୍ମବେଦୀରେ ଲୀଳା ଖେଳା । ଏବେ ବାହୁଡିବାର ବେଳ । ଭାଉ ଭଉଣୀଙ୍କ ସହ ବଡଦେଉଳ ଅଭିମୁଖେ ଯାତ୍ରା । ଛାମୁଙ୍କ ସହ ପରିଜନ ବି ଯାତ୍ରାରେ । ୯ ଦିନର ମହାଯାତ୍ରା ଶେଷ । ଠିକ୍ ସମୟରେ ସରିଥିଲା ସବୁ ନୀତିକାନ୍ତି । ହେଲେ ଏ ନେତ୍ର ଆଜି କଣ ଦେଖିଲା । କାହିଁକି ମାନ କଲେ କି ମାଆ । କାହିଁକି ମାଆ କାହିଁକି । କଣ ହେଲା, କିଏ କଲା କି … Read more

ମହିଳା ବିଡିଓଙ୍କୁ ନିର୍ଯାତନା ଦେଉଥିଲେ ରତ୍ନାକର ସାହୁ, ସାମ୍ନାକୁ ଆସିଲା ଅଭିଯୋଗର ଅଡିଓ, ଶୁଣନ୍ତୁ

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆସିଛି । ଏହି ଅଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ଜନୈକା ମହିଳା ଓଏଏସ ଅଧିକାରିଣୀଙ୍କୁ ସେ ସଂଜରେ ଆସିବାକୁ କହୁଥିଲେ । ତାଙ୍କୁ ବାରମ୍ବାର ହାରାସ୍‌ ବି କରୁଥିବାର ଅଭିଯୋଗ ହୋଇଛି ।ସଂପୃକ୍ତା ମହିଳା ବିଡ଼ିଓ କହିଛନ୍ତିଯେ, ତେନ୍ତୁଳିଖୁଣ୍ଟି ବିଡ଼ିଓ ଥିବାବେଳେ ରତ୍ନାକର ବାବୁ ଡିଆରଡ଼ିଏରେ ଚାକିରୀ କରୁଥିଲେ । ପ୍ରତିଦିନ ସେ ଆସି ବିରକ୍ତ କରନ୍ତି । ତାଙ୍କୁ … Read more

ଓଡିଶାରେ ଅଫିସରଙ୍କୁ ତାଲିବାନୀ ମାଡ଼, ସରକାର କରୁଛି କ’ଣ? ଏଥିପାଇଁ ଦାୟୀ କିଏ? ଜାଣନ୍ତୁ

ସୋମବାର ବିଏମ୍‌ସି ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା । ମେୟରଙ୍କ ପ୍ରକୋଷ୍ଠକୁ ଲାଗିଥିବା ପ୍ରକୋଷ୍ଠରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ବିଏମ୍‌ସିର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ବି ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ । ଅଚାନକ ବିଜେପି କର୍ପୋରେଟର ଜୀବନଙ୍କ ସହ ୬ରୁ ୭ଜଣ ଦୁର୍ବୃତ୍ତ ଅଭିଯୋଗ ପ୍ରକୋଷ୍ଠକୁ ପଶିଥିଲେ । ସ୍ୱଚ୍ଛ ସୁପରଭାଇଜରଙ୍କ ଉପରେ ହୋଇଥିବା ତଦନ୍ତର ରିପୋର୍ଟ ବଦଳାଇବାକୁ ଦାବି କରିଥିଲେ । କିନ୍ତୁ ଅତିରିକ୍ତ କମିଶନର … Read more

ଲଜକୁ ଡାକି ଶାରୀରିକ ସମ୍ପର୍କ ରଖିଲା, ଆଉ ବେଡ଼ରେ ପ୍ରେମିକାକୁ ଛୁରିରେ ଜୀବନ ନେଇଗଲା ପ୍ରେମିକ, ପୁରା ଘଟଣା ଆଶ୍ଚର୍ଯ୍ୟ କରିଦେବ

ଯୁବତୀକୁ ଛୁରି ଭୁଶି ହତ୍ୟା କଲା ପୁରୁଷ ବନ୍ଧୁ। ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ ନିକଟରେ। ଏଠାରେ ଏକ ଗେଷ୍ଟ ହାଉସରେ ଯୁବତୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରେମିକାକୁ ହତ୍ୟା କରିବା ପରେ ନିଜ ହାତରେ ଲାଗିଥିବା ଆଘାତକୁ ନେଇ ସ୍ଥାନୀୟ ଚିକିତ୍ସାଳୟରେ ଅଭିଯୁକ୍ତ ଜଣଙ୍କ ନିଜର ଚିକିତ୍ସା କରିଥିଲେ। ଏବଂ ପରବର୍ତ୍ତୀ ସମୟରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ … Read more

ଓୟୋକୁ ସୁନ୍ଦରୀ ପ୍ରେମିକାକୁ ଡାକିଲା, ମନ ଭରି ଉପଭୋଗ କରିବା ପରେ ୨୦ ଥର ଛୁରି ଭୁଷି ମାରିଦେଲା, ଜାଣନ୍ତୁ ପୁରା‌ ଘଟଣା

ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଲଜ୍ ଭିତରେ ଜଣେ ଯୁବତୀଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । ମୃତ ଯୁବତୀ ଜଣଙ୍କ ହେଲେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଫାଣ୍ଡି ନିକଟରେ ରହୁଥିବା ପାଢୀ କଲୋନୀର ପ୍ରିୟା ମହାରଣା(୨୪) । ପ୍ରିୟାଙ୍କୁ ହତ୍ୟା କରିଥିବା ଲାଞ୍ଜିପଲ୍ଲୀ ଉମାନଗର ୧ମ ଲାଇନର ଅଭୟ କୁମାର ମହାରଣା(୨୪)ଙ୍କୁ ପୁଲିସ ଗିରଫ କରିଛି । ସୂଚନାପ୍ରକାରେ, ପାଢୀ କଲୋନୀର ପ୍ରଭାକର ମହାରଣାଙ୍କ ଉଚ୍ଚÿଶିକ୍ଷିତା ଝିଅ ପ୍ରିୟା ମହାରଣା ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ … Read more

ରାଜଧାନୀରେ ଆଉ ଏହିସବୁ ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ-ଡିଜେଲ୍, ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣନ୍ତୁ ପୁରା‌ ଖବର

ଜୀବନ ନଥିବା ଗାଡ଼ିକୁ ତେଲ ଦିଆଯିବ ନାହିଁ। ଦେଶର ରାଜଧାନୀ ଦିଲ୍ଲୀରେ ଏଭଳି ପୋଷ୍ଟର ଦେଖି କେହି ବି ବିଚଳିତ ହେବାର କୌଣସି କାରଣ ନାହିଁ। କାରଣ ଦିଲ୍ଲୀ ସରକାର ରାଜଧାନୀରେ ବର୍ଦ୍ଧିତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏପରି ନିୟମ ଲାଗୁ କରିଛନ୍ତି। ଆଜି ଠାରୁ ଏହା କାର୍ଯ୍ୟକାରୀ ହୋଇଛି। ନୂଆ ନିୟମ ଅନୁସାରେ, ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡ଼ି ଓ ୧୦ ବର୍ଷ ପୁରୁଣା ଡିଜେଲ ଚାଳିତ ଗାଡ଼ିକୁ ଆଜି ଠାରୁ … Read more