ମଙ୍ଗଳସୂତ୍ର କେମିତି ଖୋଲିଲା ହତ୍ୟାକାରୀ ସୋନମର ରହସ୍ୟ, ମେଘାଳୟ ପୋଲିସର ଚାଞ୍ଚଲ୍ୟକର ଖୁଲାସା, ଜାଣନ୍ତୁ

ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଶିଲଂ କୋର୍ଟରେ କରାଯାଇଥିଲା ହାଜର । ଏହା ପରେ ସୋନମ ରଘୁବଂଶୀ ଓ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଶିଲଂ ସଦର ପୋଲିସ ଷ୍ଟେସନର ପୃଥକ ସେଲରେ ରଖାଯାଇଛି । ତେବେ ଏହାରି ଭିତରେ ରାଜା ହତ୍ୟା ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ଏନେଇ ମେଘାଳୟ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୂଚନା । ପୋଲିସ କହିଛି ଯେ ସୋନମଙ୍କ ମଙ୍ଗଳସୂତ୍ର ହତ୍ୟା ମାମଲାକୁ ସମାଧାନ କରିବାରେ … Read more

କୋଟିଏ ଦେଲେ ମୁଁ ଆପଣଙ୍କୁ ଦୁଇକୋଟି ଦେବି.. ମୋ ବାପାଙ୍କୁ ଫେରାଇ ଆଣିପାରିବେ କି

ଅହମଦାବାଦରେ ଏୟାର ଇଣ୍ଡିଆର ଏଆଇ ବିମାନ ୧୭୧ ଦୁର୍ଘଟଣାଗ୍ରସ୍ତ ହେବା ପରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି। ୨୪୧ଜଣ ମୃତଙ୍କ ପରିବାରବର୍ଗଙ୍କ ମଧ୍ୟରୁ କିଛି ପରିବାର ସଦସ୍ୟ ଅଭିଯୋଗ କରି କହିଛନ୍ତି କି, ଏତେ ବଡ଼ ଅଘଟଣ ଘଟିଯାଇଥିବା ସତ୍ତ୍ବେ ଏୟାର ଇଣ୍ଡିଆ ପକ୍ଷରୁ ଏଯାବତ କୌଣସି ପ୍ରକାର ଖବର କି ସମବେଦନା ଆସିନାହିଁ। ଭୟାବହ ବିମାନ ଦୁର୍ଘଟଣାରେ ବାପାଙ୍କୁ ହରାଇଥିବା ଫାଲଗୁନି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କିଏ କହି ପାରିବ କି … Read more