ଚିକେନ୍ ଖାଉଥିଲେ ସବାଧାନ୍, ବ୍ୟାପୁଛି ରୋଗ ମଲେଣି ହଜାର ହଜାର କୁକୁଡା ଏବେ ମଣିଷଙ୍କ ପାଳି, ଜାଣନ୍ତୁ ପୁରା‌ ଖବର

ଦୁନିଆରେ ପ୍ରାୟ ସବୁ ଲୋକମାନେ ଆମିଷ ଭୋଜନ କରିଥାନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଚିକେନ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏବେ କିଛି ଖବର ଆସିଛି ଚିକେନକୁ ନେଇ । ଯେଉଁମାନେ ଏବେ ଚିକେନ ଖାଉଛନ୍ତି ବା ଖାଇବାକୁ ଭାବୁଛନ୍ତି ସାବଧାନ ହୋଇଯାଆନ୍ତୁ । ଖାଇଲେ ଚିକେନ ଯିବ ଜୀବନ । ଠକ୍ ଠକ୍ ହୋଇ ମଲେଣି ହଜାର ହଜାର କୁକୁଡା । ଏବେ ମଣିଷମାନଙ୍କ ପାଳି । ଓଡ଼ିଶାରେ ସୁ ଶୁ … Read more

ସମ୍ମତିବିନା ସମ୍ବନ୍ଧ ରଖିବାକୁ ପାର୍ଟନର ବାଧ୍ୟ କରୁଥିଲେ ସାବଧାନ ରୁହନ୍ତୁ, ଜାଣନ୍ତୁ କ୍ଷତି ବିଷୟରେ

ଯେକୌଣସି ସମ୍ପର୍କର ମୂଳଦୁଆ ପାରସ୍ପରିକ ବୁଝାମଣା, ବିଶ୍ୱାସ ଏବଂ ସମ୍ମତି ଉପରେ ଆଧାରିତ । ଯଦି ଆପଣଙ୍କ ସାଥୀ ଆପଣଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାରମ୍ବାର ଚାପ ପକାନ୍ତି ଏବଂ ଆପଣଙ୍କ ଭାବନା କିମ୍ବା ସାନ୍ତ୍ୱନାକୁ ସମ୍ମାନ ଦିଅନ୍ତି ନାହିଁ, ତେବେ ଏହା ଏକ ସତର୍କ ଘଣ୍ଟି ଯାହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଶାରୀରିକ ସମ୍ପର୍କରେ ଉଭୟଙ୍କ ସମ୍ମତି ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେ ସାଥୀଙ୍କ ଉପରେ ଚାପ ପକାଯାଏ, … Read more

ଅଚାନକ୍ ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ପାଇଁ ଦାୟୀ କରୋନା ଭ୍ୟାକ୍ସିନ? ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ଦେଶରେ କରୋନା ମହାମାରୀ ପରେ ହୃଦଘାତର ଅନେକ ମାମଲା ସାମନାକୁ ଆସୁଛି । କେତେକଙ୍କୁ ଚାଲିବା ସମୟରେ, ବ୍ୟାୟାମ କରୁଥିବା ସମୟରେ ଏବଂ କେତେକଙ୍କୁ ବସିବା ସମୟରେ ହୃଦଘାତ ହେଉଛି। କ୍ରମାଗତ ବୃଦ୍ଧି ପାଉଥିବା ହୃଦଘାତ ମାମଲା ସମ୍ପର୍କରେ ଦାବି କରାଯାଉଥିଲା ଯେ କୋଭିଡ୍ ଟୀକା ଯୋଗୁଁ ଏପରି ହେଉଛି । ତେବେ ଆଇସିଏମଆର (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ଓ ଏମ୍ସ (ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍) ପକ୍ଷରୁ ପ୍ରକାଶିତ ଏକ … Read more

ଟିକେ ଟିକେ ଯନ୍ତ୍ରଣାରେ ଖାଉଛନ୍ତି କି ପେନକିଲର୍ ? ଏହା ହୋଇପାରେ ସାଂଘାତିକ, ଜାଣନ୍ତୁ କେମିତି

ଯେକୌଣସି ପ୍ରକାରର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପେନକିଲର ଔଷଧ ଖାଇବା ହେଉଛି ସବୁଠାରୁ ସହଜ ଉପାୟ। କିନ୍ତୁ ପେନକିଲର ଔଷଧ ଖାଇବା ଦ୍ୱାରା ଆହୁରି ଅନେକ ସମସ୍ୟା ହୋଇପାରେ। ପ୍ରତିଦିନ ମୁଣ୍ଡବିନ୍ଧା, ଗୋଡ଼ ଯନ୍ତ୍ରଣା କିମ୍ବା ହାଲୁକା ଜ୍ୱରରୁ ତୁରନ୍ତ ଆରାମ ପାଇବା ପାଇଁ ଲୋକମାନେ ପ୍ରାୟତଃ ଚିନ୍ତା ନକରି ପେନକିଲର ଔଷଧ ଖାଇ ନେଇଥାନ୍ତି। ଆମେ ସମସ୍ତେ ଜାଣୁ ଯେ ଔଷଧର ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଅଛି। ଏହା ସତ୍ତ୍ୱେ ଆମେ ସମସ୍ତେ ଏହି … Read more