ଆଉ ସମ୍ଭାଳି ପାରିଲେ ନାହିଁ ବ୍ରହ୍ମଚର୍ଯ୍ୟ! ଇସ୍କନ ମଠରେ ମହିଳାଙ୍କୁ ମାଡ଼ିବସି ଦୁ-ଷ୍କର୍ମ କଲେ! ଜାଣନ୍ତୁ ପୁରା ଘଟଣା

ଧରାପଡ଼ିଲେ ଯୌନ କେଳେଙ୍କାରୀ ବାବା। ଚର୍ଚ୍ଚାରେ ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ନାମ ମଠ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଢେଙ୍କାନାଳର ବାବା ମଧୁମଙ୍ଗଳ ଦାସ ଗିରଫ ହୋଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ପରେ ବାବା ଫେରାର୍ ଥିଲେ। ମାତ୍ର ମଠକରଗୋଳା ଗ୍ରାମବାସୀ ବାବାଙ୍କୁ କାବୁ କରି କାମାକ୍ଷାନଗର ପୁଲିସର ଜିମା ଦେଇଛନ୍ତି। ସୂଚନାନୁଯାୟୀ, ଶୁକ୍ରବାର ଠାରୁ କାମକ୍ଷାନଗର ପୁଲିସ ବାବା ମଧୁମଙ୍ଗଳ ଦାସଙ୍କ ଗୋବିନ୍ଦ ଭୋଜନାଳୟ ନାମକ ଏକ ହୋଟେଲ ଓ … Read more

ନିଜେ ନିଜର କ୍ରେଡିଟ୍ ନେଉଥିଲେ ହେଲେ ଫାଙ୍କିଦେଲା ଭାରତ, ଜଣାପଡିଲା ଟାରିଫ୍ ବଢାଇବାର କାରଣ, ଜାଣନ୍ତୁ ପୁରା‌ ଖବର

ୟୁକ୍ରେନ୍ରେ ରୁଷର ଯୁଦ୍ଧର ସମାପ୍ତି ଲକ୍ଷ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରସ୍ପରକୁ ଭେଟିବେ । ୩ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ବିରତି ଲଗାଇବା ପାଇଁ ରୁଷ ଉପରେ ଚାପ ପକାଇବା ନିମନ୍ତେ ଭାରତକୁ ଟାର୍ଗେଟ କରି ଆସିଛନ୍ତି ଟ୍ରମ୍ପ । ରୁଷ ତେଲ କ୍ରୟକୁ ବିରୋଧ କରି ଭାରତ ଉପରେ ମୋଟା ଟାରିଫ୍ ଲଗାଇ ଚାଲିଛନ୍ତି । ଏବେ ଆମେରିକା ଟ୍ରେଜେରି … Read more

ଇଏ ସେହି କୋଟିପତି ପରିବାରର ଝିଅ, ଯାହାଙ୍କୁ ଅର୍ଜୁନ ତେନ୍ଦୁଲକର ବିବାହ କରିବାକୁ ଯାଉଛନ୍ତି, ଜାଣନ୍ତୁ

କ୍ରିକେଟର ଅର୍ଜୁନ ତେନ୍ଦୁଲକର ଆଜିକାଲି ଖବରର ଶିରୋନାମାରେ ଅଛନ୍ତି। କିନ୍ତୁ, ଏଥର ସଚିନ ତେନ୍ଦୁଲକରଙ୍କ ପୁଅ କ୍ରିକେଟ ପାଇଁ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ। ୨୫ ବର୍ଷୀୟ ଅର୍ଜୁନ ତେନ୍ଦୁଲକରଙ୍କର ଅଗଷ୍ଟ ୧୩ ତାରିଖରେ ନିର୍ବନ୍ଧ ହୋଇଛି। ସେ ମୁମ୍ବାଇର ପ୍ରସିଦ୍ଧ ଶିଳ୍ପପତି ରବି ଘାଇଙ୍କ ନାତୁଣୀ ସାନିଆ ଚାନ୍ଦୋକଙ୍କୁ ମୁଦି ପିନ୍ଧାଇ ସାତ ଜନ୍ମର ସାଥି ଭାବେ ବାଛି ନେଇଛନ୍ତି। ଅର୍ଜୁନଙ୍କ ପିତା ସଚିନଙ୍କୁ ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଗଣନା କରାଯାଏ। … Read more

ଜନ୍ମାଷ୍ଟମୀରେ ଗ୍ରହଙ୍କ ଦୁର୍ଲଭ ଯୋଗ, ସଫଳତାର ଶିଖର ଛୁଇଁବେ ଏହି ୩ଟି ରାଶିର ଲୋକମାନେ

ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ସାରା ବିଶ୍ବରେ ଆନନ୍ଦ ଉଲ୍ଲାସରେ ପାଳନ‌କରାଯାଉଛି। ଏଥର ଅଗଷ୍ଟ ୧୫ରେ ପଡିଛି ଜନ୍ମାଷ୍ଟମୀ। ଏହାର ୨ ଦିନ ପରେ ୧୭ ଅଗଷ୍ଟରେ ଗ୍ରହଙ୍କ ରାଜା ସୂର୍ଯ୍ୟ ନକ୍ଷତ୍ର ପରିବର୍ତ୍ତନ କରିବେ । ଜ୍ୟୋତିଷ ଗଣନାନୁସାରେ ସୂର୍ଯ୍ୟ ୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ । ଯାହା କେତୁଙ୍କ ଗ୍ରହ ନକ୍ଷତ୍ର ବୋଲି କୁହାଯାଏ । ସୂର୍ଯ୍ୟଙ୍କ କେତୁଙ୍କ ନକ୍ଷତ୍ରରେ ପ୍ରବେଶର ପ୍ରଭାବ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । … Read more

ବ୍ରିଟିଶମାନେ ଭାରତକୁ କାହିଁକି ଅଗଷ୍ଟ ୧୪ ମଧ୍ୟରାତ୍ରିରେ ହିଁ କ୍ଷମତା ହସ୍ତାନ୍ତର କରିଥିଲେ, ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଜାଣିବା ଉଚିତ୍

ଆମେ ଜାଣିଛୁ ଯେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଠିକ୍ ମଧ୍ୟରାତ୍ରିରେ ଭାରତ ସ୍ୱାଧୀନତା ପାଇଥିଲା। ଘଡ଼ିରେ ରାତି ୧୨ଟା ବାଜିବାମାତ୍ରେ ଭାରତର ସ୍ୱାଧୀନତା ଘୋଷଣା ହୋଇଥିଲା। ତେବେ ଆମେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରିଥାଉ। ପ୍ରଶ୍ନ ଉଠୁଛି ଯଦି ଅଗଷ୍ଟ ୧୪ ରାତି ୧୨ଟାରେ ସ୍ୱାଧୀନତା ଘୋଷଣା କରାଯାଏ, ତେବେ ଆମେ ପ୍ରତିବର୍ଷ ଏହି ଦିନରେ ସ୍ୱାଧୀନତା ପାଳନ କରୁନାହୁଁ କାହିଁକି? ପ୍ରଶ୍ନ ଉଠୁଛି, ଯେତେବେଳେ କୌଣସି ଦେଶର ନୂଆ ଭାଗ୍ୟ … Read more

ହୃଦଘାତ ଆରମ୍ଭ ହେବାର ଏକ ୧୨ ପୂର୍ବରୁ ଶରୀର ଅନେକ ସଙ୍କେତ ଦେଇଥାଏ, ଆପଣ ଠାରେ ନାହିଁ ତ ଏହିସବୁ ସଙ୍କେତ

ହୃଦଘାତ ଆରମ୍ଭ ହେବାର ଏକ ୧୨ ପୂର୍ବରୁ ଶରୀର ଅନେକ ସଙ୍କେତ ଦେଇଥାଏ। ସେଗୁଡ଼ିକୁ ବୁଝିବା ଦ୍ୱାରା ଆପଣ ଏହାର ଗମ୍ଭୀରତାକୁ ଏଡ଼ାଇ ପାରିବେ। ମହିଳା ଓ ପୁରୁଷଙ୍କଠାରେ ହୃଦଘାତର ଲକ୍ଷଣ ସମାନ; କିନ୍ତୁ ମହିଳାମାନଙ୍କଠାରେ ଏହି ଲକ୍ଷଣଗୁଡ଼ିକୁ ଚିହ୍ନିବା ପୁରୁଷଙ୍କ ଅପେକ୍ଷା ଅଧିକ କଷ୍ଟସାଧ୍ୟ। ଆମ ଦେଶରେ ଆଜିର ପରିସ୍ଥିତିରେ ୨୪ ବର୍ଷ ବୟସ୍କା ଯୁବକମାନେ ହୃଦଘାତ ହେତୁ ପ୍ରାଣ ହରାଉଛନ୍ତି। ଏହା ଏକ ଏପରି ସମସ୍ୟା ଯାହା ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ … Read more

‘ଫୋନ କର, ନହେଲେ ହେବ ମହାତାଣ୍ଡବ’ ଶ୍ରୀମନ୍ଦିର ପ୍ରତି ଆସୁଛି ବିପଦ! ମନ୍ଦିର କାନ୍ଥରେ ଆତଙ୍କବାଦୀଙ୍କ ଧମକ, ଜାଣନ୍ତୁ ପୁରା‌ ଖବର

ଶ୍ରୀମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ ଧମକ ଚେତାବନୀ । ପରିକ୍ରମା ମାର୍ଗରେ ଥିବା ବୁଢ଼ୀ ମା’ ମନ୍ଦିର କାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଲେଖାଯାଇଛି । ଏଥି ସହିତ ଫୋନ୍ ନମ୍ୱର ମଧ୍ୟ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦିଆଯାଇଛି । ଯାହାକୁ ନେଇ ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସେପଟେ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ପୁରୀ ପୋଲିସ । ତେବେ ଅଟକ ଥିବା ବ୍ୟକ୍ତି ସାମାନ୍ୟ … Read more

ଶଶୂର ନିଜ ବୋହୁ ସହ ଶାରୀରିକ ସମ୍ପର୍କ ରଖିବାକୁ ପାଗଳ, ଘରକୁ ଗଲେ ଭୟ ଲାଗୁଛି, ସ୍ୱାମୀ ନଥିବା ବେଳେ ମୋ ସହ…

ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ କିଛି ଖବର ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି କି ଶଶୁର ହୋଇ ବୋହୂ ସହ ଏଭଳି କିକି କାଣ୍ଡ କରିଛନ୍ତି । ଘରେ ସ୍ଵାମୀ ନଥିବା ବେଳେ ବୋହୂର ଶରୀରକୁ ଦେଖି ପାଗଳ ହୋଇ ଯାଉଥିଲା ଶଶୁର । ଶଶୁର ଆଉ ବୋହୂ ପବିତ୍ର ସମ୍ପର୍କରେ କଳଙ୍କ ସାଜୁଛି ଦେହ ଲୋଭୀ ଶଶୁର । ବୋହୂର ଶରୀରକୁ … Read more

ଡାକ୍ତର ଜ୍ୱାଇଁ ସାଜିଲା ଶାଶୁର କିଲର୍, ୨୦ ଖ-ଣ୍ଡ କରି ଫୋପାଡିଦେଲା ଡାକ୍ତର ଜ୍ୱାଇଁ, ଏମିତି ଧରା ପକାଇଦେଲା କୁକୁର

କର୍ଣ୍ଣାଟକର ତୁମକୁରୁ ଜିଲାର କୋରଟଗେରେରୁ ହଇଚଇ ସୃଷ୍ଟି କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ବିଷୟରେ ଜାଣି ଯେ କେହି ମଧ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି । ଏଠାରେ ଜଣେ ଦାନ୍ତ ଡାକ୍ତର ନିଜର ୨ ସାଥୀଙ୍କ ସହ ମିଶି ନିଜ ଶାଶୁକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏହାପରେ ମୃତଦେହକୁ ୧୯ ଖଣ୍ଡ କରି ଭିନ୍ନ ଭିନ୍ନ ସ୍ଥାନରେ ପକାଇଥିଲା । ପୁଲିସ ଏହି ମାମଲାରେ ୩ ଜଣ … Read more

ପ୍ରତିଦିନ ଆମିଷ ଖାଉଥିଲେ ସାବଧାନ! ହୋଇପାରନ୍ତି ଏହିସବୁ ଗମ୍ଭୀର ରୋଗର ଶିକାର

ପ୍ରତିଦିନ ଆମିଷ ଖାଇବା ଦ୍ୱାରା ମଣିଷ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରେ । ଏହି ଅଧ୍ୟୟନ ଅନୁଯାୟୀ, ୪୭୫୦୦ ଲୋକଙ୍କୁ ୮ ବର୍ଷ ଧରି ପ୍ରତିଦିନ ମାଛ ମାଂସ ଖାଇବାକୁ ଦିଆଯାଇଥିଲା । ପ୍ରତିଦିନ ନନ୍-ଭେଜ ଖାଇବା ଦ୍ୱାରା ସେମାନଙ୍କ ମଧ୍ୟରେ ବହୁତ ପରିବର୍ତ୍ତନ ଆସିଥିଲା । ଅଧ୍ୟୟନରେ ସାମିଲ ଥିଲା ଲୋକମାନେ ଅନେକ ପ୍ରକାରର ରୋଗରେ ପୀଡିତ ଥିଲେ କିମ୍ବା ଗମ୍ଭୀର ରୋଗର ବିପଦ ଲକ୍ଷଣ ଦେଖାଇଥିଲେ । ଅକ୍ସଫୋର୍ଡର ଏହି ଗବେଷଣା ଅନୁଯାୟୀ, … Read more