ରୋଡ଼ରେ ପ୍ରେମିକକୁ ଶକ୍ତ ଚାପୁଡ଼ା ମାରିଲା ପ୍ରେମିକା, ହେଲେ କାହିଁକି… ଦେଖନ୍ତୁ ଭିଡିଓ

ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଯୁଗରେ ପ୍ରେମିକ ଆଉ ପ୍ରେମିକା ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ପ୍ରେମ ବିଶ୍ୱାସ ଆଉ ଭରଷାରେ ହୋଇଥାଏ । ଆଉ ପ୍ରେମରେ ଯିଏ ମିଛ କଥା କହିଥାଏ ତାଠାରୁ ଖରାପ ଏହି ସମାଜରେ କେହି ନାହାନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ପ୍ରେମିକ … Read more

ୟୁଟ୍ୟୁବ୍‌ର ନୂଆ ମନିଟାଇଜେସନ୍ ପଲିସି, ଏଣିକି ଏହିସବୁ ଭିଡିଓ ହେବନି ମନିଟାଇଜ୍, ମିଳିବନି ଟଙ୍କାଟାଏ ବି

ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ । ଏହା ଆଗାମୀ ଦିନରେ କପି ଏବଂ ରିପିଟ୍ ବିଷୟବସ୍ତୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହି ନୂଆ ନିୟମ ଆସନ୍ତା ଜୁଲାଇ ୧୫ ତାରିଖଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ଏହି ନୂଆ ନୀତିରେ ବହୁଳ ଭାବରେ ପୁନଃବ୍ୟବହୃତ କଣ୍ଟେଣ୍ଟ ଉପରେ ରୋକ୍ ଲାଗିବ । ଏନେଇ ପ୍ଲାଟଫର୍ମ ବିଶେଷ ଧ୍ୟାନ ଦେଉଛି । ସଂଶୋଧିତ ନିର୍ଦ୍ଦେଶାବଳୀ ୟୁଟ୍ୟୁବର ଅଫିସିଆଲ୍ ପେଜ୍ରେ ପ୍ରକାଶିତ ହୋଇଛି … Read more

ଜୁଲାଇ ୧୬ରେ ୟେମେନରେ ଫାଶୀ ପାଇବେ ଭାରତୀୟ ମହିଳା ନର୍ସ, କାହିଁକି ଜାଣିଲେ ତାଜୁବ୍ ହେବେ

କେରଳର ନିମିଶା ପ୍ରିୟା । ପାଠପଢ଼ା ସାରି ୟେମେନକୁ ଚାଲିଯାଇଥିଲେ । ସେଠାରେ ଜଣେ ଲୋକପ୍ରିୟ ନର୍ସ ଭାବେ ନିଜର ପରିଚୟ ମଧ୍ୟ ବନାଇଥିଲେ । ନର୍ସ ଜଣକ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ନର୍ସ ଜଣକ ଏବେ ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଛନ୍ତି । ୟେମେନ ଅଞ୍ଚଳରେ ଫାଶୀ ଖୁଣ୍ଟରେ ଝୁଲିବେ ଭାରତୀୟ ନର୍ସ । ଆସନ୍ତା ୧୬ ତାରିଖରେ ୟେମେନରେ ଫାଶୀ ଖୁଣ୍ଟରେ … Read more

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର, ପୁଣି ଏତେ ଟଙ୍କା ବଢିବ ମୋବାଇଲ ରିଚାର୍ଜ ମୂଲ୍ୟ

ଆଜିର ସମୟରେ ସାରା ବିଶ୍ୱରେ ମୋବାଇଲ ଏକ ଅତ୍ୟାବଶକୀୟ ସାମଗ୍ରୀ ହୋଇସାରିଛି । ଖାଦ୍ୟ, ବସ୍ତ୍ର ବାସଗୃହ ଓ ଔଷଧ ଭଳି ସ୍ମାର୍ଟ ଫୋନ ଏବେ ବିଶ୍ୱର ଅଧାରୁ ଅଧିକ ମଣିଷଙ୍କ ପାଇଁ ନିହାତି ଜରୁରୀ ହୋଇପଡିଛି । ହେଲେ ଏହି ଫୋନର ରିଚାର୍ଜ ପ୍ରଥମରୁ ମାସିକ ୯୯ ଟଙ୍କା ଥିବା ବେଳେ ଇଣ୍ଟରନେଟ୍ ପ୍ରୋଭାଇଡର କମ୍ପାନିମାନେ ଦିନକୁ ଦିନ ରିଚାର୍ଜ ମୂଲ୍ୟକୁ ଅହେତୁକ ଭାବେ ବୃଦ୍ଧି କରିବାରେ ଲାଗିଛନ୍ତି । ଭାରତୀୟ ଟେଲିକମ୍ ମନ୍ତ୍ରଣାଳୟ ଚୁପ୍ … Read more

ସମ୍ମତିବିନା ସମ୍ବନ୍ଧ ରଖିବାକୁ ପାର୍ଟନର ବାଧ୍ୟ କରୁଥିଲେ ସାବଧାନ ରୁହନ୍ତୁ, ଜାଣନ୍ତୁ କ୍ଷତି ବିଷୟରେ

ଯେକୌଣସି ସମ୍ପର୍କର ମୂଳଦୁଆ ପାରସ୍ପରିକ ବୁଝାମଣା, ବିଶ୍ୱାସ ଏବଂ ସମ୍ମତି ଉପରେ ଆଧାରିତ । ଯଦି ଆପଣଙ୍କ ସାଥୀ ଆପଣଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାରମ୍ବାର ଚାପ ପକାନ୍ତି ଏବଂ ଆପଣଙ୍କ ଭାବନା କିମ୍ବା ସାନ୍ତ୍ୱନାକୁ ସମ୍ମାନ ଦିଅନ୍ତି ନାହିଁ, ତେବେ ଏହା ଏକ ସତର୍କ ଘଣ୍ଟି ଯାହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଶାରୀରିକ ସମ୍ପର୍କରେ ଉଭୟଙ୍କ ସମ୍ମତି ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେ ସାଥୀଙ୍କ ଉପରେ ଚାପ ପକାଯାଏ, … Read more

ବେଳାଭୂମିରେ ସୁନ୍ଦରୀ ଯୁବତୀ ଦେଖି ମାଡି ବସୁଥିଲେ ଅସାମାଜିକ ଯୁବକମାନେ, ବଞ୍ଚାଇଦେଲେ ଲୋକେ, ଦେଖନ୍ତୁ ଭିଡିଓ

ଅସୁରକ୍ଷିତ ଡଗରା ସମୁଦ୍ର ବେଳାଭୂମି। ବୁଲିବାକୁ ଆସିଥିବା ଦୁଇ ବଙ୍ଗୀୟ ଦମ୍ପତିଙ୍କୁ ସ୍ଥାନୀୟ ଯୁବକଙ୍କ ଅସଦାଚରଣ। ମାଡ଼ ମରିବା ସହ କଲେ ଦୁର୍ବ୍ୟବହାର। ଭାଇରାଲ୍ ଭିଡିଆରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ। ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ପୁଣି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଡଗରା ସମୁଦ୍ର ବେଳାଭୂମିକୁ ଗତ ଦୁଇଦିନ ତଳେ ପଶ୍ଚିମବଙ୍ଗର … Read more

ଗ୍ୟାଙ୍ଗରେ ରହି ଡନ୍‌ର ସ୍ତ୍ରୀକୁ ସହ ହୋଇଗଲା ପ୍ରେମ, ଲୁଚିଛପି ଯାଉଥିଲା ରୋମାଣ୍ଟିକ ଡେଟ୍‌, ଆଉ ତାପରେ ଯାହା ଘଟିଲା ଜାଣନ୍ତୁ

ଡେଟ୍‌ରେ ଗଲା ବେଳେ ଦୁର୍ଘଟଣାରେ ଚାଲିଯାଇଥିଲା ପ୍ରେମିକା ଓରଫ ଡନ୍‌ ସ୍ତ୍ରୀର ଜୀବନ। ତା’ ପରେ ସବୁ ହୋଇଯାଇଥିଲା ଗୋଳମାଳ। ଏବେ ସେହି ଧୋକାବାଜ ସଦସ୍ୟଙ୍କୁ ଖୋଜୁଛନ୍ତି ୪୦ ସୁଟର୍‌। ମହାରାଷ୍ଟ୍ର ନାଗପୁରର ଜଣାଶୁଣା କୁଖାତ୍ୟ ଇପ୍ପା ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ସଦସ୍ୟ ଅର୍ସଦ ଟୋପି। ତା’ପଛରେ ଏବେ ୪୦ ସୁଟର୍‌ ପଡିଛନ୍ତି। ତାଙ୍କୁ ଜୀବନ୍ତ କିମ୍ବା ମୃତ ଧରିବାକୁ ଜାରି ହୋଇଛି ଫରମାନ୍‌। ଆଉ ଏହି ଫରମାନ୍‌ ଜାରି କରିଛି ଖୋଦ୍‌ ଗ୍ୟାଙ୍ଗ ମୁଖଆ ତଥା … Read more

ଆସନ୍ତା କାଲି ୯ରେ ଟ୍ରେଡ୍ ୟୁନିୟନ ଡାକରାରେ ଭାରତ ବନ୍ଦ, ଜାଣନ୍ତୁ କାହିଁକି ଏ ଷ୍ଟ୍ରାଇକ୍ ଓ କ’ଣ ଖୋଲା, କ’ଣ ବନ୍ଦ

ଜୁଲାଇ ୯ ତାରିଖ ଅର୍ଥାତ ଆସନ୍ତା କାଲି ଭାରତ ବନ୍ଦର ଡାକରା ଦେଇଛି ମିଳିତ ଟ୍ରେଡ୍ ୟୁନିୟନ । ତେଣୁ ଏହି ଷ୍ଟ୍ରାଇକକୁ ନେଇ ପ୍ରଥମେ ଜାଣିବା ଆସନ୍ତା କାଲି କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ । ଏହି ଷ୍ଟ୍ରାଇକରେ ଆସନ୍ତା କାଲି ଦେଶର ସମସ୍ତ ଘରୋଇ ଓ ଜାତୀୟକରଣ ବ୍ୟାଙ୍କ ବନ୍ଦ ରହିବ । କାରଣ ବ୍ୟାଙ୍କ କର୍ମଚାରୀମାନେ ଏହି ଷ୍ଟ୍ରାଇକରେ ସାମିଲ ହେଉଛନ୍ତି । ଦେଶର ୧୦ ଟି ପ୍ରମୁଖ … Read more

ଏ ମହିଳାଙ୍କୁ ଟିକେ ଭଲ କରି ଦେଖନ୍ତୁ ଆଉ କୁହନ୍ତୁ, ଇଏ ଜଣେ ବିଦେଶିନୀ ନା ଖାଣ୍ଟି ଓଡିଆଣୀ ! ଦେଖନ୍ତୁ ଭିଡିଓ

ଆପଣମାନେ ସମସ୍ତେ ତ ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଦେଖିଥିବେ । ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସୁନାବେଶ ନୀତି ସମ୍ପନ୍ନ ହୋଇଯାଇଛି । ସୁନାରେ ସଜାଇ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁଙ୍କ ରାଜା ରାଜକୀୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ଲାଗିଥିଲା । ଜୁନ ୨୭ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦିନ ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହି ଦୃଶ୍ୟ ହେଉଛି ଯେଉଁ ସ୍ଥାନରେ ଭକ୍ତମାନେ ଜୋତା ପିନ୍ଧି ଯାଇଥିଲେ ସେହି … Read more

ରାଉରକେଲା ଜେପି ହସ୍ପିଟାଲରେ ମହିଳାଙ୍କୁ ଶାରୀରିକ ନିର୍ଯ୍ୟାତନା, ସମ୍ପର୍କ ରଖିବାକୁ ମନାକରିବାରୁ ମାଡ଼ ମାରିଲେ, ଜାଣନ୍ତୁ ପୁରା‌ ଘଟଣା

ପୁଣି ବିବାଦ ଘେରରେ ରାଉରକେଲା ର ଘରୋଇ ଜୟ ପ୍ରକାଶ ହସ୍ପିଟାଲ ! କର୍ତ୍ତୃପକ୍ଷଙ୍କ ନିର୍ଯ୍ୟାତନା ସହି ନପାରି ଉଦିତନଗର ଥାନାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନାମରେ ଲିଖିତ ଅଭିଯୋଗ ଦେଲେ ମହିଳା ! ମହିଳାଙ୍କ ଏଫଆଇର ପରେ ହସ୍ପିଟାଲରେ କାମ କରୁଥିବା ମହିଳା କର୍ମଚାରୀଙ୍କ ସୁରକ୍ଷା କୁ ନେଇ ଉଠିଲା ପ୍ରଶ୍ନ ! ଏଫଆଇର ର ତିନି ପରେ ମଧ୍ୟ ନୀରବ ଉଦିତନଗର ପୋଲିସ ! ରାଉରକେଲା ସହରର ଏହି ପ୍ରତିଷ୍ଠିତ ଘରୋଇ ଡାକ୍ତରଖାନା ମ୍ୟାନେଜିଙ୍ଗ ଡାଇରେକ୍ଟର … Read more