ପାରିବାରିକ ବିବାଦକୁ କେନ୍ଦ୍ରକରି ବଡ଼ ବାପା ପୁଅ ଭାଇ କେମିତି ନିଜ ଦାଦା ଝିଅ ଭଉଣୀକୁ ଖରାପ ଦୃଷ୍ଟିରେ ଦେଖିପାରେ ତାର ଖୁଲାସା କରି ଥାନାରେ ଅଭିଯୋଗ କରିଛନ୍ତି ଏ ଯୁବତୀ ଜଣକ। କାକଟପୁର ବ୍ଲକ ଓଥକା ପଞ୍ଚାୟତ ପ୍ରଧାନସାହିରୁ ଆସିଛି ଏପରି ଏକ ସଙ୍ଗିନୀ ଅଭିଯୋଗ।