ଜଗିବ ପୋଲିସ ପ୍ରେମ ହେବ ଖୁଲମଖୁଲା, ନା କାହାକୁ ଡରିବାର ଅଛି ନା ଲୁଚିବାର ଅଛି, ସରକାରଙ୍କ ନୂଆ ଯୋଜନା, ଜାଣନ୍ତୁ ପୁରା ଖବର

ଗୋପାଳପୁର ସମୁଦ୍ର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ପରେ ଏବେ ସମୁଦ୍ର ବେଳାଭୂମି ଭଳି ସ୍ଥାନଗୁଡ଼ିକର ସୁରକ୍ଷା ବଢ଼ାଇ ଦିଆଯାଇଛି। । ଏଣିକି ଲଭର୍ସ ପଏଣ୍ଟରେ ସୁରକ୍ଷା ଯୋଗାଇବେ ସରକାର। ଏଭଳି କିଛି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେଣୁ ଲଭର୍ସ ପଏଣ୍ଟରେ କେମିତି ସୁରକ୍ଷା ବଢ଼ାଯିବ ଏହା ଯୁବକ ଯୁବତୀଙ୍କୁ ଆଶ୍ବସ୍ତ କରିପାରିବ କି ଏମିତି ପ୍ରଶ୍ନ ଉଠିବା ସ୍ବାଭାବିକ। ଲଭର୍ସ ପଏଣ୍ଟର ସୁରକ୍ଷା ଯୋଗାଇବେ ସରକାର। ଏଭଳି ସୂଚନା ଦେଇଛନ୍ତି … Read more

ସ୍ୱାମୀ ଡ୍ୟୁଟି ଯିବା ପରେ ପରପୁରୁଷକୁ ଘରକୁ ଡାକିଲା ବୋହୁ, ବାହାରୁ ତାଲା ମାରିଦେଲେ ଶାଶୁ ଶଶୂର, ଆଉ ତାପରେ…

ରାତି ଅଧରେ ଭାଣିଜୀ ଘର ଭିତରେ ପଶିଥିଲା ମାମୁଁ । ସ୍ୱାମୀ ଡ୍ୟୁଟିକୁ ଯାଉଥିବାବେଳେ ପାହାନ୍ତାରେ ମାମୁଁକୁ ଘରକୁ ଡାକିଥିଲା ଭାଣେଜୀ । ଆଉ ଝରକା କଣରେ ଛିଡା ହୋଇ ଶାଶୂ ଦେଖୁଥିଲା ସବୁ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ପମ୍ପାଲୋ ଗ୍ରାମପଞ୍ଚାୟତ କୁଳିନ୍ତିରା ଶାସନ ଗାଁରେ । ସେହି ଗ୍ରାମର ନିରୋଜ କୁମାର ଭୋଇ ବାଳକାଟିର ଲିଜା ବେହେରାଙ୍କୁ ସାତ ବର୍ଷ ତଳେ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପିଲା ଅଛନ୍ତି … Read more

୨୪ ବର୍ଷରେ କରିପାରିଲେନି ଗୋଟେ ଭଲ ମେଡିକାଲ, ନିଜେ ଯାଉଛନ୍ତି ବାହାରକୁ ଚିକିତ୍ସା ପାଇଁ, ଜାଣନ୍ତୁ ପୁରା ଖବର

ଓଡ଼ିଶାରେ ୨୪ ବର୍ଷ କାଳ ନବୀନ ପଟ୍ଟନାୟକ ଶାସନ କରିଲେ । ଓଡ଼ିଶାରେ ଏବେ ବିଜେପି ସରକାର ଶାସନ ଭାର ସମ୍ଭାଳିଛନ୍ତି । ଏହା ପୂର୍ବରୁ ବିଜେଡି ଦଳ ଓଡ଼ିଶାରେ ଶାସନ କରୁଥିଲା । ୨୪ ବର୍ଷ କାଳ ନବୀନ ଶାସନ କରିଲେ ଆଉ କେତେ କଣ କରିବେ ବୋଲି କହିଥିଲେ । ଓଡ଼ିଶାକୁ ସୁନାର ଓଡ଼ିଶା କରିଛନ୍ତି ବୋଲି ସେ କହିଛନ୍ତି । ବାସ୍ତବତା ହେଲା ଭଲ ହସ୍ପିଟାଲ ଗୋଟିଏ ନାହିଁ ଆଉ ଏବେ ସେ … Read more

ନାଁ ନନେଇ ନବୀନଙ୍କୁ ଟାର୍ଗେଟ କଲେ ମୋଦୀ, ଏମିତି ମାରିଲେ‌ କମେଣ୍ଟ

ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଉ ଜନତା ମୈଦାନ ମଞ୍ଚରୁ ନାଁ ନନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ । ସେ କହିଛନ୍ତି, ଓଡ଼ିଶାରେ ଦଶକ ହେବ ଅନେକ ସମସ୍ୟାରେ ଥିଲା । ଗରିବ, ଚାଷୀଙ୍କୁ ତାଙ୍କ ହକ୍ ମିଳୁନଥିଲା । ଓଡ଼ିଶାର ଇନଫାଷ୍ଟ୍ରକ୍ଚର ବେହାଲ ଥିଲା । ଓଡ଼ିଶାର ଅନେକ ସ୍ଥାନ ବିକାଶରେ ପଛରେ ପଡ଼ିଥିଲା । ଏମିତି ଅନେକ ସମସ୍ୟାର ସମାଧାନ ଗତ … Read more

ସ୍ୱାମୀ ମରିଗଲା ପରେ ଦେହ ସୁଖ ପାଇଁ ପର ପୁରୁଷ ସହ ଚାଲିଗଲା ସ୍ତ୍ରୀ, ଅନାଥ ୪ ଶିଶୁ, ଜାଣନ୍ତୁ ପୁରା ଘଟଣା

ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ ନିର୍ଲଜ୍ଜ କାମ କରନ୍ତି । ସମାଜରେ ସ୍ଵାମୀ ମରିଯିବା ପରେ ସ୍ତ୍ରୀ ସନ୍ତାନ ଥିଲେ ମଧ୍ୟ ପର ପୁରୁଷ ପାଖକୁ ଚାଲି ଯାଉଛି । ଏଭଳି ଅନେକ ମହିଳା କରୁଛନ୍ତି ବୋଲି ଏବେ ଖବର ଦେଖିବାକୁ ମିଳୁଛି । ଏହି ଘଟଣା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାପା ମରିଗଲେ ଆଉ ମାଆ ପର ପୁରୁଷ ସହ ଫେରାର ହୋଇଯାଇଛି । ଆଉ … Read more

ପାଟିକୁ ସୁଆଦିଆ ଲାଗୁଥିବା ଗୁପଚୁପ୍ କେମିତି ତିଆରି ହୁଏ ଆପଣ ଜାଣନ୍ତି କି ? ଦେଖନ୍ତୁ ଏହି ଭିଡିଓକୁ

ଆଜିକାଲି ଦୁନିଆରେ ଅନେକ ପ୍ରକାରର ଖାଇବା ମିଳୁଥିବା ବେଳେ ଲୋକମାନେ ଗୁପଚୁପ ଖାଇବାକୁ ବହୁତ ପସନ୍ଦ କରନ୍ତି । ଖଟା ପାଣିକୁ ଗୋଲ ଗୋଲ ଗୁପଚୁପ୍ । ପାଟିକୁ ଭାରୀ ସୁଆଦିଆ ଲାଗେ । କିନ୍ତୁ ଥରେ ନଜର ପକାନ୍ତୁ କେମିତି ଓ କେଉଁଠି ତିଆରି ହେଉଛି ଆପଣଙ୍କ ଅତି ପ୍ରିୟ ଗୋଲଗପା । ଏ ହେଉଛି ଭୁବନେଶ୍ବର ଶ୍ରୀୟା ଛକକୁ ଲାଗି ରହିଥିବା ପ୍ରେସ କଲୋନି ବସ୍ତି । ଏଠାରେ ପ୍ରାୟତଃ 40ରୁ ଅଧିକ ପରିବାର … Read more

ନବୀନ ପଟ୍ଟନାୟକଙ୍କୁ ହେଇଛି ବଡ଼ ରୋଗ, ଚିକିତ୍ସା ପାଇଁ ଓଡ଼ିଶା ଛାଡି ଯିବେ ମୁମ୍ୱାଇକୁ, ଜାଣନ୍ତୁ ପୁରା ଖବର

ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଅଛନ୍ତି। ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଚିକିତ୍ସା ପାଇଁ ସେ ମୁମ୍ବାଇ ଯିବେ। ଆସନ୍ତା ୨୨ ତାରିଖରେ ମୁମ୍ବାଇରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ । ମୁମ୍ବଇରେ ଥିବା କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ। ସେଠାରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ … Read more

ପୁରୁଷ ବନ୍ଧୁ ସାମ୍ନାରେ ଯୁବତୀଙ୍କୁ ଝୁଣି ଖାଇଗଲେ ୧୦ ଜଣ, ଜଣାପଡିଲା କେମିତି ହେଇଥିଲା ପୁରା ଘଟଣା

ଗୋପାଳପୁରରେ ଲଜ୍ଜା । ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣ ବଳାତ୍କାରର ଶିକାର ହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ୧୦ ଜଣଙ୍କୁ ଅଟକ ରଖିଛି । ଅଭିଯୋଗ ମୁତାବକ ଗତକାଲି ଅପରାହ୍ନରେ ବ୍ରହ୍ମପୁରର ଜଣେ ଛାତ୍ର ବନ୍ଧୁଙ୍କ ସହ ପୀଡିତା ଛାତ୍ରୀ ଜଣକ ଗୋପାଳପୁର ବୁଲିବାକୁ ଆସିଥିଲେ । ପାନ୍ଥ ନିବାସ ବେଳାଭୂମି ନିକଟରେ ଉଭୟ ବସି ଗପସପ କରୁଥିଲେ … Read more

ମିଳିଲା ସିଗନାଲ୍! ଭିତରେ ନୁହେଁ କି ଉପରେ ନୁହେଁ, ଓଡ଼ିଶାରେ ଗଡିବନି‌ ମେଟ୍ରୋ! ଜାଣନ୍ତୁ ପୁରା ଖବର

ଅନିଶ୍ଚିତତା ଭିତରେ ମେଟ୍ରୋ ଟ୍ରେନ ପ୍ରକଳ୍ପ, ଆଗଉ ନାହିଁ କାମ, ଧିମାରେ ଚାଲିଛି ନିର୍ମାଣ । ହାତ ଯାକି ବସିଛନ୍ତି ଟେଣ୍ଡର ନେଇଥିବା କମ୍ପାନୀ ରତାଗଡ ମେଟ୍ରୋ ଡିପୋରୁ ହଟିଲାଣି ଯନ୍ତ୍ରପାତି । ବର୍ଷେ ଭିତରେ ଖର୍ଚ୍ଚ ସରିଲାଣି ପ୍ରାୟ ଶହେ କୋଟି । ଅନିଶ୍ଚତତା ଭିତରେ ମେଟ୍ରୋ ଟ୍ରେନ ପ୍ରକଳ୍ପ । ଆଗଉ ନାହିଁ କାମ ଧିମାରେ ଚାଲିଛି ନିର୍ମାଣ । ଟେଣ୍ଡର ନେଇଥିବା କମ୍ପାନୀ ହାତ ଯାକି ବସିଛନ୍ତି । ରତାଗଡ ମେଟ୍ରୋ ଡିପୋରୁ … Read more

କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥରାଶି, ବଢ଼ିଲା ଗରିବଙ୍କ ଛାତ ଘର ଗଢ଼ିବା ଚିନ୍ତା

କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଗୃହ ନିର୍ମାଣରେ ଦିଆଯାଉଥିବା ଆର୍ଥିକ ସହାୟତା । ଗରିବଙ୍କୁ ନୂଆ ଘର ଯୋଗାଇ ଦେବାକୁ ଯେଉଁ ସହାୟତା ରାଶି ଦିଆଯାଇଥିଲା ସେଥିରେ ୧୦ ହଜାର ଟଙ୍କା ହ୍ରାସ କରାଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ବର୍ଷ ବର୍ଷ ଧରି ଦିଆଯାଉଥିବା ଅନ୍ତ୍ୟୋଦୟ ଓ ଆବାସ ଯୋଜନାର ଟଙ୍କାକୁ କାହିଁକି ହ୍ରାସ କରାଗଲା ବିଜେଡି ବିଧାୟକ ରମେଶ ବେହେରା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । … Read more