ରାଜଧାନୀରେ ମାତିଲେ ମାତାଲ ଯୁବତୀଙ୍କ ଉତ୍ପାତ୍, ଯାହାକୁ ପାରିଲେ ତାକୁ ଗାଳି କଲେ, ଦେଖନ୍ତୁ ଭିଡିଓ

ନିଶା ଖାଇ ରାସ୍ତାରେ ଗଡ଼ିଲେ ଯୁବତୀ | ସ୍ମାର୍ଟ ସିଟିରେ ବଦଳୁଛି ଲାଇଫ ଷ୍ଟାଇଲ୍ । ସଂଧ୍ୟା ହେଲେ ମଦ ପିଇ ରାସ୍ତାରେ ଉତ୍ପାତ କରୁଛନ୍ତି। ନିଶାରେ ଚୁର ହୋଇ ଯୁବକ ମାନେ ଗଣ୍ଡଗୋଳ, ମାଡ଼ପିଟ କରୁଥିବା ଦୃଶ୍ୟ ଅଧିକାଂଶ ଦେଖାଯାଉଥିବା ବେଳେ ଏବେ ସାମ୍ନାକୁ ଆସିଛି ମାତାଲ ଯୁବତୀଙ୍କ ରୋବାବ୍ ।

ମଦ ନିଶାରେ ହାଇଡ୍ରାମା, ପେଟ୍ରୋଲ ପମ୍ପ ଆଗରେ ଗଡିଲେ ଯୁବତୀ ! ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଆଗରେ ଗଡ଼ିଲେ । ଗତ କାଲି ରାତି ରେ ଏମିତିହାଇ ଡ୍ରାମା କରିଥିଲେ ପାପା କି ପରି।

ହାଇଡ୍ରାମା କଲେ ‘ପାପା କି ପରୀ’ । ରାଜଧାନୀରେ ମାତିଲେ ମାତାଲ ଯୁବତୀ । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଆଗରେ ଗଡ଼ିଲେ । ନିଶା ଖାଇ ଯାହାକୁ ପାରିଲେ ତାକୁ ଗାଳି ଦେଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ୮ ମାସ ତଳେ ପୋଲିସକୁ ଆକ୍ରମଣ କରି ଯାଇଥିଲେ ଜେଲ୍ ।