ଶଶୂର ନିଜ ବୋହୁ ସହ ଶାରୀରିକ ସମ୍ପର୍କ ରଖିବାକୁ ପାଗଳ, ଘରକୁ ଗଲେ ଭୟ ଲାଗୁଛି, ସ୍ୱାମୀ ନଥିବା ବେଳେ ମୋ ସହ…

ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ କିଛି ଖବର ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି କି ଶଶୁର ହୋଇ ବୋହୂ ସହ ଏଭଳି କିକି କାଣ୍ଡ କରିଛନ୍ତି । ଘରେ ସ୍ଵାମୀ ନଥିବା ବେଳେ ବୋହୂର ଶରୀରକୁ ଦେଖି ପାଗଳ ହୋଇ ଯାଉଥିଲା ଶଶୁର । ଶଶୁର ଆଉ ବୋହୂ ପବିତ୍ର ସମ୍ପର୍କରେ କଳଙ୍କ ସାଜୁଛି ଦେହ ଲୋଭୀ ଶଶୁର । ବୋହୂର ଶରୀରକୁ ଉପଭୋଗ କରିବାକୁ ଶଶୁର ପାଗଳ ହୋଇ ଯାଉଥିଲା । ଶଶୁର ଜଣକ ସବୁବେଳେ ବୋହୂ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ।

ଶଶୁର ଜଣକ ବୋହୂର ଶରୀରକୁ ଏତେ ଭଲ ପାଇ ଯାଇଥିଲେ ଯେ ତାଙ୍କ ସହ ସମ୍ପର୍କ ରଖିବାକୁ ଶଶୁର ବୋହୂ ଜଣଙ୍କୁ ତାଙ୍କ ପେନସନର ୨୦ ହଜାର ଟଙ୍କା ପ୍ରତି ମାସରେ ଦେବ ବୋଲି ଖୁଲମ୍ ଖୋଲା ଅଫର ଦେଉଥିଲା । ବାହାରକୁ ବାହାରିଲେ ଝିଅ ବୋହୂ ଯୌନ ଶୋଷଣର ଅଧିକାରୀ ହୋଇଥାନ୍ତି । କିନ୍ତୁ ଘରେ ଆଜି ଝିଅ କି ବୋହୂ ସୁରକ୍ଷିତ ନୁହେଁ । ଏହି ବୋହୂ ଜଣକ ଏବେ ଶଶୁର ଜଣଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହି ଶଶୁର ଜଣକ ନାଁରେ ଏବେ ଥାନାରେ ଅଭିଯୋଗ କରାଯାଇଛି ।

ବୋହୂ ଜଣକ ଶଶୁରଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଏହି ଘଟଣା ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଦେଖିବାକୁ ମିଳିଛି । ରଘୁନାଥପୁର ଥାନା ଅନ୍ତର୍ଗତ ଅଯୋଧାପୂର ଗ୍ରାମରେ ଏହି ଲଜ୍ଜ୍ୟା ଜନକ ଘଟଣା ଘଟିଛି । ଏହି ଗାଁର ଜଣେ ଶିକ୍ଷିତ ମହିଳା ଏହି ଅଭିଯୋଗ ଆଣିଥିଲେ । ଏହି ବୋହୂ ଜଣକ ଥାନାରେ ଅନେକ ଥର ଅଭିଯୋଗ ଆଣିବା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି ।

ଆଉ ଏବେ ଏହି ବୋହୂ ଜଣକ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଶଶୁରଙ୍କ କଥାରେ ବୋହୂ ରାଜି ନହେଲେ ତାଙ୍କୁ ମାରପିଟ୍ କରନ୍ତି । ଏହି ଘଟଣା ବହୁତ ଲଜ୍ଜାଜନକ ଅଟେ । ଏହି ବୋହୂ ଜଣକ ସମ୍ବଲପୁରରେ ରୁହନ୍ତି ଆଉ ସେ ଘରକୁ ଯେଉଁ ଦିନ ଆସନ୍ତି ତାଙ୍କ ଉପରେ ଖରାପ ନଜର ପକାଇଥାଏ ଶଶୁର ଆଉ ବୋହୂ ସହ ସମ୍ପର୍କ ଟଖିବ ବୋଲି ପାଗଳ ହୋଇଯାଏ । ଏବେ ଏହି ଘଟଣାକୁ ନେଇ ବୋହୂ ଜଣକ ଅଭିଯୋଗ ଆଣିଛନ୍ତି ଆଉ ଏବେ ଦେଖିବାକୁ ବାକି ରହିଲା ତାଙ୍କୁ କେବେ ନ୍ୟାୟ ମିଳୁଛି ।