୨୪ ବର୍ଷରେ କରିପାରିଲେନି ଗୋଟେ ଭଲ ମେଡିକାଲ, ନିଜେ ଯାଉଛନ୍ତି ବାହାରକୁ ଚିକିତ୍ସା ପାଇଁ, ଜାଣନ୍ତୁ ପୁରା ଖବର

ଓଡ଼ିଶାରେ ୨୪ ବର୍ଷ କାଳ ନବୀନ ପଟ୍ଟନାୟକ ଶାସନ କରିଲେ । ଓଡ଼ିଶାରେ ଏବେ ବିଜେପି ସରକାର ଶାସନ ଭାର ସମ୍ଭାଳିଛନ୍ତି । ଏହା ପୂର୍ବରୁ ବିଜେଡି ଦଳ ଓଡ଼ିଶାରେ ଶାସନ କରୁଥିଲା । ୨୪ ବର୍ଷ କାଳ ନବୀନ ଶାସନ କରିଲେ ଆଉ କେତେ କଣ କରିବେ ବୋଲି କହିଥିଲେ ।

ଓଡ଼ିଶାକୁ ସୁନାର ଓଡ଼ିଶା କରିଛନ୍ତି ବୋଲି ସେ କହିଛନ୍ତି । ବାସ୍ତବତା ହେଲା ଭଲ ହସ୍ପିଟାଲ ଗୋଟିଏ ନାହିଁ ଆଉ ଏବେ ସେ ମୁମ୍ବାଇ ଯାଇଛନ୍ତି । ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ଚିକିତ୍ସିତ ହେବା ପାଇଁ ମୁମ୍ବାଇ ଯାଇଛନ୍ତି । ଏବେ ପ୍ରଶ୍ନ ଆସୁଛି କି ବିଜେଡି ସରକାର ତାଙ୍କ ଶାସନ କାଳ ଭିତରେ ଏଭଳି କରିପାରିଲେ ନାହିଁ । ଆଉ ଯେଉଁମାନେ ନବୀନଙ୍କୁ ବୃଦ୍ଧି ଦେଉଥିଲେ ସେମାନେ ବି ଏଭଳି କରିପାରିଲେ ନାହିଁ । ନବୀନ ନିଜେ ଭଲ ହେଲା ଭଳି ହସ୍ପିଟାଲ ଗୋଟିଏ ଖୋଲି ପାରିଲେ ନାହିଁ ।

ତାହେଲେ ଏଠି ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବ ତାହା ଆପଣମାନେ ଭାବନ୍ତୁ । ନବୀନଙ୍କୁ ଭୁଆଁ ବୁଲାଇ ବିଜେଡି ଗୋଷ୍ଠୀ ଠକି ଦେଲେ କି ? ଏବେ ଏଭଳି ପ୍ରଶ୍ନ ଆସୁଛି । ଦୀର୍ଘ ୨୪ ବର୍ଷ କାଳ ବିଜେଡି ସରକାର ଶାସନ କରିଲେ କିନ୍ତୁ ବାସ୍ତବତା କିଛି ନାହିଁ । ନବୀନ ପଟ୍ଟନାୟକଙ୍କ ଶାସନ କାଳ ଭିତରେ ସେ ଗୋଟିଏ ଭଲ ମେଡ଼ିକାଲ କରିପାରିଲେ ନାହିଁ । ଯେଉଁଥିପାଇଁ ତାଙ୍କ ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ସେ ମୁମ୍ବାଇ ଯାଇଛନ୍ତି ।

ସ୍ବାସ୍ଥ୍ୟ କ୍ଷେତ୍ରରେ ଯାହା ଉନ୍ନତି କରିଛନ୍ତି ତାହା ତାଙ୍କ ଶାସନରୁ ଜଣାପଡୁଛି । ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଭଲ ହେବା ପାଇଁ ମେଡ଼ିକାଲ ଓଡ଼ିଶାରେ ନାହିଁ ତାହେଲେ ସାଧାରଣ ଲୋକ କୁଆଡେ ଯିବେ । ନବୀନ ପଟ୍ଟନାୟକଙ୍କ ପାଖରେ ଟଙ୍କା ଅଛି ଆଉ ସେ ମୁମ୍ବାଇ ଯାଇ ତାଙ୍କର ଚିକିତ୍ସା କରିପାରିବେ କିନ୍ତୁ ସାଧାରଣ ଲୋକ କଣ କରିବ ? ଗରିବ ଲୋକ ଏବେ କଣ କରିବ । ଏହିଥିରେ ବିଜେଡି ନେତା ନୂଆ ଦଳକୁ ଅନେକ କିଛି କଥା କହୁଛି ଯାହା ଏବେ ଖବର ଆସୁଛି । ଏବେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବ ବିଜେଡି ଆଉ ମୁହଁ ଖୋଲିବ ବୋଲି ଶୁଣିବାକୁ ମିଳୁଛି ।