ଭୟଙ୍କର ବଢୁଛି ହାର୍ଟ ଆଟାକ୍, ଏହି ୫ଟି ତେଲ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ସକାଳୁ ରାତି ପର୍ଯ୍ୟନ୍ତ ପ୍ରତିଦିନ ଆମେ ବ୍ୟବହାର କରନ୍ତି ଖାଇବା ତେଲ । ବିନା ତେଲରେ ରୋଷେଇ ଅସମ୍ଭବ । ଖାଲି ଘରେ ଖାଉଥିବା ସାମଗ୍ରୀରେ ଯେ ଆମେ ତେଲ ବ୍ୟବହାର କରନ୍ତି ତାହା ନୁହେଁ ବରଂ ଦୋକାନ ବଜାରରୁ ଖାଇବା କିଣିଲେ ବି ସ୍ଥିତି ଆହୁରି ସଙ୍ଗିନ ହେଉଛି । ସେଥିପାଇଁ ଏବେ ଖାଇବା ତେଲକୁ ନେଇ ଆସିଛି ସାଙ୍ଘାତିକ ରିପୋର୍ଟ। ତେବେ ହାର୍ଟଷ୍ଟ୍ରୋକ୍‌ ପଛରେ ରହିଛି ଖାଇବା ତେଲ। ଆମେ ଯେଉଁପରି ଖାଦ୍ୟ ଖାଆନ୍ତି, … Read more

ସାବଧାନ….ଭୁଲରେ ବି ଏହି ରୋଗ ଥିବା ଲୋକଙ୍କୁ ଦିଅନ୍ତୁ ନାହିଁ ଅଣ୍ଡା, ନହେଲେ ହେଇପାରେ କ୍ୟାନ୍ସର

ଅଣ୍ଡା ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ। ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଫୋଲିକ୍ ଏସିଡ୍, ଆମିନୋ ଏସିଡ୍ ଏବଂ ଫସଫରସ୍ ଇତ୍ୟାଦି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଅଣ୍ଡା ଖାଇବା ଦ୍ୱାରା ହାଡ ମଜବୁତ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଶକ୍ତିଶାଳୀ ହୁଏ । ଯେଉଁମାନେ ସୁସ୍ଥ ଏବଂ ପ୍ରୋଟିନ୍ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଏହା ଖୁବ୍ ଲାଭଦାୟକ ହୋଇଥାଏ । ଅଧିକ ଅଣ୍ଡା ଖାଇବାକୁ ମଧ୍ୟ ବାରଣ … Read more

ଏହି ୫ ରୋଗକୁ ସମୂଳେ ନାଶ କରିଥାଏ କୁନ୍ଦୁରି, ଜାଣନ୍ତୁ କୁନ୍ଦୁରି ଖାଇବାର‌ ଫାଇଦା

ସବୁ ଋତୁରେ ଭିନ୍ନ ଭିନ୍ନ ପରିବା ବଜାରକୁ ଆସିଥାଏ । ଯାହା ପୋଷକ ତତ୍ତ୍ବରେ ଭରପୂର ରହିବା ସହ ଦେହ ପାଇଁ ମଧ୍ୟ ଭଲ ହୋଇଥାଏ । କୁନ୍ଦୁରି କେବଳ ଖାଇବାକୁ ସୁଆଦିଆ ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଔଷଧୀୟ କାମ କରେ। ଓଜନ କମାଇବାଠାରୁ ଆରମ୍ଭ କରି ସୁଗାର୍ କଣ୍ଟ୍ରୋଲ୍ କରିବା, ଖାଦ୍ୟ ହଜମ କରିବା, ହାଡ଼କୁ ମଜଭୁତ କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ଅର୍ଥାତ ଟକ୍ସିନକୁ ମଧ୍ୟ ବାହାର କରିବାରେ ସାହାଯ୍ୟ … Read more

ମାତ୍ର ଗୋଟିଏ ଗିନା ଦହି ପ୍ରତିଦିନ ମାସେ ଖାଆନ୍ତୁ, ମିଳିବ ଏହି ୫ଟି ଜବରଦସ୍ତ ଫାଇଦା

ଦହି ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର । ଏଥିରେ ପ୍ରୋବାୟୋଟିକ୍ସ, ପ୍ରୋଟିନ, କ୍ୟାଲେସିୟମ, ଭିଟାମିନ ଓ ଖଣିଜ ସାର ରହିଛି, ଯାହା ଶରୀର ପାଇଁ ଜରୁରୀ । ଦହି ଖାଇଲେ ହଜମ ପ୍ରକ୍ରିୟା ଉନ୍ନତ ହେବା ସହ ହାଡ ଓ ଦାନ୍ତ ମଜଭୁତ ହୁଏ । ହୃଦଜନିତ ରୋଗ ଆଶଙ୍କା କମିଥାଏ, ତ୍ବଚା ସୁସ୍ଥ ରଖେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ଓ କୋଲେଷ୍ଟ୍ରଲ ସ୍ତର ମଧ୍ୟ ହ୍ରାସ କରେ । ଓଜନ ନିୟନ୍ତ୍ରଣ … Read more

ହୃଦଘାତ ଆରମ୍ଭ ହେବାର ଏକ ୧୨ ପୂର୍ବରୁ ଶରୀର ଅନେକ ସଙ୍କେତ ଦେଇଥାଏ, ଆପଣ ଠାରେ ନାହିଁ ତ ଏହିସବୁ ସଙ୍କେତ

ହୃଦଘାତ ଆରମ୍ଭ ହେବାର ଏକ ୧୨ ପୂର୍ବରୁ ଶରୀର ଅନେକ ସଙ୍କେତ ଦେଇଥାଏ। ସେଗୁଡ଼ିକୁ ବୁଝିବା ଦ୍ୱାରା ଆପଣ ଏହାର ଗମ୍ଭୀରତାକୁ ଏଡ଼ାଇ ପାରିବେ। ମହିଳା ଓ ପୁରୁଷଙ୍କଠାରେ ହୃଦଘାତର ଲକ୍ଷଣ ସମାନ; କିନ୍ତୁ ମହିଳାମାନଙ୍କଠାରେ ଏହି ଲକ୍ଷଣଗୁଡ଼ିକୁ ଚିହ୍ନିବା ପୁରୁଷଙ୍କ ଅପେକ୍ଷା ଅଧିକ କଷ୍ଟସାଧ୍ୟ। ଆମ ଦେଶରେ ଆଜିର ପରିସ୍ଥିତିରେ ୨୪ ବର୍ଷ ବୟସ୍କା ଯୁବକମାନେ ହୃଦଘାତ ହେତୁ ପ୍ରାଣ ହରାଉଛନ୍ତି। ଏହା ଏକ ଏପରି ସମସ୍ୟା ଯାହା ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ … Read more

ଅଧିକ ସମୟ ଧରି ଗାଧୋଉଛନ୍ତି କି ! ଦେଖାଦେଇପାରେ ଏସବୁ ଶାରୀରିକ ସମସ୍ୟା

ସାଧାରଣତଃ ଅଧିକ ସମୟ ପର୍ୟ୍ୟନ୍ତ ଗାଧୋଇବା ଅନେକଙ୍କର ଅଭ୍ୟାସ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ସମୟ ପାଣିରେ ବିତାଇବା ଦ୍ୱାରା ଆପଣଙ୍କ ବହୁତ କିଛି କ୍ଷତି ହୋଇଥାଏ । ଦୈନିକ ସ୍ନାନ କରିବା ନିହାତି ଦରକାର, ମାତ୍ର ସ୍ନାନ କରିବା ସମୟରେ ଆମେ ଏପରି କିଛି ଭୁଲ କରି ବସିଥାଉ, ଯାହାର କୁପରିଣାମ ଆମକୁ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡ଼ିଥାଏ । ଆସନ୍ତୁ ସେ ବିଷୟରେ ଆଲୋଚନା କରିବା:- ଆରାମ ଲାଗୁଥିବାରୁ କିଛି … Read more

ଚା’ ପିଇଲେ ହେବ ଗଣ୍ଠିବାତ ରୋଗ! ଚେତାବନୀ ଦେଲେ ଆୟୁର୍ବେଦ ବିଶେଷଜ୍ଞ, ଜାଣନ୍ତୁ ପୁରା‌ ଖବର

ଆପଣମାନଙ୍କ ଭିତରୁ ଅନେକ ଲୋକ ତ ଚା ପିଇବାକୁ ବହୁତ ପସନ୍ଦ କରୁଥିବେ । ଚା ପିଉଛନ୍ତି କି ତାହେଲେ ଜାଣି ରଖନ୍ତୁ ଏହି ବିଷୟରେ । ଯଦି ଆପଣମାନେ ଚା ପିଉଛନ୍ତି ତାହେଲେ ଏହି ଖବର ବିଷୟରେ ଜାଣି ରଖନ୍ତୁ । ଆୟୁର୍ବେଦ ବିଶେଷଜ୍ଞ ଏବେ ସୂଚନା ଦେଇଛନ୍ତି । ଆଗାମୀ ୧୦ ବର୍ଷ ଭିତରେ ଆଥ୍ରାଇଟର୍ଷ ବା ଗଣ୍ଠିବାତ ହେବା ସୁନିଶ୍ଚିତ । ଯଦି ଆପଣମାନେ ପ୍ରତିଦିନ ଚା ପିଅନ୍ତି ତାହେଲେ ଗଣ୍ଠିବାତ ହେବା … Read more

ବିବାହ ପରେ କାହିଁକି ବଢିଯାଏ ଓଜନ? ICMR କଲା ବଡ଼ ଖୁଲାସା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ

ବିବାହର କିଛି ବର୍ଷ ପରେ ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କ ଓଜନ ପ୍ରାୟ ସମାନ କାହିଁକି ବଢ଼ିବାରେ ଲାଗେ, ଆପଣ କେବେ ଲକ୍ଷ୍ୟ କରିଛନ୍ତି କି? ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ର ଏକ ସାମ୍ପ୍ରତିକ ରିପୋର୍ଟ ଏହା ଉପରେ ଆଲୋକପାତ କରିଛି । ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ କରାଯାଇଛି ଯେ ପ୍ରତି ଚାରି ଜଣ ବିବାହିତ ଦମ୍ପତିଙ୍କ ମଧ୍ୟରୁ ଜଣେ ସ୍ଥୂଳକାୟ କିମ୍ବା ଅଧିକ ଓଜନ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। … Read more

କେବଳ ମାସେ ବିନା ଚା’ ରେ, ଜାଣନ୍ତୁ ଶରୀରରେ ହେବାକୁ ଥିବା ୭ ବଡ଼ ପରିବର୍ତ୍ତନ, ଚା ପିଆଳି ନିଶ୍ଚିତ ଜାଣନ୍ତୁ

ଭାରତର ଲୋକମାନେ ଚା ପିଇବାକୁ ବହୁତ ପସନ୍ଦ କରିଥାନ୍ତି । ଭାରତରେ ଚା ପ୍ରତି ପ୍ରେମ ସବୁଠାରୁ ଅଧିକ । ଆମ ଦେଶରେ ଆପଣ ଅନେକ ଚା ପ୍ରେମୀ ପାଇବେ । ଆମ ମଧ୍ୟରୁ ଅନେକ ସକାଳେ ଦାନ୍ତ ଘଷିବା ପୂର୍ବରୁ ଚା ପିଇଥାଉ । ଚା ପିଇବା ପରେ, ଏପରି ଅନୁଭବ ହୁଏ ଯେପରି ଆମେ ନୂତନ ଶକ୍ତି ପାଇଛୁ । ଚା ଆମ ଜୀବନର ଏତେ ଅଂଶ ହୋଇଗଲାଣି ଯେ ଦିନକୁ ଗୋଟିଏ କିମ୍ବା … Read more

ସିଗାରେଟ୍ ପରି କ୍ଷତିକାରକ ସିଙ୍ଗଡ଼ା ଓ ଜିଲାପି, ଚେତାବନୀ ଦେଲେ ସରକାର, ଜଳଖିଆ ଦୋକାନରେ ଲାଗିବ ଓ୍ୱାର୍ଣ୍ଣିଂ ବୋର୍ଡ

ବର୍ତ୍ତମାନ ଭାରତରେ ମୋଟାପଣ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ରୋଗ ବଡ଼ ସମସ୍ୟା ହୋଇଯାଇଛି । ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, କମ ଶାରିରୀକ ପରିଶ୍ରମ, ଶୋଇବା ଏବଂ ବିଶେଷକରି ଖାଇବା ଏହାର ପ୍ରମୁଖ କାରଣ ଅଟେ । ଭାରତୀୟମାନେ ଦୈନିକ ଜଳଖିଆରେ ଖାଉଥିବା ତେଲ ଜାତୀୟ ଖାଦ୍ୟ ଯଥା ବରା, ପୁରୀ, ସିଙ୍ଗଡ଼ା, ଚା ଏବଂ ତମାଖୁ ଆଦି କେତେ ହାନିକାରକ ତାହା ବିଷୟରେ ମଧ୍ୟ ଅଧିକାଂଶ ଲୋକ ଅନବିଜ୍ଞ ଅଟନ୍ତି । କେନ୍ଦ୍ର … Read more