ଏକଲା ପାଣ୍ଡିଆନ୍ ଶହେ ନେତାଙ୍କ ଉପରେ ଭାରି, ମଇଦାନକୁ ଫେରିଲେ ଘଟିବ ବଡ ଘଟଣା! ଜାଣନ୍ତୁ ପୁରା ଖବର

ଏକୁଟିଆ ପାଣ୍ଡିଆନ ଶହେ ନେତାଙ୍କ ଉପରେ ଭାରି । ଫର୍ମକୁ ଫେରିଲେ ପାଣ୍ଡିଆନ ପୁଣି ମଇଦାନରେ କରିବେ ଖେଳ । ସନ୍ୟାସୀ କହିଲେଣି ଅନେକ କିଛି କଥା । ସନ୍ୟାସୀ ଅନେକ କିଛି କଥା କହୁଛନ୍ତି । ସୁଜାତାକୁ ଅପମାନ ଆଉ ରାଜାଙ୍କ ଉପରେ ଗର୍ଜିଲେ ପାଣ୍ଡିଆନ ।

ନବୀନଙ୍କୁ ଦେଖା କରିବାକୁ ଯାଇଥିଲେ କିନ୍ତୁ ପାଣ୍ଡିଆନ ତାଙ୍କୁ ଗଳା ଧକ୍କା ଦେଇ ବାହାର କରିଦେଲେ । ଶୁଣି ଶୁଣି ରହିଲେ ଆଉ ଶେଷରେ ଫର୍ମକୁ ଫେରିଲେ ପାଣ୍ଡିଆନ । ସମସ୍ତଙ୍କୁ ଦଳରୁ ଆଉଟ୍ କରିବେ ଆଉ ରାଜ କରିବେ ସ୍ଵାମୀ ସ୍ତ୍ରୀ । ଦୁଇଦିନ ହେଲା ନବୀନ ପଟ୍ଟନାୟକ ମେଡ଼ିକାଲରେ କିନ୍ତୁ ଏହି ଖବର ବିଷୟରେ ଜାଣି ନାହାଁନ୍ତି ରାଜ୍ୟବାସୀ । ଏହି ବିଷୟରେ ସୁଜାତାଙ୍କୁ ଗୋଟିଏ ପ୍ରଶ୍ନ ପଚରା ଯାଇଥିଲା । ଆଉ ଏହାପରେ ଏହି ତାଙ୍କ ସ୍ଵାମୀ ଦଳକୁ ଆସିଲେ ଆଉ ଏହାର ଜବାବ ଦେଲେ ।

ଏହାପରେ ପାଣ୍ଡିଆନ କହୁଛନ୍ତି ତାଙ୍କ ସହ ପଲଟିକସ କରିବ ତ ସେ ଖରାପ ହେବେ । ଏହି ସବୁ କଥା ଶୁଣିବା ପରେ ସବୁ ନେତା ଚୁପ୍ ହୋଇ ଯାଇଛନ୍ତି । ଏବେ ପ୍ରଶ୍ନ ଆସୁଛି କି କାହିଁକି ଦଳୀୟ ନେତା ପାଣ୍ଡିଆନଙ୍କୁ ଭୟ କରୁଛନ୍ତି ? ନେତା ମାନଙ୍କର ପଦ ଚାଲିଯିବା ନା ନିଜର ଫର୍ଦ୍ଦାଫାସ ହେବାର ଭୟ । ନେତାଙ୍କ କଳା କାରନାମାର ଚିଠା ଅଛି କି ଅଘୋଷିତ ସର୍ବେସର୍ବାଙ୍କ ହାତରେ ? କାହିଁକି ପାଣ୍ଡିଆନଙ୍କ ହାତରେ ନେତାଙ୍କ ଚୁଟି ମୁଠା ? ଯେଉଁଥିପାଇଁ ବେକରେ ଗାମୁଛା ପକାଇ କରାଉଛନ୍ତି ହଳ ।

ଅସୁସ୍ଥ ହୋଇ ଏବେ ନବୀନ ପଟ୍ଟନାୟକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ମେଡ଼ିକାଲକୁ ଦେଖା କରିବାକୁ ଯାଇଥିବା ଦଳୀୟ ଆଉ ବିରୋଧୀ ନେତାଙ୍କୁ ଦେଖା କରିବାକୁ ମନା କରାଯାଇଥିଲା । ଆଉ ଶେଷରେ ପାଣ୍ଡିଆନ ମନା କରିଥିଲେ । ଆଉ ସୁଜାତାଙ୍କ ଉପରେ ପ୍ରଶ୍ନ ଆସିବାରୁ ପ୍ରତି ଉତ୍ତର ଦେଇଥିଲେ ପାଣ୍ଡିଆନ୍ । ଏବେ ପାଣ୍ଡିଆନଙ୍କ କଥାରେ ଅନେକ ନେତା ଚୁପ୍ ହୋଇ ବସିଥିଲେ । ରାଜ୍ୟ ରାଜନୀତିରେ ଏବେ ଏହି କଥାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।