AIIMSରେ କୋମାରେ ଅଛନ୍ତି ଅଭିଜିତ,ସ୍ୱାମୀଙ୍କ ପାଇଁ କାନ୍ଦି କାନ୍ଦି ଭଗବାନଙ୍କୁ ଡାକୁଛନ୍ତି ପତ୍ନୀ, ଜାଣନ୍ତୁ ପୁରା ଖବର
ଆପଣମାନେ ସମସ୍ତେ ତ ଓଡ଼ିଆ ଆଲବମ ଏବଂ ଆଧୁନିକ ଗୀତ ଶୁଣିଥିବେ । କଣ୍ଠଶିଳ୍ପୀ ଏବଂ ମ୍ୟୁଜିକ ଡାଇରେକ୍ଟର ଅଭିଜିତ ମଜୁମଦାରଙ୍କୁ ବି ଜାଣିଥିବେ । ଏହି ବ୍ୟକ୍ତି ଜଣକ ଅନେକ ଗୀତ ଗାଇଛନ୍ତି । ତାଙ୍କ ଗୀତରେ ଅନେକ ଲୋକ ଝୁମି ଉଠିଛନ୍ତି । ତାଙ୍କ ଗୀତ ଲୋକମାନଙ୍କୁ ବହୁତ ପସନ୍ଦ । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଛି । ଏବେ ସେ … Read more