ଫୁଡ୍ ଡେଲିଭରି ବୟଙ୍କ ଗୋଟିଏ ମେସେଜ୍, ଗ୍ରାହକଙ୍କ ଆଖିରେ ଆଣିଦେଲା ଲୁହ, ଜାଣନ୍ତୁ କଣ ଥିଲା ମେସେଜ୍

ଜଣେ ଦିବ୍ୟାଙ୍ଗ ଫୁଡ୍ ଡେଲିଭରି ବୟ ତାଙ୍କର ଜଣେ ଗ୍ରାହକଙ୍କୁ ଏମିତି ଏକ ମେସେଜ୍ ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କାରଣ ଜୋମାଟୋ ଗ୍ରାହକ ଜଣକ ଦିବ୍ୟାଙ୍ଗ ଡେଲିଭରି ବୟଙ୍କ ସେହି ମେସେଜକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ସଭିଏଁ ଭାବୁକ ହେଉଛନ୍ତି ଆଉ ଡେଲିଭରି ବୟଙ୍କୁ ସାବାସୀ ଦେଉଛନ୍ତି । ଡେଲିଭରି ବୟ ଜଣକ ପ୍ରଥମ ମେସେଜରେ ଲେଖିଛନ୍ତି… ‘ମୁଁ ଅର୍ଡର ନେଇ ସାରିଛି, ଖୁବଶୀଘ୍ର ଆପଣଙ୍କୁ ଡେଲିଭରି … Read more

ବନ୍ଦ ହୋଇଯିବ ଜ଼ିରୋ ବାଲାନ୍ସ ଆକାଉଣ୍ଟ! ତୁରନ୍ତ କରନ୍ତୁ ଇକେୟାଇସି, ଜାଣନ୍ତୁ ପୁରା‌ ଖବର

ସରକାର ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସମସ୍ତ ଆକାଉଣ୍ଟ ଧାରକଙ୍କୁ ରି-କେୱାଇସି କରାଇବାକୁ ବାଧ୍ୟତାମୂଳକ କରିଛନ୍ତି। ଯଦି ଆପଣ ଏହି ସମୟ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କରନ୍ତି, ତେବେ ଆପଣଙ୍କ ଜନଧନ ଆକାଉଣ୍ଟ ବନ୍ଦ ହୋଇପାରେ। ରି-କେଓୱାଇସି ପ୍ରକ୍ରିୟା ଅତ୍ୟନ୍ତ ସହଜ। ଏଥିରେ ଆପଣ ବ୍ୟାଙ୍କ ଶାଖାକୁ ଯାଇ ନିଜର ପୁରୁଣା ତଥ୍ୟ ଯେପରି ନାମ, ଠିକଣା ଏବଂ ଫଟୋ ଅପଡେଟ କରିପାରିବେ। ଏହା ଠକେଇକୁ ରୋକିବାରେ ସାହାଯ୍ୟ କରେ ଏବଂ ବ୍ୟାଙ୍କିଂ ସେବାକୁ … Read more

ସତର୍କ କଲା ଆମେରିକାର ପାଣିପାଗ ବିଭାଗ, ଓଡ଼ିଶାରେ ହେଇପାରେ ବଡ଼ ବାତ୍ୟା, ଜାଣନ୍ତୁ ପୁରା‌ ଖବର

ବଙ୍ଗୋପସାଗରରେ ଆସୁଛି ବଡ଼ ବାତ୍ୟା! ଏନେଇ ଆଲର୍ଟ ଜାରି କରିଛି ଆମେରିକାର ପାଣିପାଗ ବିଭାଗ The Joint Typhoon Warning Centre (ଜେଟିଡବ୍ଲ୍ୟୁସି)। କିନ୍ତୁ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଅଧିକରୁ ଅଧିକ ଘନିଭୂତ ହୋଇ ଗଭୀର ଅପପାତର ରୂପ ନେଉଛି । ପ୍ରଭାବରେ ରାଜ୍ୟର ବିଭିନ୍ନ … Read more

ତାମିଲନାଡୁ ଦଳାଚକଟା ପଛରେ ଜଣାପଡିଲା ବଡ଼ ଷଡ଼ଯନ୍ତ୍ର, କାହିଁକି ନେତାକୁ ଦେଖିବାକୁ ଜୀବନ ହାରିଲେ ଲୋକେ, ଜାଣନ୍ତୁ

ତାମିଲନାଡୁ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ରବିବାର ୪୦କୁ ବୃଦ୍ଧି ପାଇଛି। କରୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଦଳାଚକଟା ପଛରେ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ ଆଣିଛି ଅଭିନେତା ବିଜୟଙ୍କ ଦଳ ତାମିଲାଗା ଭେତ୍ରି କାଝାଗାମ(ଟିଭିକେ)। ଦଳ ପକ୍ଷରୁ ଏ ନେଇ ମାଡ୍ରାସ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି। ଟିଭିକେ ଅଭିଯୋଗ କରିଛି ଯେ, ଏହି ଦୁଃଖଦ ଘଟଣା କୌଣସି ଦୁର୍ଘଟଣା ନୁହେଁ, ବରଂ ଏକ ଷଡ଼ଯନ୍ତ୍ରର … Read more

ବିଶ୍ୱକୁ ଥରାଇଲାଣି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ମୁଣ୍ଡ ଉପରେ ବଡ଼ ବିପଦ, ଜାଣନ୍ତୁ ପୁରା‌ ଖବର

ବାବା ଭେଙ୍ଗା ଦେଇଥିବା ଭବିଷ୍ୟବାଣୀ ବିଷୟରେ ଆପଣମାନେ ତ ଜାଣିଥିବେ । ଏବେ ସେ ଯେଉଁ ଭବିଷ୍ୟବାଣୀ କରିଛନ୍ତି ଯାହାକୁ ନେଇ ସାରା ବିଶ୍ବ ଏବେ ଚିନ୍ତାରେ । ଏବେ ସାରା ବିଶ୍ଵ ଡରି ଗଲାଣି । କେତେବେଳେ କଣ ହେବ କେହି କହିପାରିବେ ନାହିଁ । କେତେବେଳେ କିଏ କାହାକୁ ଆଟାକ କରିବ ଆଉ କାହାର ଜୀବନ ଚାଲିଯିବ ସେକଥା କେହି ଜାଣି ନାହାଁନ୍ତି । କିନ୍ତୁ ସମସ୍ତେ ଜାଣି ସାରିଲେଣି ଯେ ବିପଦ ମାଡି … Read more

ବ୍ୟାଙ୍କ ଅଧିକାରୀ ବୋଲି ଇନ୍ଦ୍ର ଚନ୍ଦ୍ର ମାନିବେନି, ଯବାନଙ୍କୁ ଗାଳି ଦେଇ ଫସିଗଲେ, ଜାଣନ୍ତୁ ପୁରା‌ ଘଟଣା

ବ୍ୟାଙ୍କ୍ କର୍ମଚାରୀ ରୁବାବ ଦେଖାଉଥିଲେ ଆଉ ଏବେ ତାଙ୍କୁ ଏଭଳି ଫଳ ମିଳିଛି । ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଭାରତୀୟ ଯବାନ ଜଣଙ୍କୁ ଏଭଳି ଗାଳି କରିଲେ ଯାହାକୁ ନେଇ ଅନେକ ଖବର ଆସୁଥିଲା । ଏବେ ଏହି ସବୁ ଖବରକୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଗାଳି କରିବା ପରେ ତାଙ୍କୁ ଦେଶବ୍ୟାପୀ ଭର୍ତ୍ସନା ମିଳିଥିଲା । ଏହାପରେ ବ୍ୟାଙ୍କ୍ କର୍ମଚାରୀ ଜଣକ ଭୁଲ ବି … Read more

ମହିଳାମାନେ ସାବଧାନ, ଶାଶୁ-ଶ୍ୱଶୁରଙ୍କୁ ଅସମ୍ମାନ କରୁଥିଲେ ସ୍ୱାମୀ ଦେଇ ପାରିବେ ଛାଡପତ୍ର, ଜାଣନ୍ତୁ ପୁରା‌ ଖବର

ଭାରତରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ରର ହାର ବୃଦ୍ଧି ପାଉଛି। ଏହାର ଅନେକ କାରଣ ହୋଇପାରେ, ଯାହା ମଧ୍ୟରୁ ଗୋଟିଏ ହେଉଛି ଶ୍ୱଶୁର ଘର। ଅନେକ ଘରେ ବୋହୂମାନେ ସେମାନଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ମିଶିପାରନ୍ତି ନାହିଁ, ଯାହା ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି କରିପାରେ। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ପରିବାର ସହିତ ସମ୍ପର୍କ ଛିନ୍ନ କରିବା … Read more

ଜିଏସ୍‌ଟି କମିଲା ପରେ ଏହି ସବୁ ବାଇକ ଶସ୍ତା… ଜାଣନ୍ତୁ କେଉଁ ବାଇକ ଆଜିଠାରୁ ଶସ୍ତା ହୋଇଗଲା

ନବରାତ୍ର ଆରମ୍ଭ ହେଉଛି। ନବରାତ୍ରର ପ୍ରଥମ ଦିନରୁ ମୋଦି ସରକାର ଦେଇଛନ୍ତି ପୂଜା ଭେଟି। ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଦେଶ ହିତରେ ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି)ରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି। ନାଗରିକ ଦେବ ଭବଃ ଧାରାରେ ଏହାକୁ ସଞ୍ଚୟ ଉତ୍ସବ ରୂପେ ପାଳନ କରିବେ ଦେଶବାସୀ। ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ଓ ଶସ୍ତା ହୋଇଛି। ଆସନ୍ତୁ ଏହା ଉପରେ ନଜର ପକେଇବା। ଆଜିଠୁ ଶସ୍ତା … Read more

ନାମ ନେଲେ ମହିଳା, ଭାରତୀୟ ଯବାନଙ୍କୁ ବ୍ୟାଙ୍କ କର୍ମଚାରୀ କରିଥିଲେ ଅପମାନ, ପୁରା ଭାରତର ଲୋକ ତାତି ଉଠିଲେ, ଜାଣନ୍ତୁ ପୁରା‌ ଘଟଣା

ସୀମା ଟପିଗଲେ ମହିଳା ବ୍ୟାଙ୍କ୍ କର୍ମଚାରୀ । ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଫୋନରେ ଯବାନ ଜଣଙ୍କୁ ଏଭଳି ଗାଳି ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚା ହେଉଛି । ଏବେ ଏହି ମହିଳା ଜଣଙ୍କ ଗାଳି ଏଭଳି ଥିଲା ଯେ ଏହାକୁ ଶୁଣି ସାରା ଭାରତୀୟ ତାଙ୍କୁ ଖୋଜି ଦଣ୍ଡ ଦେବାକୁ କହିଥିଲେ । ଏହି ମହିଳା ଜଣକ ଏବେ ଯବାନ ଜଣଙ୍କୁ ଗାଳି … Read more

ରିଲ୍ କରିବା ପାଇଁ ଜାଳିଦେଲେ ଦେଶ। Gen-Zଙ୍କ ଉତ୍ପାତ ପଛରେ କାହା ହାତ ? ଜଳୁଛି ନେପାଳ, ପଛରେ କିଏ ମାଷ୍ଟରମାଇଣ୍ଡ୍ ?

ସେପ୍ଟେମ୍ବର 2025 ରେ, ନେପାଳରେ ବଡ଼ ଧରଣର ପ୍ରତିବାଦ ଏବଂ ପ୍ରଦର୍ଶନ ହୋଇଥିଲା । ମୁଖ୍ୟତଃ ଜେନେରେସନ ଜେଡ୍ ଛାତ୍ର ଏବଂ ଯୁବ ନାଗରିକମାନଙ୍କ ଦ୍ୱାରା ସଂଗଠିତ ହୋଇଥିଲା ଏ ପ୍ରତିବାଦ। ସାଧାରଣତଃ ଜେନ୍ ଜେଡ୍ ପ୍ରତିବାଦ ଭାବରେ ଏହାକୁ ଜଣାଯାଏ।ଏହା ଅନେକ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ଦେଶବ୍ୟାପୀ ନିଷିଦ୍ଧ ହେବା ପରେ ଆରମ୍ଭ ହୋଇଥିଲା। କିନ୍ତୁ ସରକାରୀ ଅଧିକାରୀ ଏବଂ ସେମାନଙ୍କ ପରିବାର ଦ୍ୱାରା ଦୁର୍ନୀତି ଏବଂ ସମ୍ପତ୍ତି ପ୍ରଦର୍ଶନ ସହିତ ଜନସାଧାରଣଙ୍କ ହତାଶା, … Read more