କାହିଁକି ନିଜ ଭାଇଙ୍କୁ ଗରିବୀରେ ଛାଡି ନିଜେ ଆଲିଶାନ ଜୀବନ ବିତାଉଛନ୍ତି ଅମିତାଭ ବଚ୍ଚନ ? ସତ ଜାଣି ହେବେ ତାଜୁବ୍

ବଲିଉଡ୍ ଜଗତକୁ ନେଇ କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ବଲିଉଡ୍ ଜଗତର ମହାନ୍ କଳାକାର ଅମିତାଭ ବଚ୍ଚନଙ୍କୁ ତ ଜାଣିଥିବେ । ଏହି କଳାକାର ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ସେ ତାଙ୍କ ଅଭିନୟ ଦ୍ୱାରା ଲୋକଙ୍କ ଭଲପାଇବା ପାଇଛନ୍ତି । ଏବେ ତାଙ୍କୁ ନେଇ କିଛି ଖବର ଆସିଛି ।

ଅଭିନେତା ଅମିତାଭ ବଚ୍ଚନ ଏବେ ରାଜା ଭଳି ସମୟ ବିତାଉଛନ୍ତି । ସେ ବହୁତ ହସଖୁସିରେ ଥିବା ବେଳେ ତାଙ୍କ ଭାଇମାନେ କିଭଳି ଅଛନ୍ତି ସେ ଟିକେ ବି ପଚାରୁ ନାହାଁନ୍ତି । କାହିଁକି ସେ ତାଙ୍କ ଭାଇମାନଙ୍କୁ ପଚାରୁ ନାହାଁନ୍ତି ? ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି । ଅଭିନେତା ଅମିତାଭ ବଚ୍ଚନଙ୍କ ସମ୍ପର୍କୀୟ ଦୁଇ ଓଳି ଦୁଇ ମୁଠା ଖାଇବାକୁ ସଙ୍ଘର୍ଷ କରୁଛନ୍ତି । ଏହି ସୁପର ଷ୍ଟାର ଜଣକ ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ହିନ୍ଦୀ ସିନେମାରେ ରାଜ କରି ଆସୁଛନ୍ତି । ତାଙ୍କର ଲୋକପ୍ରିୟତା କେବଳ ଭାରତ ନୁହେଁ ବରଂ ଭାରତ ବାହାରେ ବି ରହିଛି ।

ସେ ଅନେକ ଫିଲ୍ମ ଆଉ ଆଡ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି । ସେ ଫିଲ୍ମରେ ଅଭିନୟ କରି ମୋଟା ଅଙ୍କର ଟଙ୍କା ରଖିଛନ୍ତି । ଅମିତାଭ ବଚ୍ଚନଙ୍କ ସନ୍ତାନମାନେ ଖୁବ୍ ଆରାମରେ ରହୁଥିବା ବେଳେ ବଚ୍ଚନ ପରିବାରରେ ଏଭଳି କେହି ଅଛନ୍ତି ଯିଏ ଦି ଓଳି ଦି ମୁଠା ଖାଇବାକୁ ସଙ୍ଘର୍ଷ କରୁଛି । ଦାରିଦ୍ର୍ୟରେ ଜୀବନ କାଟନ୍ତି ଅମିତାଭ ବଚ୍ଚନଙ୍କ ଭାଇଙ୍କ ପରିବାର । ଯାହାଙ୍କ ନାମ ହେଉଛି ଅନୁପ ରାମଚନ୍ଦ୍ରନ୍ । ଅମିତାଭ ବଚ୍ଚନଙ୍କ ପିତାଙ୍କ ବଡ ଭଉଣୀଙ୍କ ପୁଅ ରାମଚନ୍ଦ୍ରନଙ୍କ ପୁଅ ତୃତୀୟ ହେଉଛି ଅନୁପ ରାମଚନ୍ଦ୍ରନ୍ ।

ଅନୁପ ରାମଚନ୍ଦ୍ରନଙ୍କ ଆର୍ଥିକ ସ୍ଥିତି ବହୁତ ଦୁର୍ବଳ । ଅନୁପ ନିଜ ଘରେ ହରି ବଚ୍ଚନଙ୍କ ଘରେ ରହୁଛନ୍ତି । ମିଡ଼ିଆ ରିପୋର୍ଟ ଅନୁସାରେ କିଛି ବର୍ଷ ତଳେ ଜମିବାଡ଼ିକୁ ନେଇ ଅମିତାଭ ବଚ୍ଚନ ଏବଂ ରାମଚନ୍ଦ୍ରନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଅମିତାଭ ବଚ୍ଚନ ତାଙ୍କ ଜୀବନରେ ଆଗକୁ ବଢ଼ିଗଲେ ଆଉ ଏବେ ସେ ବହୁତ ଭଲରେ ଅଛନ୍ତି । ଏବେ ସେ ୮୧ ବର୍ଷ ବୟସରେ ପହଞ୍ଚିଛନ୍ତି । କିନ୍ତୁ ଅନୁପ ଏବେବି ଦାରିଦ୍ର୍ୟରେ ଅଛନ୍ତି ଆଉ ଦରିଦ୍ରତାର ସହ ରହିଛନ୍ତି ।

ଅଭିଷେକ ବଚ୍ଚନଙ୍କ ବିବାହ ବେଳକୁ ଅନୁପଙ୍କୁ ଡକା ଯାଇଥିଲା କିନ୍ତୁ ସେ ଦାରିଦ୍ର୍ୟରେ ଅଛନ୍ତି ବୋଲି ଯାଇପାରି ନଥିଲେ । ଯଦି ଅମିତାଭ ବଚ୍ଚନଙ୍କ ସହିତ ତାଙ୍କର ସମ୍ପର୍କ ଭଲ ଥାଆନ୍ତା ତାହେଲେ ତାଙ୍କୁ ହୁଏତ ଦାରିଦ୍ର୍ୟ ଭୋଗ କରିବାକୁ ପଡ଼ି ନଥାନ୍ତା । ଏହା ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।