କ୍ରାଶ ପୂର୍ବରୁ ପାଇଲଟ ବିପଦ ସମ୍ପର୍କରେ ଜାଣି ପାରି Mayday କଲ୍ କରିଥିଲେ, ଜାଣନ୍ତୁ କଣ ଏହି ମେ..ଡେ
ଗୁଜରାଟ ଅହମ୍ମଦାବାଦ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଫ୍ଲାଇଟ୍ ଲଣ୍ଡନ ଯିବାକୁ ଥିବାବେଳେ ଉଡାଣ ଭରିବା ବେଳେ ହିଁ ସମ୍ପୂର୍ଣ୍ଣ ଜଳିଯାଇଛି। ଫ୍ଲାଇଟ୍ କ୍ରାସ୍ ପୂର୍ବରୁ ଅର୍ଥାତ୍ ଉଡାଣ ଆରମ୍ଭ କରିବା ସମୟରେ ହିଁ ପାଇଲଟ କରିଥିଲେ ‘ମେଡେ କଲ୍’। ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ପାଇଲଟ ‘ମେଡେ କଲ୍’ କରିଥିଲେ। ହେଲେ କ୍ଷଣକ ଭିତରେ ହିଁ ପାଇଲଟଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ସଙ୍ଗେ ସଙ୍ଗେ କ୍ରାସ ହୋଇଥିଲା ବିମାନ। ‘ମେଡେ କଲ୍’ … Read more