ଧ୍ୱଂସ ହେବ ୟୁକ୍ରେନ, ପୁରା ବିଶ୍ୱରେ ରାଜ୍ କରିବେ ପୁଟିନ୍‌, ଭାରତର ଅବସ୍ଥା କଣ ହେବ ଜାଣନ୍ତୁ

ପ୍ରଥମ ଥର ଭାରତକୁ ନେଇ ଭବିଷ୍ୟବାଣୀ କରିଲେ ବାବା ଭେଙ୍ଗା । ସେ ମୋଦିଙ୍କୁ ନେଇ ଏଭଳି କିଛି କହିଦେଲେ ଆଉ ଏହାସହ ଚେତାବନୀ ମଧ୍ୟ ଦେଇଛନ୍ତି । ୨୦୨୫ ମସିହାର ଶେଷ ବେଳକୁ ଭୟଙ୍କର ଯୁଦ୍ଧ ହେବ ଆଉ ଧ୍ଵଂସ ପାଇବ ୟୁରୋପୀୟ ଦେଶ । ଧ୍ଵଂସ ହେବ ୟୁକ୍ରେନ ଆଉ ପୁରା ବିଶ୍ୱରେ ରାଜ କରିବେ ପୁଟିନ । ଦେଶକୁ ବୁଡ଼ାଇ ମାରିବ ମୋଦି ୟୁରୋପୀୟ ଦେଶ ସହ ଦୋସ୍ତୀ । ୟୁକ୍ରେନ ଧ୍ଵଂସ ହେବ ଆଉ ପୁରା ବିଶ୍ୱରେ ରାଜ କରିବେ ପୁଟିନ ।

ନିଜର ଆଗୁଆ ଭବିଷ୍ୟବାଣୀ କରୁଥିବା ବାବା ଭେଂଗା ସବୁବେଳେ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ତାଙ୍କର ଭବିଷ୍ୟବାଣୀ ଚର୍ଚ୍ଚାକୁ ଆସିଛି । ସେ ୟୁରୋପ ଦେଶ ବିଷୟରେ ଭବିଷ୍ୟବାଣୀ କରିବା ସହ ଭାରତକୁ ନେଇ କିଛି କଥା କହିଛନ୍ତି । ସେ କହିଛନ୍ତି ପୁରା ଦେଶ ଉପରେ ଭାରି ପଡ଼ିବ ମୋଦିଙ୍କ ଏହି ଘନିଷ୍ଠ ବନ୍ଧୁ । ଏହାସହ ସେ ୨୦୨୫ ମସିହାର ଶେଷ ବେଳକୁ ଭୟଙ୍କର ଯୁଦ୍ଧ ହେବ ବୋଲି କହିବା ସହ ଏହାକୁ ନେଇ ଅନେକ ବାର୍ତ୍ତା ଦେଇଛନ୍ତି ।

ଏହି ଭୟଙ୍କର ଯୁଦ୍ଧରେ ୟୁରୋପର ଏକ ବଡ ଅଂଶ ଧ୍ଵଂସ ହୋଇଯିବ । ଋଷ ପୂର୍ବ ଅପେକ୍ଷା ଆହୁରି ଅଧିକ ଶକ୍ତିଶାଳୀ ହେବ । ଏହି ଯୁଦ୍ଧର ଗମ୍ଭୀର ପ୍ରଭାବ ଭାରତ ଉପରେ ପଡ଼ିବ ବୋଲି ପୁସ୍ତକରେ ଲେଖା ହୋଇଛି । ଏବେ ବାବା ଭେଙ୍ଗା ଏବଂ ନାଷ୍ଟ୍ରୋଡ୍ରମଙ୍କ ବାଣୀ ୟୁରୋପରେ ଏକ ଭୟଙ୍କର ଯୁଦ୍ଧକୁ ଇଙ୍ଗିତ କରୁଛି । ଆଗାମୀ ସମୟରେ ଏହା ବିଶ୍ଵ ସନ୍ତୁଳନକୁ ପ୍ରଭାବିତ କରିପାରେ । ପୂର୍ବରୁ ଅନେକ ଭବିଷ୍ୟବାଣୀ କରିଥିବା ଏହି ଦୁଇଜଣ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ଏହି ଭବିଷ୍ୟବାଣୀ ହେବା ପରେ ଏହା ଏବେ ଆନ୍ତର୍ଜାତିକ ସ୍ତରରେ ଚିନ୍ତା ବଢାଇ ଦେଇଛି । ୟୁରୋପର ଏକ ବଡ ଅଂଶ ଏହି ଯୁଦ୍ଧରେ ଧ୍ଵଂସ ହେବ ବୋଲି ବାବା କହିଛନ୍ତି । ଋଷର ରାଷ୍ଟ୍ରପତି ଆଉ ମୋଦି ବହୁତ ଭଲ ବନ୍ଧୁ । ଏହାସହ ୟୁରୋପ ସହ ମଧ୍ୟ ଭାରତର ଭଲ ସମ୍ପର୍କ ରହିଛି । ବାରମ୍ବାର ବାବାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ହେଉଛି । ଏବେ ବାବାଙ୍କ ଭବିଷ୍ୟବାଣୀ ସତ୍ୟ ହୋଇପାରେ । ଏହାକୁ ଜାଣି ଅଣଦେଖା କରିବା ଠିକ୍ ନୁହେଁ । ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।