ପୁରୁଷ ବନ୍ଧୁ ସାମ୍ନାରେ ଯୁବତୀଙ୍କୁ ଝୁଣି ଖାଇଗଲେ ୧୦ ଜଣ, ଜଣାପଡିଲା କେମିତି ହେଇଥିଲା ପୁରା ଘଟଣା
ଗୋପାଳପୁରରେ ଲଜ୍ଜା । ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣ ବଳାତ୍କାରର ଶିକାର ହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ୧୦ ଜଣଙ୍କୁ ଅଟକ ରଖିଛି । ଅଭିଯୋଗ ମୁତାବକ ଗତକାଲି ଅପରାହ୍ନରେ ବ୍ରହ୍ମପୁରର ଜଣେ ଛାତ୍ର ବନ୍ଧୁଙ୍କ ସହ ପୀଡିତା ଛାତ୍ରୀ ଜଣକ ଗୋପାଳପୁର ବୁଲିବାକୁ ଆସିଥିଲେ । ପାନ୍ଥ ନିବାସ ବେଳାଭୂମି ନିକଟରେ ଉଭୟ ବସି ଗପସପ କରୁଥିଲେ … Read more