ବିଶ୍ୱକୁ ଥରାଇଲାଣି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ମୁଣ୍ଡ ଉପରେ ବଡ଼ ବିପଦ, ଜାଣନ୍ତୁ ପୁରା‌ ଖବର

ବାବା ଭେଙ୍ଗା ଦେଇଥିବା ଭବିଷ୍ୟବାଣୀ ବିଷୟରେ ଆପଣମାନେ ତ ଜାଣିଥିବେ । ଏବେ ସେ ଯେଉଁ ଭବିଷ୍ୟବାଣୀ କରିଛନ୍ତି ଯାହାକୁ ନେଇ ସାରା ବିଶ୍ବ ଏବେ ଚିନ୍ତାରେ । ଏବେ ସାରା ବିଶ୍ଵ ଡରି ଗଲାଣି । କେତେବେଳେ କଣ ହେବ କେହି କହିପାରିବେ ନାହିଁ । କେତେବେଳେ କିଏ କାହାକୁ ଆଟାକ କରିବ ଆଉ କାହାର ଜୀବନ ଚାଲିଯିବ ସେକଥା କେହି ଜାଣି ନାହାଁନ୍ତି । କିନ୍ତୁ ସମସ୍ତେ ଜାଣି ସାରିଲେଣି ଯେ ବିପଦ ମାଡି ଆସୁଛି । ବାବା ଭେଙ୍ଗା ଆଜି ପର୍ଯ୍ୟନ୍ତ ଯାହା ଭବିଷ୍ୟବାଣୀ କରିଛନ୍ତି ତାହା କେବେବି ମିଛ ହୋଇନାହିଁ ।

ଯେତେବେଳେ ଏହି ବାବା ଯାହା କହିଛନ୍ତି ତାହା ସବୁବେଳେ ସତ ହୋଇଛି । ଏବେ ସେ ସାରା ବିଶ୍ୱରେ ସବୁ ଚେତାଇ ଦେଇଛନ୍ତି । ମାଡି ଆସୁଛି ବଡ ବିପଦ ଆଉ ଏହି ବିପଦ କଥା ଶୁଣି ଏବେ ସାରା ଦେଶ ବିଦେଶ ଚିନ୍ତାରେ ଅଛନ୍ତି । ଆଉ କିଛି ମାସ ପରେ ଏହି ବର୍ଷ ୨୦୨୫ ମସିହା ଶେଷ ହେବାକୁ ଯାଉଛି । ନୂଆବର୍ଷ ନୂଆ ଉତ୍ସାହ ନେଇକରି ଆସିବ । ଏବେ ୨୦୨୬ ମସିହା ଆସିବା ପୂର୍ବରୁ ବାବା ଭେଙ୍ଗା କହିଥିବା କଥା ଏବେ ସାମ୍ନାକୁ ଆସିଛି ଆଉ ସବୁ କଥା ଚିନ୍ତାରେ ପକାଇଛି ।

ଆଗାମୀ ବର୍ଷ ପାଇଁ ବାବା ଭେଙ୍ଗା କିଛି କଥା କହିଛନ୍ତି । ଆଗାମୀ ବର୍ଷ ତୃତୀୟ ବିଶ୍ଵଯୁଦ୍ଧ, ଏଲିୟନ୍ ସହ ସମ୍ପର୍କ, AI ର ମଣିଷକୁ ନିମନ୍ତ୍ରଣ କରିବାର ଶକ୍ତି ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ପୃଥିବୀର ୭-୮ ପ୍ରତିଶତ ସ୍ଥଳଭାଗ ଧ୍ଵଂସ ହେବ । ତୃତୀୟ ବିଶ୍ଵଯୁଦ୍ଧ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମକୁ ବ୍ୟାପିପାରେ । ଏଥିରେ ପଶ୍ଚିମ ଭାଗ ଧ୍ଵଂସ ହେବା ସହ ଋଷ ରାଷ୍ଟ୍ରପତି ପୁଟିନ ବିଶ୍ଵର ବଡ ନେତା ଭାବରେ ଉଭା ହେବେ ବୋଲି ସୂଚନା ମିଳିଛି । ଏହାସହ ବାବା ଆହୁରି ଅନେକ କିଛି କଥା କହିଛନ୍ତି ।

୨୦୨୬ ମସିହାରେ ଏଲିୟନଙ୍କ ସହ ମଣିଷ ସମ୍ପର୍କ ସ୍ଥାପନ କରିପାରେ । ତାଙ୍କ ଅନୁସାରେ ବାହ୍ୟ ମହାକାଶରୁ ଏକ ବିଶାଳ ମହାକାଶଯାନ ନଭେମ୍ବର ୨୦୨୬ରେ ପୃଥିବୀରେ ପହଞ୍ଚିବ । ଆଉ ଏଲିଏନଙ୍କ ସହ ସମ୍ପର୍କ ସ୍ଥାପନ କରିପାରେ । ଏହାସହ ବାବା AI କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଭବିଷ୍ୟବାଣୀ ହେଉଛି କି ୨୦୨୬ ମସିହାରେ ବଡ ଧରଣର ପ୍ରାକୃତିକ ବିପର୍ଯ୍ୟୟ ହେବ । ଏହି ବଡ ଧରଣର ପ୍ରାକୃତିକ ବିପର୍ଯ୍ୟୟରେ ଅନେକ କିଛି କ୍ଷତି ହେବ । ଦେଖାଯାଉ ବାବାଙ୍କ କଥା ସତ ହେଉଛି ନା ଆଉ କିଛି ।