“ମତେ ହୋଟେଲକୁ ଡାକି ଶାରୀରିକ ସମ୍ପର୍କ ରଖିବାକୁ ଅଫର୍ ଦେଉଛନ୍ତି” ବିୟୁଟି ପାର୍ଲର ଯୁବତୀଙ୍କ ଅଭିଯୋଗ, ଜାଣନ୍ତୁ ପୁରା‌ ଘଟଣା

ମହିଳାମାନେ ଏବେ ନିଜେ ସ୍ବାବଲମ୍ବୀ ହେବାକୁ ବହୁତ କିଛି କାମ କରୁଛନ୍ତି । ଆଉ ଏବେ ଜଣେ ଯୁବତୀ କିଛି କଥା କହିଛନ୍ତି । ଏହି ଯୁବତୀ ଜଣକ ତାଙ୍କ ସହିତ ଘଟିଥିବା ଘଟଣାକୁ ନେଇ କିଛି କଥା କହିଛନ୍ତି । ସେ କହିଛନ୍ତି, ସେ ଗୋଟିଏ ସେଲୁନ ଦେଇଥିଲେ । ଆଉ ତାଙ୍କୁ ଏବେ କିଛି ଲୋକ ହଇରାଣ କରୁଛନ୍ତି । ଏହି ଯୁବତୀ ଜଣଙ୍କୁ ଜଣେ ବ୍ୟକ୍ତି ଖରାପ ବ୍ୟବହାର କରୁଛନ୍ତି । ଏହି ଯୁବତୀ ଜଣକ ସହ ସେହି ବ୍ୟକ୍ତି ଜଣକ ଏବଂ ତାଙ୍କ ସ୍ତ୍ରୀ ଖରାପ ବ୍ୟବହାର କରୁଛନ୍ତି ।

ଏହି ଯୁବତୀ ଜଣଙ୍କୁ ବାଧ୍ୟ କରାଯାଉଛି ଖରାପ କାମ କରିବା ପାଇଁ । ତାଙ୍କୁ ଲୋକମାନେ ଖରାପ କମେଣ୍ଟ କରୁଛନ୍ତି । ଯେଉଁମାନେ ଏହି ଯୁବତୀଙ୍କର ବାପା ବୟସର ହେବେ ସେମାନେ ମଧ୍ୟ ତାଙ୍କୁ ଅନେକ କଥା କହୁଛନ୍ତି । ଏହି ମହିଳା ଜଣଙ୍କୁ ସେମାନେ ରାସ୍ତାରେ ଚଲାଇବା ପାଇଁ ଦେଉ ନାହାଁନ୍ତି । ଏହି ଯୁବତୀ ଜଣଙ୍କୁ ଜୀବନରୁ ମାରିବା ପାଇଁ ଧମକ ଦେଉଛନ୍ତି । ଆଉ ତାଙ୍କ ଉପରେ ଏସିଡ ପକାଇବାକୁ ମଧ୍ୟ କହୁଛନ୍ତି । ଏବେ ଏଭଳି ଅନେକ ଅଭିଯୋଗ ଆଣିଛନ୍ତି ଏହି ମହିଳା ଜଣକ ।

ଏହି ଯୁବତୀ ଜଣକ ସନ୍ତୋଷ କୁମାର ସାହୁ, ପିଲୁ ତ୍ରିପାଠୀ ଏବଂ ସନ୍ତୋଷ କୁମାର ସାହୁଙ୍କ ପତ୍ନୀ ସସ୍ମିତା ସାହୁଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହି ସସ୍ମିତା ସାହୁ ଏବେ କହୁଛନ୍ତି ତାଙ୍କ ସ୍ଵାମୀଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି ତାହାକୁ ସେ ଉଠାଇ ଦିଅନ୍ତୁ ନହେଲେ ସେ ତାଙ୍କୁ ରାସ୍ତାରେ ଚଲାଇ ଦେବେ ନାହିଁ । ଏହି ମହିଳା ଜଣଙ୍କୁ ସେମାନେ ଡରାଇ ଦେଉଛନ୍ତି । ଏହି ଯୁବତୀ ଜଣଙ୍କୁ ସେହି ବ୍ୟକ୍ତି ଜଣକ ହୋଟେଲକୁ ଡାକୁଛନ୍ତି ଆଉ ଅନେକ କିଛି କଥା କହୁଛନ୍ତି । ଆଉ ରାସ୍ତାରେ ହଇରାଣ କରୁଛନ୍ତି ।

ଏହି ଯୁବତୀ ଜଣଙ୍କୁ ଅନେକ କିଛି କଥା କହିବା ସହ ତାଙ୍କୁ ମାରିଦେବାକୁ ବି କହୁଛନ୍ତି । ଏହି ଯୁବତୀ ଜଣଙ୍କ ଉପରେ ଏସିଡ ପକାଇ ଦେବେ ବୋଲି ସେହି ବ୍ୟକ୍ତି ଜଣକ କହୁଛନ୍ତି । ଏହି ଯୁବତୀ ଜଣଙ୍କର ପାଖରେ କେହି ନାହାଁନ୍ତି ଆଉ ତାଙ୍କୁ ଏକୁଟିଆ ଦେଖି ଏଭଳି କିଛି କହୁଛନ୍ତି ଏହି ବ୍ୟକ୍ତି ଜଣକ । ଏବେ ଏହି ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏବେ ଏହି ସବୁ କଥା ସେ ମିଡ଼ିଆ ଆଗରେ କହିଛନ୍ତି । ଏବେ ଏହାକୁ ନେଇ ସେ ନ୍ୟାୟ ମାଗିଛନ୍ତି ।