UPIରେ ବାଲାନ୍ସ ଚେକ୍ କରୁଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ ! ଆସୁଛି ନୂଆ ନିୟମ, ଜାଣନ୍ତୁ ପୁରା ଖବର
ଆଜିକାଲି ଲୋକମାନେ ପ୍ରାୟ ସମସ୍ତେ ଫୋନ୍ ପେ , ଗୁଗଲ ପେ ଏବଂ ଅନ୍ୟାନ୍ୟ କିଛି ଆପ ଦ୍ଵାରା ଟଙ୍କା ଲେଣଦେଣ କାମ କରିଥାନ୍ତି । ଲୋକମାନେ ଆଉ ଏବେ ବ୍ୟାଙ୍କ୍ ଯାଉ ନାହାଁନ୍ତି ଆଉ ବ୍ୟାଙ୍କ୍ ନଯାଇ ନିଜ ବାଲାନ୍ସ ଚେକ୍ କରୁଛନ୍ତି । ୟୁପିଆଇ ମାଧ୍ୟମରେ ଆପଣମାନେ ବାଲାନ୍ସ ଚେକ୍ କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ । ନୂଆ ମାସରେ ଆସୁଛି ନୂଆ ନିୟମ । ବାଲାନ୍ସ ଚେକ୍ କରିବା … Read more