ଲଜକୁ ଡାକି ଶାରୀରିକ ସମ୍ପର୍କ ରଖିଲା, ଆଉ ବେଡ଼ରେ ପ୍ରେମିକାକୁ ଛୁରିରେ ଜୀବନ ନେଇଗଲା ପ୍ରେମିକ, ପୁରା ଘଟଣା ଆଶ୍ଚର୍ଯ୍ୟ କରିଦେବ
ଯୁବତୀକୁ ଛୁରି ଭୁଶି ହତ୍ୟା କଲା ପୁରୁଷ ବନ୍ଧୁ। ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ ନିକଟରେ। ଏଠାରେ ଏକ ଗେଷ୍ଟ ହାଉସରେ ଯୁବତୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରେମିକାକୁ ହତ୍ୟା କରିବା ପରେ ନିଜ ହାତରେ ଲାଗିଥିବା ଆଘାତକୁ ନେଇ ସ୍ଥାନୀୟ ଚିକିତ୍ସାଳୟରେ ଅଭିଯୁକ୍ତ ଜଣଙ୍କ ନିଜର ଚିକିତ୍ସା କରିଥିଲେ। ଏବଂ ପରବର୍ତ୍ତୀ ସମୟରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ … Read more