ଅଣ୍ଡରୱାର୍ଲ୍ଡରୁ ଆସିଲା କ୍ରିକେଟର ରିଙ୍କୁ ସିଂଙ୍କୁ ଧମକ ଭରା ଦାଉଦ ଇବ୍ରାହିମର କଲ୍, ୫ କୋଟି ଦେ ନହଲେ ତୋର…

ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହ ତାଙ୍କ ଚମତ୍କାର ଖେଳ ପାଇଁ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ଏସିଆ କପରୁ ଫେରିଥିବା ବେଳେ ରିଙ୍କୁଙ୍କୁ ନେଇ ଏକ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି। ଅଣ୍ଡରୱାର୍ଲ୍ଡରୁ ରିଙ୍କୁ ସିଂହଙ୍କୁ ଧମକ ମିଳିଥିବା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ପ୍ରକାଶ ପାଇଛି।। ତେବେ ରିଙ୍କୁ ସିଂହଙ୍କୁ ମିଳିଥିବା ଧମକ ପାଇଁ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି। ସେମାନେ ଚଳିତ ବର୍ଷ ଫେବୃଆରିରୁ ଏପ୍ରିଲ୍ ମଧ୍ୟରେ ରିଙ୍କୁ ସିଂହଙ୍କ … Read more

ପାକିସ୍ତାନୀ କ୍ରିକେଟ କ୍ୟାପଟେନ ଦେଖାଇଲେ ଆତଙ୍କୀ ପ୍ରେମ, ପ୍ରାଇଜମନି ଦେଲେ ସେମାନଙ୍କୁ, ଜାଣନ୍ତୁ ପୁରା‌ ଖବର

ଆପଣମାନେ ତ ଦେଖିଥିବେ ଏସିଆ କପ୍ ୨୦୨୫ କ୍ରିକେଟ ଖେଳ । ଏସିଆ କପ୍ ୨୦୨୫ କ୍ରିକେଟ ଫାଇନାଲ ଭାରତ ଆଉ ପାକିସ୍ତାନ ମଧ୍ୟରେ ହୋଇଥିଲା । ଏହି ଖେଳ ବହୁତ ରୋମାଞ୍ଚକର ଆଉ ମଜାଦାର ଥିଲା । ପାକିସ୍ତାନ ପରାଜୟ ଲାଭ କରିଥିଲା । ଭାରତ ଏହି ଖେଳରେ ବିଜୟ ଲାଭ କରିଥିଲା । ଭାରତର ବିଜୟ ପରେ ତଳ ମୁହଁ ହୋଇଯାଇଛି ପାକିସ୍ତାନ । ହେଲେ ସେ ତାର ପୁରୁଣା ପ୍ରକୃତି ଛାଡ଼ିଲା ନାହିଁ … Read more

ଭାରତୀୟ ଖେଳାଳି ନେଲେନି ଟ୍ରଫି ଘଣ୍ଟା ଘଣ୍ଟା ଛିଡ଼ା କରାଇଲେ, ଶେଷରେ ମୁହଁକୁ ଲୁଚାଇ ପଳାଇଲେ ପାକିସ୍ତାନର ମନ୍ତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ ବିଜୟ ସହ ଭାରତ ନବମ ଥର ଏସିଆ କପ୍ ମୁକୁଟ ଜିତିଲା। କିନ୍ତୁ ଚାମ୍ପିଅନ ଟ୍ରଫି ଗ୍ରହଣ କରିନଥିଲେ ଭାରତୀୟ ଟିମ୍। ଏସିଆ କ୍ରିକେଟ କାଉନସିଲର ଅଧ୍ୟକ୍ଷ ତଥା ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ୍ ନକଭିଙ୍କ ହାତରୁ ପୁରଷ୍କାର ଗ୍ରହଣ କରିବେନି ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ମୋହସିନ ନକଭି ପାକିସ୍ତାନ କ୍ରିକେଟ ବୋର୍ଡ ପିସିବିର ବି ଅଧ୍ୟକ୍ଷ ଅଛନ୍ତି। ଭାରତୀୟ ଖେଳାଳୀଙ୍କ ଏଭଳି ମନୋଭାବ ଦେଖି ମୋହସିନ୍ ବି ରାଗରେ … Read more

ପୁଣି ପାକିସ୍ତାନ ସହ ମ୍ୟାଚ୍ ଖେଳିବ ଭାରତ, ଜାଣନ୍ତୁ କେମିତି କେବେ

ଏସିଆ କପ ୨୦୨୫ର ଉତ୍ସାହ ଏବେ ଶୀର୍ଷରେ ରହିଛି। ଏହି ଟୁର୍ନାମେଣ୍ଟରେ କ୍ରିକେଟ ପ୍ରେମୀଙ୍କ ପାଇଁ ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ। ଟୁର୍ନାମେଣ୍ଟ ଆରମ୍ଭ ହେବା ପରଠାରୁ, ଦୁଇ ଦଳ ଦୁଇଥର ମୁହାଁମୁହିଁ ହୋଇଛନ୍ତି ଏବଂ ପ୍ରତ୍ୟେକ ଥର ପ୍ରଶଂସକମାନେ ପ୍ରଚୁର ନାଟକୀୟତା ଦେଖିଛନ୍ତି। କିନ୍ତୁ ଏବେ ପ୍ରଶ୍ନ ଉଠୁଛି: କ’ଣ ଏହି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଫାଇନାଲରେ ତୃତୀୟ ଥର ପାଇଁ ଭେଟିବେ? ଭାରତ ବର୍ତ୍ତମାନ ସୁପର-୪ ରାଉଣ୍ଡରେ ଅପରାଜିତ … Read more

ଇଏ ସେହି କୋଟିପତି ପରିବାରର ଝିଅ, ଯାହାଙ୍କୁ ଅର୍ଜୁନ ତେନ୍ଦୁଲକର ବିବାହ କରିବାକୁ ଯାଉଛନ୍ତି, ଜାଣନ୍ତୁ

କ୍ରିକେଟର ଅର୍ଜୁନ ତେନ୍ଦୁଲକର ଆଜିକାଲି ଖବରର ଶିରୋନାମାରେ ଅଛନ୍ତି। କିନ୍ତୁ, ଏଥର ସଚିନ ତେନ୍ଦୁଲକରଙ୍କ ପୁଅ କ୍ରିକେଟ ପାଇଁ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ। ୨୫ ବର୍ଷୀୟ ଅର୍ଜୁନ ତେନ୍ଦୁଲକରଙ୍କର ଅଗଷ୍ଟ ୧୩ ତାରିଖରେ ନିର୍ବନ୍ଧ ହୋଇଛି। ସେ ମୁମ୍ବାଇର ପ୍ରସିଦ୍ଧ ଶିଳ୍ପପତି ରବି ଘାଇଙ୍କ ନାତୁଣୀ ସାନିଆ ଚାନ୍ଦୋକଙ୍କୁ ମୁଦି ପିନ୍ଧାଇ ସାତ ଜନ୍ମର ସାଥି ଭାବେ ବାଛି ନେଇଛନ୍ତି। ଅର୍ଜୁନଙ୍କ ପିତା ସଚିନଙ୍କୁ ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଗଣନା କରାଯାଏ। … Read more

‘ମୁଁ ୬୦୦ ଯୁବତୀଙ୍କ ସହ ରାତି ବିତାଇଛି’ ଏହି କ୍ରିକେଟରଙ୍କ ମନ୍ତବ୍ୟକୁ ନେଇ କ୍ରିକେଟ ଜଗତରେ ହଇଚଇ

ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ବହୁତ ମଜା କରନ୍ତି। ସେମାନେ ସବୁବେଳେ ନିଜ ଜୀବନକୁ ଉପଭୋଗ କରନ୍ତି। ସେମାନଙ୍କ ସଂସ୍କୃତି ମଧ୍ୟ ସେମାନଙ୍କୁ ଏହିପରି ଉପଭୋଗ କରିବାର ସ୍ବାଧୀନତା ଦିଏ। ଏକ ଶୋ’ରେ, ଜଣେ ଭାରତୀୟ କ୍ରିକେଟର କହିଥିଲେ, ବ୍ରାଭୋ ବିବାହିତ ନୁହଁନ୍ତି, କିନ୍ତୁ ତାଙ୍କର ପିଲା ଏବଂ ଅନେକ ପ୍ରେମିକା ଅଛନ୍ତି। ଏବେ ଜଣେ କ୍ରିକେଟର ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ହଇଚଇ ସୃଷ୍ଟି ହୋଛି। ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ସମ୍ପର୍କ ରଖିଛି … Read more