ଦେହସୁଖ ନେଲା ପରେ OYO ଭିତରେ ପ୍ରେମିକା ସହ ଏମିତି କରିଦେଲା ପ୍ରେମିକ, ଜାଣନ୍ତୁ ପୁରା‌ ଘଟଣା

Oyo ରୁମ୍ ଭିତରେ ପ୍ରେମିକ ଆଉ ପ୍ରେମିକା ଥିଲେ । ପ୍ରେମିକା ସହ ଏଭଳି କିଛି ହୋଇଛି ଯାହାକୁ ନେଇ ଏବେ ଖବର ଆସିଛି । Oyo ରେ ପ୍ରେମିକା ମୁହଁରେ ବାରୁଦ ପୁରାଇ ବିସ୍ଫୋରଣ କରିଦେଲା ପ୍ରେମିକ । ପ୍ରେମିକାର ଛିନ୍ ଛତର ମୁହଁକୁ ଦେଖି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା । ଲୋକଙ୍କୁ ଦେଖି କିଛି ନ ଜାଣିବାର ଅଭିନୟ କରିଲା ଏହି ପ୍ରେମିକ ଜଣକ । ଦେହ ସୁଖ ନେଲା ଆଉ ସୁନା ଗହଣା ବି ନେଲା ଆଉ ମନ ଭରି ଉପଭୋଗ ବି କରିଲା । ପ୍ରେମିକ ଜଣକ ଏଭଳି ନୃଶଂସ ହୋଇଯିବ ବୋଲି ପ୍ରେମିକା କେବେ ଭାବି ନଥିଲା ।

ଏହି ପ୍ରେମିକ ଜଣକ ପ୍ରେମିକା ପ୍ରେମରେ ବୋର୍ ହୋଇଯିବାରୁ ଏଭଳି କିଛି କରିଥିଲା । ପ୍ରେମିକା ଜଣଙ୍କ ସହ ଏଭଳି କିଛି କରିବା ପାଇଁ ପ୍ରାୟ ମାସେ ଆଗରୁ ଯୋଜନା କରିଥିଲା । ଏହି ପ୍ରେମିକା ଜଣକ ବିବାହିତ ହୋଇ ମଧ୍ୟ ନିଜ ସ୍ବାମୀଙ୍କୁ ଛାଡି ପ୍ରେମିକ ସହିତ ଏଭଳି ସମ୍ପର୍କ ରଖିଥିଲେ । ଏହି ମହିଳା ଜଣକ ତିନି ବର୍ଷ ତଳେ ବିବାହ କରିଥିଲେ । ଆଉ ତାଙ୍କର ସନ୍ତାନ ମଧ୍ୟ ଥିଲା । ୭ ବର୍ଷର ଭଲପାଇବା ଆଗରେ ବଳି ପଡ଼ି ଯାଇଥିଲା ତିନି ବର୍ଷର ବିବାହ । ବିବାହ କରିଥିବା ସ୍ବାମୀଙ୍କୁ ଛାଡି ଏଭଳି କରିଥିଲା ସ୍ତ୍ରୀ ।

ଏହି ପ୍ରେମିକ ଜଣଙ୍କୁ ମହିଳା ଜଣକ ଟଙ୍କା ପଇସା, ସୁନା ଗହଣା ସବୁକିଛି ଦେଇ ଦେଇଥିଲା । ଏହି ନୃଶଂସ ପ୍ରେମିକ ପ୍ରେମିକା ଠାରୁ ସବୁକିଛି ନେବା ପରେ ଏଭଳି ବିଭତ୍ସ କାଣ୍ଡ କରିଛି । ଏଭଳି ଘଟଣା ଆପଣମାନେ ଆଗରୁ କେବେ ଶୁଣି ନଥିବେ । ଯିଏ ଯାହାକୁ ଏତେ ଭଲ ପାଉଥିଲା ତା ପ୍ରତି ସେ ଏତେ ନିଷ୍ଠୁର କିଭଳି ହୋଇପାରିବ ବୋଲି ଏବେ ପ୍ରଶ୍ନ ଆସୁଛି । ଏଭଳି ଲୋମ ଟାଙ୍କୁରା ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ଅଗଷ୍ଟ ୨୩ ତାରିଖ ଦିନ ଏହି ଘଟଣା ଘଟିଛି ।

ପ୍ରେମିକା ଦର୍ଶିତାର ବୟସ ୨୨ ବର୍ଷ ହୋଇଥିବା ବେଳେ ପ୍ରେମିକ ସିତରାଜୁର ବୟସ ମଧ୍ୟ ୨୨ ବର୍ଷ । ପ୍ରେମିକ ଖାଇବା ଆଣିବା ପାଇଁ ବାହାରକୁ ଯାଇଥିଲା । ଆଉ ସେ ଖାଇବା ନେଇ ଆସିଲା ପରେ ଲଜ୍ ରୁମ୍ ଖୋଲି ନଥିଲେ ଦର୍ଶିତା । ଆଉ ତାପରେ ହୋଟେଲ କର୍ମଚାରୀ ଚାବି ଆଣି ରୁମ୍ ଖୋଲିଥିଲେ । ଏହି ଘଟଣା ପରେ ପୋଲିସ ଏହି ଘଟଣାର ତଦନ୍ତ କରିଥିଲା । ପ୍ରେମିକ ଜଣକ ଜବରଦସ୍ତ ଅଭିନୟ କରିଥିଲେ । କିନ୍ତୁ ପୋଲିସ ସବୁ ସତ ଘଟଣା ସାମ୍ନାକୁ ଆଣିଥିଲା । କର୍ଣ୍ଣାଟକ ମହେଶୁର ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ ପ୍ରେମିକ ଜଣକ ଏହି ଘଟଣା ଘଟାଇଛି ବୋଲି ତଦନ୍ତ କରି ଜାଣି ପାରିଥିଲା ।