ଓଡ଼ିଶାର ଗରିବ ଝିଅକୁ ଭୋକରେ ରଖି ମାଡ଼ ମାରୁଥିଲେ ତେଲୁଗୁ ଅଭିନେତ୍ରୀ..ଥାନାକୁ ଦୈଡିଲେ ପ୍ରିୟଙ୍କା, ଜାଣନ୍ତୁ ପୁରା‌ ଘଟଣା

ତେଲୁଗୁ ଅଭିନେତ୍ରୀ ଡିମ୍ପଲ ହୟାତିଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆସିଛି । ଘରୋଇ ଓଡ଼ିଆ ସହାୟିକାଙ୍କୁ ଭୟଙ୍କର ନିର୍ଯାତନା ନେଇ ଥାନାରେ ମାମଲା ହୋଇଛି । ରାୟଗଡ଼ାର ପ୍ରିୟଙ୍କା ବିବରଙ୍କ ଅଭିଯୋଗରେ ହାଇଦ୍ରାବାଦର ଫିଲ୍ମ ନଗର ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ଅଭିନେତ୍ରୀ ଡିମ୍ପଲ ଓ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଓଡ଼ିଆ ଯୁବତୀ ପ୍ରିୟଙ୍କା । ତାଙ୍କୁ ନିର୍ଯାତନା ଦେବା ସହ ଗାଳିଗୁଲଜ କରିବା ଓ ଖାଇବାକୁ ନଦେବା ନେଇ … Read more

କାହିଁକି ଅଭିଜିତ ମଜୁମଦାରଙ୍କୁ ଏତେ ଭଲପାଆନ୍ତି ବାବୁସାନ ମହାନ୍ତି, ଜଣାପଡିଲା ସତ

କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଏବେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କୁ ଏବେ ଦିଲ୍ଲୀ ସହରକୁ ଏୟାର ଲିଫ୍ଟ କରାଯିବ ବୋଲି ଖବର ଆସିଛି । ଖବର ଆସିଛି କି ତାଙ୍କୁ ଦେଖା କରିବାକୁ ଆଗ ଧାଡ଼ିର କଳାକାର କେହି ଯାଇ ନାହାଁନ୍ତି । ତାଙ୍କୁ ଦେଖା କରିବାକୁ ଆଗଧାଡିର ଅଭିନେତା ବାବୁଶାନ୍ ମହାନ୍ତି ଯାଇଥିଲେ । ଏବେ ଜଣା ପଡ଼ିଗଲା କି ଅଭିନେତା ବାବୁଶାନ୍ ମହାନ୍ତି କାହିଁକି ଅଭିଜିତ ମଜୁମଦାରଙ୍କୁ ଏତେ ଭଲ … Read more

AIIMSରେ କୋମାରେ ଅଛନ୍ତି ଅଭିଜିତ,ସ୍ୱାମୀଙ୍କ ପାଇଁ କାନ୍ଦି କାନ୍ଦି ଭଗବାନଙ୍କୁ ଡାକୁଛନ୍ତି ପତ୍ନୀ, ଜାଣନ୍ତୁ ପୁରା ଖବର

ଆପଣମାନେ ସମସ୍ତେ ତ ଓଡ଼ିଆ ଆଲବମ ଏବଂ ଆଧୁନିକ ଗୀତ ଶୁଣିଥିବେ । କଣ୍ଠଶିଳ୍ପୀ ଏବଂ ମ୍ୟୁଜିକ ଡାଇରେକ୍ଟର ଅଭିଜିତ ମଜୁମଦାରଙ୍କୁ ବି ଜାଣିଥିବେ । ଏହି ବ୍ୟକ୍ତି ଜଣକ ଅନେକ ଗୀତ ଗାଇଛନ୍ତି । ତାଙ୍କ ଗୀତରେ ଅନେକ ଲୋକ ଝୁମି ଉଠିଛନ୍ତି । ତାଙ୍କ ଗୀତ ଲୋକମାନଙ୍କୁ ବହୁତ ପସନ୍ଦ । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଛି । ଏବେ ସେ … Read more

ପିଣ୍ଟୁ ନନ୍ଦଙ୍କୁ ଯେଉଁ ରୋଗ ହେଇଥିଲା ଅଭିଜିତ ମଧ୍ୟ ସେହି ରୋଗରେ ପୀଡିତ, ଜାଣନ୍ତୁ କଣ ହୋଇଛି

ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କୋମାରେ ଅଛନ୍ତି ଅଭିଜିତ । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଘରୋଇ ଡାକ୍ତରଖାନାରେ କୋମାରେ ଥିଲେ ଅଭିଜିତ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଗଲା ସୂଚନା । ତେବେ ଆଜି କଟକରୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି ଅଭିଜିତ ମଜୁମଦାର … Read more

କାହା ପାଇଁ ଗୋବିନ୍ଦା ଏବଂ ସୁନୀତା ନେଉଛନ୍ତି ଛାଡ଼ପତ୍ର, କୋର୍ଟରେ ଜଣାପଡିଲା ବଡ଼ କାରଣ

ନିକଟରେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ମଧ୍ୟରେ ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହୋଇଥିଲା। ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ସୁନୀତା ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସୁନୀତା ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଥିଲେ। ତାଙ୍କ ପରି ଗୋବିନ୍ଦାକୁ କେହି ଭଲ ପାଇପାରିବେ ନାହିଁ କିମ୍ବା କେହି ତାଙ୍କୁ ଏତେ ବୁଝିପାରିବେ ନାହିଁ ବୋଲି ସେ କହିଥିଲେ। ତେବେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା … Read more

ସୁ ସୁ ଗର୍ଜନ କରି ସହର ଭିତରେ ଧସେଇ ପଶିଲା ସମୁଦ୍ର ପାଣି…ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କ ଘର ବୁଡ଼ାଇ ଦେଲା, ଜାଣନ୍ତୁ ପୁରା‌ ଖବର

ପ୍ରବଳ ବର୍ଷାରେ ଉବୁଟୁବୁ ମୁମ୍ବାଇ । ଏହି ବର୍ଷା ଯୋଗୁଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଳିଉଡ ଷ୍ଟାରଙ୍କ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସାମ୍ନା କରୁଛନ୍ତି । ତେଣୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ସମସ୍ୟାରୁ ବାଦ୍ ପଡିନାହାଁନ୍ତି ବଳିଉଡର ବିଗ୍ ବି ଅମିତାଭ ବଚ୍ଚନ । ବର୍ତ୍ତମାନ ଅମିତାଭଙ୍କ ବଙ୍ଗଳା ପ୍ରତୀକ୍ଷାର ଏକ ଭିଡିଓ ସାମ୍ନାକୁ ଆସିଛି । ଅମିତାଭ ବଚ୍ଚନଙ୍କ ଜୁହୁରେ ଥିବା … Read more

ଛାତ୍ରକୁ ଧକ୍କା ଦେଇ ପଳଉଥିଲେ, ବନ୍ଧାହେଲେ ଆସାମର ଅଭିନେତ୍ରୀ ନନ୍ଦିନୀ କଶ୍ୟପ, ଜାଣନ୍ତୁ ପୁରା‌ ଖବର

ନନ୍ଦିନୀ କଶ୍ୟପ ଏକ ମହିନ୍ଦ୍ରା ସ୍କର୍ପିଓ ଏସୟୁଭି ଗାଡିକୁ ଦ୍ରୁତ ବେଗରେ ଚଳାଉଥିବା ବେଳେ ରାସ୍ତାରେ ଯାଉଥିବା ସାମିଉଲଙ୍କୁ ଧକ୍କା ଦେଇଥିଲେ। ସାକ୍ଷୀମାନେ ଦାବି କରିଛନ୍ତି ଯେ ଅଭିନେତ୍ରୀ ଘଟଣା ପରେ ଗାଡ଼ି ନ ଅଟକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସିସିଟିଭି ଫୁଟେଜରେ ଏହା ମଧ୍ୟ ଦେଖାଯାଇଛି ଯେ ସାମିଉଲ ଘରକୁ ଫେରୁଥିବା ବେଳେ ଏକ ଦ୍ରୁତଗାମୀ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ସାମିଉଲଙ୍କୁ ତୁରନ୍ତ ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ … Read more

କାହିଁକି ଗୁଡୁଙ୍କୁ ଛାଡି ଚାଲିଗଲେ ସ୍ତ୍ରୀ ପ୍ରିୟଙ୍କା? କାନ୍ଦି କାନ୍ଦି ସ୍ତ୍ରୀ ର ପୋଲ୍ ଖୋଲିଦେଲେ କମେଡିଆନ୍ ଗୁଡୁ

ଓଡିଆ କମେଡିଆନ୍ ଗୁଡୁଙ୍କୁ ଆପଣମାନେ ସମସ୍ତେ ତ ବହୁତ ଭଲଭାବେ ଜାଣିଥିବେ । ଏବେ ଏହି ଅଭିନେତା ଜଣଙ୍କୁ ନେଇ କିଛି କଥା ସାମ୍ନାକୁ ଆସିଛି । ସେ କହିଛନ୍ତି ତାଙ୍କ ଜୀବନ ତାଙ୍କ ଫ୍ୟାମିଲି ପାଇଁ ଆରମ୍ଭ ହୋଇଛି ଆଉ ତାଙ୍କ ଜୀବନ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଯିବ । ଏବେ ସେ ଯାତ୍ରା ଜଗତରେ ପାଦ ଦେଇଛନ୍ତି । ଏବେ ସେ ତାଙ୍କ ଅଭିନୟ ମାଧ୍ୟମରେ ଅନେକ ଭଲପାଇବା ପାଇଛନ୍ତି । ଅଭିନୟ … Read more

ଏହି ସାଂଘାତିକ ଅପରାଧ କରି ବନ୍ଧା ହୋଇ ଜେଲ୍ ଗଲେ ଅଭିନେତା ପାର୍ଥସାରଥୀ, ଜାଣନ୍ତୁ କାହିଁକି ବାନ୍ଧିଲା ପୁଲିସ୍

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ । NBW ଆଧାରରେ ଗିରଫ କଲା ବଡଗଡ଼ ଥାନା ପୋଲିସ । କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ । ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା । ଅଭିନେତା ପାର୍ଥଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ପୂର୍ବରୁ ତାଙ୍କର ଛାଡପତ୍ର ମାମଲା ଚାଲିଥିଲା । ପାର୍ଥଙ୍କ ବିରୋଧରେ ହତ୍ୟା ଧମକ ଓ ଭିଡିଓ ଭାଇରାଲ … Read more

ଫସିଲେ ପୁଷ୍ପା ଓରଫ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବାପା, ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ, ଜାଣନ୍ତୁ କାହିଁକି

ପୁଷ୍ପା ଫିଲ୍ମର ସଫଳତା ପରେ ଏବେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିକି ତାଙ୍କ ଅଭିନୟକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। ଅର୍ଜୁନ ୧୯୮୨ ରେ ତାମିଲନାଡୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଲ୍ଲୁ ଅର୍ଜୁନଙ୍କ ବାପା ଖୁବ୍ ଜଣାଶୁଣା। ଅଲୁ ଅର୍ଜୁନଙ୍କ ପିତାଙ୍କ ନାମ ଅଲ୍ଲୁ ଅରବିନ୍ଦ । ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଯିଏ ଦକ୍ଷିଣ ଭାରତୀୟର … Read more