ଭଡା ଘରୁ ମିଳିଲା ଶିକ୍ଷକଙ୍କ ସ୍ତ୍ରୀର ମୃ-ତ-ଦେ-ହ, କେମିତି ହେଲା ମୃତ୍ୟୁ ଜାଣି ହେବେ ତାଜୁବ୍

ହଠାତ୍ ଘର ଆଗରେ ଘେରି ଛିଡ଼ା ହୋଇଗଲେ ଅନେକ ଲୋକ । ଶହ ଶହ ଲୋକେ ଘର ଆଗରେ ଛିଡା ହୋଇଗଲେ । ରାସ୍ତା ମଝିରେ ଅନେକ ଲୋକ ରୁଣ୍ଡ ହୋଇଗଲେ ଆଉ ସେମାନେ ରୁଣ୍ଡ ହୋଇ ଗାଁ ମୁଣ୍ଡରେ ଥିବା ଭଡାଘରକୁ ଦେଖୁଥିଲେ । କେହି ଏହି ଭଡ଼ାଘର ଝରକାକୁ ଅନାଇ ଥିଲା ତ ଆଉ କେହି କଣ ଘଟିଛି ବୋଲି ପଚାରୁଥିଲା । ଲୋକମାନେ ଖାଲି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଗଲେ ।

ଲୋକମାନେ ଗାଡ଼ି ରଖି ସେହି ଭଡା ଘରକୁ ଅନାଇ ରହୁଛନ୍ତି ଆଉ ଟେକି ହୋଇ ଝରକା ଫାଙ୍କରେ ଅନାଉଛନ୍ତି । ଆଉ ଝରକା ଫାଙ୍କକୁ ଦେଖି ନିଜ ନିଜ ଭିତରେ ଖାଲି କଥା ହେଉଛନ୍ତି । ଏବେ ଗାଁ ଲୋକେ ଏହି ଭଡାଘରର ଦୃଶ୍ୟ ଦେଖି ଆବା କାବା ହୋଇଛନ୍ତି । ଗାଁ ଲୋକେ ଏବେ ଏହି ଘଟଣାକୁ ନେଇ ଅନେକ କଥା କହିଛନ୍ତି । ଗାଁ ଲୋକମାନେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଆଉ ପୋଲିସକୁ ଖବର ଦେବା ପରେ ପୋଲିସ ସେଠାରେ ପହଞ୍ଚିଥିଲା । ଭଡା ଘରୁ ମିଳିଛି ସୁନ୍ଦରୀ ସ୍ତ୍ରୀର ମୃତଦେହ । ଘରେ ସ୍ଵାମୀ ଆଉ ଛୁଆ ନଥିବା ବେଳେ ସୁନ୍ଦରୀ ସ୍ତ୍ରୀର ମୃତଦେହ ଘରୁ ମିଳିଛି ।

ଏବେ ଏହି ସୁନ୍ଦରୀ ସ୍ତ୍ରୀଙ୍କ ମୃତଦେହ କିଭଳି ମିଳିଲା କଣ ଘଟଣା ଘଟିଛି ଏବେ ଏହାକୁ ନେଇ ସସପେନ୍ସ ବଢ଼ିଛି । ଭଡା ଘରୁ ଏବେ ମୃତଦେହ ମିଳିବା ପରେ ସବୁ ଗାଁ ଲୋକ ଆବା କାବା ହୋଇ ଯାଇଛନ୍ତି । ଏହି ସୁନ୍ଦରୀ ମହିଳା ଜଣଙ୍କର ସନ୍ଦେହ ଜନକ ମୃତ୍ୟୁକୁ ନେଇ ଏବେ ସବୁଠି ଅନେକ ପ୍ରଶ୍ନ ଆସୁଛି । ଏବେ ଏହି ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ପାଇକମାଳା ଥାନା ନରସିଂହପଡ଼ାରେ । ଭଡା ଘରୁ ଏବେ ସୁନ୍ଦରୀ ସ୍ତ୍ରୀର ମୃତଦେହ ଉଦ୍ଧାର କରାଯାଇଛି । ଏହି ସୁନ୍ଦରୀ ମହିଳା ଜଣକ ହେଉଛନ୍ତି ଲିଲି ଦିୱାନ । ସହ ସରକାରୀ ଶିକ୍ଷକ ନିରଞ୍ଜନ ଦୀପ ଆଉ ତାଙ୍କ ସ୍ତ୍ରୀ ଏବଂ ଦୁଇ ଛୁଆ ନରସିଂହପଡ଼ାରେ ଭଡା ଘରେ ରହୁଥିଲେ ।

ସ୍ଵାମୀ ଡ଼ିଉଟିରୁ ଫେରି ଘର କବାଟ ଖୋଲିବାକୁ କହିଥିଲେ । କିନ୍ତୁ ବାରମ୍ବାର କବାଟ ବାଡେଇବା ପରେ ମଧ୍ୟ କବାଟ ଖୋଲି ନଥିଲେ । ଆଉ ଝରକା ପଟେ ସ୍ଵାମୀ ଦେଖିବା ପରେ ସ୍ତ୍ରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ସ୍ତ୍ରୀଙ୍କ ମୃତଦେହ ଦେଖି ସ୍ଵାମୀଙ୍କ ମୁଣ୍ଡ କାମ କରିନଥିଲା । ସ୍ଵାମୀ ଆଉ ଛୁଆ ଘରେ ନଥିବା ବେଳେ ଏଭଳି କରିଥିଲେ ମହିଳା ଜଣକ । ଏବେ ମହିଳା ଜଣଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ଘଟଣା ଜଣାପଡିବ ।