କାହିଁକି ଝିଅମାନେ ଅଧାବାଟରୁ ପ୍ରେମିକଙ୍କ ହାତଛାଡ଼ି ଚାଲି ଯାଆନ୍ତି? ଜାଣନ୍ତୁ ଏହାର ଅସଲ କାରଣ

ଯେଭଲିକି ଆପଣ ଜାଣିଥିବେ ପ୍ରେମ ହେଉଛି ଏକ ସୁନ୍ଦର ଅନୁଭୂତି, ଏହାକୁ ଶବ୍ଦରେ ବା ଭାଷାରେ ବର୍ଣ୍ଣନା କରାଯାଇପାରିବ ନାହିଁ, କେବଳ ଅନୁଭବ କରିହେବ । କୁହାଯାଏ, ସମସ୍ତେ ଜୀବନରେ ଦିନେ ନା ଦିନେ ପ୍ରେମ କରନ୍ତି, କିନ୍ତୁ ସଚ୍ଚା ପ୍ରେମ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେହିମାନେ ସବୁଠାରୁ ଭାଗ୍ୟବାନ, ଯେଉଁମାନଙ୍କୁ ସେମାନଙ୍କର ପ୍ରେମ ମିଳିଥାଏ।  କିନ୍ତୁ ଆଜି କାଲିର ଦୁନିୟାରେ ପ୍ରାୟ ଦେଖିବାକୁ ଗଲେ ପୁଅ ଅପେକ୍ଷା ଝିଅମାନେ ରିଲେସନସିପରୁ ଅଧାରୁ ଚାଲି ଯାଆନ୍ତି … Read more

ଦାନ୍ତ ମଝିରେ ଫାଙ୍କ ରହିବାର ଅର୍ଥ କ’ଣ ? ଏହା ଶୁଭ ନା ଅଶୁଭ ଜାଣନ୍ତୁ

ସାମୁଦ୍ରିକ ଶାସ୍ତ୍ରରେ ବ୍ୟକ୍ତିର ଶରୀରକୁ ଦେଖି ବ୍ୟକ୍ତିର ଚରିତ୍ର ସ୍ଵଭାବ, ଚାଲିଚଳନୀ ଓ ଆଚାର ବିଚାର ଓ ବ୍ୟକ୍ତିର ସଂପୂର୍ଣ୍ଣ ବ୍ୟକ୍ତିତ୍ବର ପତ୍ତା ଲଗାଯାଇଥାଏ । ସେହିପରି ଆଜି ଦାନ୍ତ ମଝିରେ ଥିବା ଗ୍ଯାପକୁ ଦେଖି ବ୍ୟକ୍ତି ବିଷୟରେ କିଛି ସୂଚନା ଜାଣିବାକୁ ପାଇବେ । ଯେଉଁ ବ୍ୟକ୍ତିର ଦାନ୍ତ ମଝିରେ ଗ୍ଯାପ ରହିଥାଏ । ଶାସ୍ତ୍ର ଅନୁସାରେ ସେହି ବ୍ୟକ୍ତି ଅଧିକ ବୁଦ୍ଧିମାନ ତଥା ବୁଦ୍ଧିମତୀ ହୋଇଥାନ୍ତି । ଏହା ସହିତ ଧନବାନ ହେବାର ବହୁତ … Read more

UPIରେ ବାଲାନ୍ସ ଚେକ୍ କରୁଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ ! ଆସୁଛି ନୂଆ ନିୟମ, ଜାଣନ୍ତୁ ପୁରା ଖବର

ଆଜିକାଲି ଲୋକମାନେ ପ୍ରାୟ ସମସ୍ତେ ଫୋନ୍ ପେ , ଗୁଗଲ ପେ ଏବଂ ଅନ୍ୟାନ୍ୟ କିଛି ଆପ ଦ୍ଵାରା ଟଙ୍କା ଲେଣଦେଣ କାମ କରିଥାନ୍ତି । ଲୋକମାନେ ଆଉ ଏବେ ବ୍ୟାଙ୍କ୍ ଯାଉ ନାହାଁନ୍ତି ଆଉ ବ୍ୟାଙ୍କ୍ ନଯାଇ ନିଜ ବାଲାନ୍ସ ଚେକ୍ କରୁଛନ୍ତି । ୟୁପିଆଇ ମାଧ୍ୟମରେ ଆପଣମାନେ ବାଲାନ୍ସ ଚେକ୍ କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ । ନୂଆ ମାସରେ ଆସୁଛି ନୂଆ ନିୟମ । ବାଲାନ୍ସ ଚେକ୍ କରିବା … Read more

ପ୍ଲେନ କ୍ରାସ ପୂର୍ବରୁ ହୋଇଥିଲା ଆକଳନ! ଭବିଷ୍ୟବାଣୀ ନା ଚେତାବନି ? ଜାଣନ୍ତୁ ପୁରା ଘଟଣା

ଆପଣମାନେ ଅନେକ କିଛି କଥା ଶୁଣିଥିବେ ଆଉ ଅନେକ ବିଷୟରେ ଜାଣିଥିବେ । ବେଳେବେଳେ ପୂର୍ବରୁ ପରିକଳ୍ପିତ ହୋଇଥିବା କଥା ସତ ହୋଇଥାଏ । ଘଟଣା ହେଉ ବା ଦୁର୍ଘଟଣା କେଉଁ ଜ୍ୟୋତିର୍ବିଦ ହୁଅନ୍ତୁ ବା ଭବିଷ୍ୟ ଦ୍ରଷ୍ଟା ସେମାନେ ଅନେକ କିଛି ଭବିଷ୍ୟବାଣୀ କରିଥାନ୍ତି । କେହି କେହି ଏହାକୁ ବିଶ୍ୱାସ କରୁଥିବା ବେଳେ କେହି କେହି ଏହାକୁ ବିଶ୍ୱାସ କରୁ ନାହାଁନ୍ତି । ଆଉ ବେଳେବେଳେ ଯେତେବେଳେ ସେମାନେ କହିଥିବା କଥା ସତ ହୋଇ … Read more

ଜୁଲାଇରୁ ଘରଘର ବୁଲି ହେବ ଜନଗଣନା, ଜାଣନ୍ତୁ କ’ଣ ପଚରାଯିବ ଆପଣଙ୍କୁ?

କେନ୍ଦ୍ର ସରକାର ଦେଶରେ ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା ପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ୨୦୨୭ ମସିହାରେ ଜନଗଣନା କରାଯିବ ଏବଂ ଏହା ୨ଟି ପର୍ଯ୍ୟାୟରେ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍ତରର ଲୋକଙ୍କଠାରୁ ସୂଚନା ନିଆଯିବ। ଏହା ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଡିଜିଟାଲ୍ ମାଧ୍ୟମରେ କରାଯିବ। ଘର ଘର ବୁଲି ଜନଗଣନା କରିବା ପାଇଁ ୩୪ ଲକ୍ଷ … Read more

ବାପାଙ୍କ ସମ୍ପତ୍ତିରେ ନାହିଁ ଝିଅର ଅଧିକାର, ଜାଣନ୍ତୁ କ’ଣ କହୁଛି ଆଇନ

ଭାରତୀୟ ସମାଜରେ, ଝିଅମାନଙ୍କୁ ଶତାବ୍ଦୀ ଧରି ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ସେମାନଙ୍କୁ ପରିବାରର ଉଜ୍ଜ୍ୱଳତା, ସ୍ନେହ ଏବଂ ମୂଲ୍ୟବୋଧର ପ୍ରତୀକ ଭାବରେ ବିବେଚନା କରାଯାଏ। ପରିବର୍ତ୍ତନଶୀଳ ସମୟ ସହିତ, ଝିଅମାନଙ୍କୁ ଅଧିକାର ଦେବା ପାଇଁ ଗମ୍ଭୀର ପଦକ୍ଷେପ ନିଆଯାଇଛି। ବିଶେଷକରି ସମ୍ପତ୍ତିରେ ଝିଅମାନଙ୍କର ଅଧିକାର ସମ୍ପର୍କରେ, ୨୦୦୫ ରେ ଏକ ଐତିହାସିକ ପରିବର୍ତ୍ତନ କରାଯାଇଥିଲା, ଯେତେବେଳେ ହିନ୍ଦୁ ଉତ୍ତରାଧିକାର ଆଇନ, ୧୯୫୬ ସଂଶୋଧନ କରାଯାଇଥିଲା ଏବଂ ସେମାନଙ୍କୁ ପୁଅ ପରି ସମାନ ଅଧିକାର ଦିଆଯାଇଥିଲା, କିନ୍ତୁ … Read more

ଇଏ କୌଣସି ସଂଯୋଗ ନା ସଂକେତ ? ଦୁର୍ଘଟଣାଗ୍ରସ୍ତ ବିମାନେ ଦେଖାଯାଇଥିଲା ମହାପ୍ରଭୁଙ୍କ ଚକାଆଖି, ଜାଣନ୍ତୁ ପୁରା ଖବର

ଚମତ୍କାର , ଅଲୌକିକ , ଅବିଶ୍ବସନୀୟ ଶବ୍ଦଟି ସେତେବେଳେ ଆମ ମନକୁ ଆନ୍ଦୋଳିତ କରେ ଯେତେବେଳେ ଅସମ୍ଭବ ପରି ଲାଗୁଥିବା ଶବ୍ଦଟି ସମ୍ଭବ ହୋଇଯାଏ । ନିକଟରେ ଅହମଦାବାଦ ଯେଉଁ ଦୁଃଖ ଦେଖିଲା ସେଥିରେ ସାରା ଦେଶର ଆଖିରୁ ଲୁହ ବୋହିଲା । ସଂକ୍ଷେପରେ କହିଲେ ସାରା ଦେଶକୁ କନ୍ଦାଇଦେଲା ଅହମଦାବାଦ ବିମାନ ଦୁର୍ଘଟଣା । ଏହି ଭୟାବହ ଦୁର୍ଘଟଣାରେ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଗଲା । କିଛି ସେକେଣ୍ଡରେ ଏତେ ଭୟଙ୍କର ନିଆଁ ଲାଗିଲା … Read more

କ୍ରାଶ ପୂର୍ବରୁ ପାଇଲଟ ବିପଦ ସମ୍ପର୍କରେ ଜାଣି ପାରି Mayday କଲ୍‌ କରିଥିଲେ, ଜାଣନ୍ତୁ କଣ ଏହି ମେ..ଡେ

ଗୁଜରାଟ ଅହମ୍ମଦାବାଦ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଫ୍ଲାଇଟ୍ ଲଣ୍ଡନ ଯିବାକୁ ଥିବାବେଳେ ଉଡାଣ ଭରିବା ବେଳେ ହିଁ ସମ୍ପୂର୍ଣ୍ଣ ଜଳିଯାଇଛି। ଫ୍ଲାଇଟ୍ କ୍ରାସ୍ ପୂର୍ବରୁ ଅର୍ଥାତ୍ ଉଡାଣ ଆରମ୍ଭ କରିବା ସମୟରେ ହିଁ ପାଇଲଟ କରିଥିଲେ ‘ମେଡେ କଲ୍’। ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ପାଇଲଟ ‘ମେଡେ କଲ୍’ କରିଥିଲେ। ହେଲେ କ୍ଷଣକ ଭିତରେ ହିଁ ପାଇଲଟଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ସଙ୍ଗେ ସଙ୍ଗେ କ୍ରାସ ହୋଇଥିଲା ବିମାନ। ‘ମେଡେ କଲ୍’ … Read more

ବିଧବା ଗାଁ: କାନ୍ଥରୁ ବାହା ଚିତା ଛାଡିବା ପୂର୍ବରୁ ଦୁନିଆରୁ ଲିଭିଯାଉଛି ନାଁ, ଜାଣନ୍ତୁ ଓଡ଼ିଶାର ଏହି ରହସ୍ୟମୟ ଗାଁ ବିଷୟରେ

ଆମ ଓଡ଼ିଶାରେ ଏଭଳି ଏକ ଗାଁ ଅଛି ଯାହା ନାଁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆମ ରାଜ୍ୟର ଓଡ଼ିଶାର ଏକ ଜିଲ୍ଲାରେ ଏଭଳି ଏକ ଗାଁ ଅଛି ଯାହାକୁ ଅଭିଶପ୍ତ ଗାଁ ବୋଲି କୁହାଯାଇଥାଏ । ଏହି ଗାଁରେ ରହିବାକୁ ଲୋକମାନେ ଭୟ କରନ୍ତି । ଏବେ ଏହି ଗାଁ ବିଷୟରେ ଅଧିକ ଖବର ଆପଣମାନେ ପାଇପାରିବେ । ଏହି କଥା ବିଶ୍ୱାସ ହେଉନଥିଲେ ବି ଏହା ସତ ଅଟେ । ଏବେବି … Read more

କାହିଁକି ପାଳନ ହୁଏ ରଜ ପର୍ବ? କାହିଁକି ଏହି ୩ ଦିନ ଝିଅମାନଙ୍କୁ କାମ କରିବାକୁ ବାରଣ କରାଯାଏ? ଜାଣନ୍ତୁ ଏହାର ରହସ୍ୟ

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଚାଷର … Read more