ଚିକେନ୍ ଖାଉଥିଲେ ସବାଧାନ୍, ବ୍ୟାପୁଛି ରୋଗ ମଲେଣି ହଜାର ହଜାର କୁକୁଡା ଏବେ ମଣିଷଙ୍କ ପାଳି, ଜାଣନ୍ତୁ ପୁରା ଖବର
ଦୁନିଆରେ ପ୍ରାୟ ସବୁ ଲୋକମାନେ ଆମିଷ ଭୋଜନ କରିଥାନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଚିକେନ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏବେ କିଛି ଖବର ଆସିଛି ଚିକେନକୁ ନେଇ । ଯେଉଁମାନେ ଏବେ ଚିକେନ ଖାଉଛନ୍ତି ବା ଖାଇବାକୁ ଭାବୁଛନ୍ତି ସାବଧାନ ହୋଇଯାଆନ୍ତୁ । ଖାଇଲେ ଚିକେନ ଯିବ ଜୀବନ । ଠକ୍ ଠକ୍ ହୋଇ ମଲେଣି ହଜାର ହଜାର କୁକୁଡା । ଏବେ ମଣିଷମାନଙ୍କ ପାଳି । ଓଡ଼ିଶାରେ ସୁ ଶୁ … Read more