ଆତଙ୍କବାଦୀଙ୍କ ଭଳି ଟ୍ରେନିଂ ନେଇ ମନ୍ଦିର ଭିତରକୁ ଯାଇଥିଲେ, ଚଷମାରେ କ୍ୟାମେରା ଲଗାଇ କରିଥାନ୍ତେ ଏମିତି କାମ

ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା । କ୍ୟାମେରା ଥିବା ଚଷମା ପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ପୁରୀ ଗଜପତି ନଗରର ଯୁବକ। ଧରା ପଡିବା ପରେ କାଗଜ ପତ୍ରରେ ଲେଖାପଢ଼ା କରି ଯୁବକକୁ ଛାଡ଼ି ଦେଇଛି ସିଂହଦ୍ବାର ପୁଲିସ। ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫୋଟୋ ଭିଡିଓ । ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ … Read more

ଭୁବନେଶ୍ୱରରୁ ଆସୁଥିଲା ନାଇଟ କୋଚ୍ ବସ, ହଠାତ୍ ରାତି ୨ଟାରେ ପଛକୁ ଗଡିବାକୁ ଲାଗିଲା ବସ୍, ଜାଣନ୍ତୁ ପୁରା‌ ଘଟଣା

ନାଇଟ୍‌କୋଚ୍‌ ବସ୍‌ ଯାତ୍ରା ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ ବିପଦପୂର୍ଣ୍ଣ ପାଲଟିଛି । କେତେବେଳେ ଜଣେ ଡ୍ରାଇଭର ରାତି ତମାମ ବସ୍‌ ଚଳାଇ ଦୁର୍ଘଟଣାର ଶିକାର ହେଉଛନ୍ତି ତ ପୁଣି ଅନ୍ୟ କେତେବେଳେ ନିଶାସେବନ କରି ଡ୍ରାଇଭର ବସ୍‌ ଚଳାଉଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ଯାଞ୍ଚ ବ୍ୟବସ୍ଥା କଡ଼ାକଡି ହେଉନଥିବାରୁ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟିହୋଇଛି । ରବିବାର ରାତିରେ ଭୁବନେଶ୍ବରରୁ ରାଉରକେଲା ଫେରୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ‘ୱିନର୍‌ ‘ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି … Read more

UPI ନିୟମରେ ବଡ଼ ପରିବର୍ତ୍ତନ, ଅଗଷ୍ଟ ୧ ଆଉ କରିପାରିବେନି ଏହିସବୁ କାମ, ଜାଣି ରଖନ୍ତୁ କଣ

ଆସନ୍ତା ଅଗଷ୍ଟ ପହିଲାରୁ ନୂଆ ୟୁପିଆଇ ନିୟମ କାର୍ଯ୍ୟକାରୀ ହେବ। ଯଦି ଆପଣ ନିୟମିତ ଭାବରେ ପେଟିଏମ, ଫୋନପେ, ଗୁଗୁଲ ପେ କିମ୍ବା ଅନ୍ୟ କୌଣସି ୟୁପିଆଇ ପ୍ଲାଟଫର୍ମ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏହା ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ଆସନ୍ତା ମାସରୁ କ’ଣ ପରିବର୍ତ୍ତନ ହେବାକୁ ଯାଉଛି। ୟୁପିଆଇ ଇକୋସିଷ୍ଟମକୁ ତଦାରଖ କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ସିଷ୍ଟମ ଉପରେ ଚାପ କମାଇବା ସହିତ ପେମେଣ୍ଟ ବିଳମ୍ବ ଏବଂ … Read more

୨୦୨୭ ଅଗଷ୍ଟ ୨ରେ ଦିନରେ ଅନ୍ଧାର ହୋଇଯିବ ପୃଥିବୀ,ଏମିତି କାହିଁକି ଓ କ’ଣ ରହିଛି କାରଣ?

ଏବେ ସୋସିଆଲ ମିଡିଆରେ ଏକ ଗୁଜବ ଭାଇରାଲ ହେବାରେ ଲାଗିଛି । ୨୦୨୫ ଅଗଷ୍ଟ ୨ ତାରିଖରେ ସମ୍ପୂର୍ଣ୍ଣ ସୂର୍ଯୋପରାଗ ଯୋଗୁଁ ସାରା ଦୁନିଆ କିଛି ସମୟ ପାଇଁ ଅନ୍ଧାର ହୋଇଯିବ ବାସ୍ତବରେ ଏହା ଏକ ଗୁଜବ ଚଳିତ ବର୍ଷ ଅଗଷ୍ଟ ୨ ତାରିଖରେ କୌଣସି ସୂର୍ଯ୍ୟୋପରାଗ ହେବ ନାହିଁ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ନିଶ୍ଚିତ କରିଛନ୍ତି। ଏପରି ଘଟଣା ଅଗଷ୍ଟ୨, ୨୦୨୭ପୂର୍ବରୁ ଘଟିବ ନାହିଁ। ଅନ୍‌ଲାଇନ୍‌ରେ ପ୍ରସାରିତ ଗୁଜବରେ ‘ପୃଥିବୀ ୬ ମିନିଟ୍ ଅନ୍ଧାରରେ ବୁଡ଼ିଯିବ’ ଭଳି … Read more

ଏଫ୍‌ଏମ୍ କଲେଜ ପ୍ରଫେସରଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ.. ଘରେ ପଶି ଉଦ୍ୟମ କଲେ ଦୁର୍ବୃତ୍ତ, ଜାଣନ୍ତୁ ପୁରା‌ ଘଟଣା

ଏଫ୍‌ଏମ୍‌ କଲେଜ ସହକାରୀ ପ୍ରଫେସରଙ୍କ ନିର୍ଯାତନା ସହି ନପାରି ଗତ ୧୨ ତାରିଖରେ ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ ସୌମ୍ୟାଶ୍ରୀ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇ ଥିଲା। ୧୪ ତାରିଖ ରାତି ୧୧ଟା ୪୬ ମିନିଟ୍‌ ସମୟରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ବର୍ତମାନ ଖବର ସାମ୍ନାକୁ ଆସିଛି। ଏଫ୍‌ଏମ୍ କଲେଜ ପ୍ରଫେସରଙ୍କ ଘରେ ପଶି ସ୍ତ୍ରୀକୁ ଦୁଷ୍କର୍ମ। ଏଫ୍‌ଏମ୍ କଲେଜ ଆସିଷ୍ଟାଣ୍ଟ … Read more

ଏଇ ସବୁ ରାଶିର ଝିଅଙ୍କୁ ମିଳନ୍ତି ସବୁଠୁ ଧନୀ ସ୍ଵାମୀ, ଶାଶୁଘରେ ଏମାନେ ରାଣୀ ଭଳି ରୁହନ୍ତି

ସବୁ ସ୍ତ୍ରୀ ନିଜ ସ୍ୱାମୀଙ୍କ ପାଇଁ ଲକ୍ଷ୍ମୀ ହୋଇଥାନ୍ତି, କିନ୍ତୁ ଏହି ୫ ଟି ରାଶିର ମହିଳାଙ୍କ ଜୀବନରେ ଆଗମନ ଶୀଘ୍ର ଉନ୍ନତି ଓ ସାମାଜିକ ପ୍ରତିଷ୍ଠା ଆଣିଥାଏ । ଖାଲି ସ୍ୱାମୀଙ୍କ ପାଇଁ ନୁହେଁ ବରଂ ବାପାଙ୍କ ପାଇଁ ମଧ୍ୟ ଏହି ରାଶିର ଝିଅମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ବୃଷ ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର ଗ୍ରହ । ଶୁକ୍ର ବିଳାସ, ସୁଖ ଓ ଧନର ପ୍ରତୀକ ଗ୍ରହ ଅଟେ । ତେଣୁ ଏହି … Read more

ମହିଳାମାନେ ନଡିଆ ଭାଙ୍ଗିବା ଅଶୁଭ କାହିଁକି ହୋଇଥାଏ ? କାହିଁକି ମହିଳା ନଡିଆ ଭାଙ୍ଗିବା ଉଚିତ ନୁହେଁ ? ଜାଣନ୍ତୁ

ନଡ଼ିଆକୁ ବହୁତ ପବିତ୍ର ବିବେଚନା କରାଯାଏ। ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର ନଡ଼ିଆରେ ତ୍ରିଦେବଙ୍କର ବାସସ୍ଥାନ ଭାବରେ ବିବେଚନା କରାଯାଏ। ନଡ଼ିଆରେ ଥିବା ତିନିଟି ଆଖି ଶିବଙ୍କର ତ୍ରିନେତ୍ରର ରୂପ ବୋଲି ବିବେଚନା କରାଯାଏ। ନଡ଼ିଆ ଭାଙ୍ଗିବା ଏକ ପ୍ରକାର ବଳିଦାନର ପ୍ରତୀକ ଭାବରେ ବିବେଚନା କରାଯାଏ। ମହିଳାମାନେ ଏହାକୁ ଭାଙ୍ଗିବା ପଛରେ ଥିବା ବିଶ୍ୱାସ ହେଉଛି ଯେ, ନଡ଼ିଆ ଏକ ମଞ୍ଜି ଅଟେ ଏବଂ ମହିଳା ମଞ୍ଜି ରୂପରେ ଏକ ସନ୍ତାନକୁ ଜନ୍ମ ଦିଅନ୍ତି। … Read more

ଏଇ ଦିଗକୁ ମୁଣ୍ଡ କରି ଶୋଇଲେ ବର୍ଷା ହୁଏ ଧନ, ହେଲେ ଏଇ ଦିଗରେ ମାଡି ଆସେ ମୃତ୍ୟୁ, ଜାଣନ୍ତୁ ଶୁଭ ଅଶୁଭ ଦିଗ

ସୁସ୍ଥ ରହିବାକୁ ହେଲେ ଦରକାର ମୁତାବକ ନିଦ୍ରା ଶରୀର ପୀଇଁ ନିହାତି ଆବଶ୍ୟକ । ସୁସ୍ଥ ଓ ନିରୋଗ ରହିବା ପାଇଁ ଜଣକୁ ଦୈନିକ ୮ଘଣ୍ଟା ଶୋଇବା ଉଚିତ ବୋଲି ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । ସେହପରି ଆବଶ୍ୟକ ଅନୁଯାୟୀ‌ ନିଦ୍ରା ନ ହେଲେ ତାହା ବିଭିନ୍ନ ରୋଗର କାରଣ ହୋଇଥାଏ । ତେ‌ବେ ବାସ୍ତୁଶାସ୍ତ୍ର ଅନୁସାରେ, ଶୋଇବାର ଦିଗ ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ । ଭିନ୍ନ ଭିନ୍ନ ଦିଗକୁ ମୁଣ୍ଡ କରି … Read more

ଶାରୀରିକ ସମ୍ପର୍କ ରଖିବାକୁ ଆପଣ ଯୋଗ୍ୟ ତ? ଜାଣନ୍ତୁ କଣ ରହିଛି ଆଇନ, ନହେଲେ ବନ୍ଧା ହେବେ

ସହମତିରେ ଶାରୀରିକ ସମ୍ପର୍କର ଆଇନଗତ ବୟସ ୧୬କୁ କମାଯାଉ। ୧୬ରୁ ୧୮ ବର୍ଷ ମଧ୍ୟରେ ଶାରିରୀକ ସମ୍ପର୍କକୁ ଅପରାଧିକରଣ କରାନଯାଉ। ଏନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ରଖିଛନ୍ତି ବରିଷ୍ଠ ଓକିଲ ତଥା ଆମିକସ୍ କ୍ୟୁରୀ ଇନ୍ଦିରା ଜୟସିଂ। ସୁପ୍ରିମକୋର୍ଟରେ ସେ ଦାବି କରିଛନ୍ତି ଯେ ଯୌନ ସମ୍ପର୍କ ପାଇଁ ଆଇନଗତ ସମ୍ମତିର ବୟସ ୧୮ ବର୍ଷରୁ ୧୬ ବର୍ଷକୁ ହ୍ରାସ କରାଯାଉ। ଜୟସିଂ ସୁପ୍ରିମକୋର୍ଟରେ ଚାଲିଥିବା ‘ନିପୁଣ ସକ୍ସେନା ବନାମ ଭାରତ ସରକାର’ ମାମଲାରେ କୋର୍ଟକୁ ସହାୟତା … Read more

ଏଣିକି ବିବାହ ପୂର୍ବରୁ HIV ଟେଷ୍ଟ ହେବ ବାଧ୍ୟତାମୂଳକ, ପଜିଟିଭ୍ ଆସିଲେ କଣ ହେବ ଜାଣନ୍ତୁ

ମେଘାଳୟ ସରକାର ରାଜ୍ୟରେ ବୃଦ୍ଧି ପାଉଥିବା HIV ଏବଂ AIDS ମାମଲା ବିରୋଧରେ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ଆମପାରେନ ଲିଙ୍ଗଡୋହ ଶୁକ୍ରବାର କହିଛନ୍ତି ଯେ ରାଜ୍ୟରେ ବିବାହ ପୂର୍ବରୁ HIV/AIDS ପରୀକ୍ଷାକୁ ବାଧ୍ୟତାମୂଳକ କରିବା ପାଇଁ ସରକାର ଏକ ନୂତନ ଆଇନ ପ୍ରଣୟନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ କହିଛନ୍ତି ଯେ HIV/AIDS ପ୍ରବଣତା ଦୃଷ୍ଟିରୁ ମେଘାଳୟ ଜାତୀୟ ସ୍ତରରେ ଷଷ୍ଠ ସ୍ଥାନରେ ଅଛି। ଏହାର ବୋଝ ଉତ୍ତର-ପୂର୍ବ ଅଞ୍ଚଳରେ ବହୁତ … Read more