ରାହା ଛାଡି କାନ୍ଦୁଛି ଭଉଣୀ, କାନ୍ଦି କାନ୍ଦି କହୁଛି ‘ଏ କଣ କରିଦେଲୁ’ ଭଡା ଘରେ ଝୁଲିପଡିଲେ ଯୁବତୀ, ଜାଣନ୍ତୁ ପୁରା‌ ଘଟଣା

ଏବେ ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଭଉଣୀ ତାର ଭଉଣୀକୁ ହରାଇ କାନ୍ଦି କାନ୍ଦି ରହିଛନ୍ତି । ଭଉଣୀ ଜଣକ ତାର ଭଉଣୀକୁ ହରାଇ ଆଜି ଦୁଃଖରେ ଭାଙ୍ଗି ପଡ଼ିଛି । ରାହା ଛାଡି କାନ୍ଦୁଛି ଭଉଣୀ । ଆଉ କାନ୍ଦି କାନ୍ଦି କହୁଛି ଏ କଣ କରିଦେଲୁ । କାହିଁକି ଏତେ ବଡ ନିଷ୍ପତ୍ତି ନେଇଗଲୁ ? ସମସ୍ତଙ୍କୁ ଏକା କରି ଛାଡି ଗଲା ଭଉଣୀ । ଭଉଣୀ ଏବେ କହୁଛି ଟିକେ ବି ଭାବିଲୁ ନାହିଁ କାହା କଥା ଆଉ ଏଭଳି କାମ କରିଦେଲୁ ।

କଣ ହୋଇଥିଲା ଏହି ବିଷୟରେ ସମସ୍ତଙ୍କୁ କହି ଥାଆନ୍ତୁ କିନ୍ତୁ ଏଭଳି କିଛି କାମ କରିଦେଲୁ ଯାହାକୁ ନେଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ଭଉଣୀ ଆଉ ତାଙ୍କ ପରିବାର । ଏମିତି ଅନେକ କିଛି କହି ଭଉଣୀ ଜଣକ କାନ୍ଦୁଛି । ଆଉ କହୁଛି ତାକୁ ତାର ସୋନାଲି ପାଖକୁ ଛାଡ ଆଉ ସେ ତାକୁ ମନ ଭରି ଦେଖୁ । ଏଭଳି ଅନେକ କିଛି କହି ଏବେ କାନ୍ଦୁଛି ଭଉଣୀ । ସୋନାଲିକୁ ୧୮ ବର୍ଷ ହେଉ ହେଉ ଏଭଳି କିଛି ଘଟିଯିବ ସେକଥା କିଏ ବା ଜାଣିଥିଲା । ନୃତ୍ୟ ଆଉ ସଙ୍ଗୀତରେ ପାରଙ୍ଗମ ଥିଲେ ସୋନାଲି ।

ସେ ସବୁବେଳେ ହସି ହସି ଜୀବନ କାଟୁଥିଲେ । ଆଉ ଏବେ ସମସ୍ତଙ୍କୁ ଅଲବିଦା କହି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ । କାହିଁକି ଏତେ ବଡ ନିଷ୍ପତ୍ତି ନେଇଗଲେ ସୋନାଲି । ସେ ଭଲ ନୃତ୍ୟ କରି ସମସ୍ତଙ୍କ ଭଲପାଇବା ପାଆନ୍ତି ଆଉ ଇନଷ୍ଟାଗ୍ରାମରେ ରିଲ୍ସ କରି ମଧ୍ୟ ଲୋକଙ୍କ ଭଲପାଇବା ପାଆନ୍ତି । ସେ ଆଉ ତାଙ୍କ ସାଙ୍ଗ ଭଡାଘରେ ରହୁଥିଲେ । ବଡସାହି ବ୍ଲକ ଅସ୍ତଝରଣ ଗ୍ରାମର ସୋନାଲି ବାରିକ ବାରିପଦା ସ୍ଥିତ ୱାର୍ଡ ନମ୍ବର ୨୨ ଭିଆଇପି କଲୋନୀରେ ସୋନାଲି ଆଉ ତାଙ୍କ ସାଙ୍ଗ ଭଡା ଘରେ ରହୁଥିଲେ ।

ତାଙ୍କ ସାଙ୍ଗ ଏଭଳି ଅବସ୍ଥାରେ ସୋନାଲିକୁ ଦେଖି କାନ୍ଦି କାନ୍ଦି ରହିଛନ୍ତି । ସ୍ଥାନୀୟ ଲୋକମାନେ ସୋନାଲିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଏବେ ଏହି ଘଟଣାକୁ ଦେଖିବା ପରେ ଥାନାରେ ଅଭିଯୋଗ କରିଥିଲେ ଆଉ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସୋନାଲି ନାଚ ପୋଗ୍ରାମ କରୁଥିଲେ । ଝିଅର ଏଭଳି ମୃତଦେହକୁ ଦେଖି ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର । ତାଙ୍କ ମାଉସୀ ଝିଅ ଭଉଣୀ ତାଙ୍କ ପାଖରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏବେ ଏହି ଘଟଣାର ତଦନ୍ତ କରାଯାଉଛି ।