୩୦୦ ଟଙ୍କା ନିବେଶରେ ମିଳିବ ୧୭ ଲକ୍ଷ ଟଙ୍କା! ପୋଷ୍ଟ ଅଫିସର ରିଟର୍ଣ୍ଣ ଗ୍ୟାରେଣ୍ଟି ସ୍କିମ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଏବେ ସରକାରଙ୍କ ଦ୍ଵାରା ଅନେକ ଯୋଜନା କରାଯାଉଛି । ଏବେ ଆସିଥିବା ଖବର ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୩୦୦ ଟଙ୍କା ନିବେଶ କରିଲେ ୧୭ ଲକ୍ଷ ଟଙ୍କା ମିଳିବ । ଆସିଗଲା ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ । ଏଥିରେ ନିବେଶ କରିଲେ ରିଟର୍ଣ୍ଣ ଗ୍ୟାରେଣ୍ଟି ମିଳିବ । ଭବିଷ୍ୟତ ସୁରକ୍ଷିତ ରଖିବାକୁ ହେଲେ ନିବେଶ କରିବା ନିହାତି ଜରୁରୀ ଅଟେ । ଅଧିକାଂଶ ଲୋକ ଏବେ ସେୟାର ମାର୍କେଟ ଉପରେ ନିବେଶ କରୁଛନ୍ତି ।

କିନ୍ତୁ ଏହି ସେୟାର ମାର୍କେଟ ବିପଦ ମଧ୍ୟ ହୋଇପାରେ । ଯଦି କୌଣସି ବ୍ୟକ୍ତି ବିନା ବିପଦରେ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ତାଙ୍କ ପାଇଁ ପୋଷ୍ଟ ଅଫିସ ଆଣିଛି ଭଲ ସ୍କିମ । ପୋଷ୍ଟ ଅଫିସରେ କମ୍ ନିବେଶରେ ବି ଭଲ ରିଟର୍ଣ୍ଣ ପାଉଛନ୍ତି ଲୋକମାନେ । ପୋଷ୍ଟ ଅଫିସର ଆସିଥିବା ଏହି ନୂଆ ସ୍କିମରେ ଆପଣମାନେ ଚାହିଁଲେ ୧୦୦ ଟଙ୍କା ବି ନିବେଶ କରିପାରିବେ । ଆଉ ଆପଣମାନେ ଏହି ଯୋଜନାରେ ୩୦୦ ଟଙ୍କା ନିବେଶ କରି ୧୭ ଲକ୍ଷ ଟଙ୍କା ପାଇପାରିବେ ବୋଲି ଏବେ ଖବର ଆସିଛି ।

କେନ୍ଦ୍ର ସରକାର ପୋଷ୍ଟ ଅଫିସର ସ୍କିମ ଗୁଡ଼ିକୁ ସପୋର୍ଟ କରି ଆସୁଛନ୍ତି । କେନ୍ଦ୍ର ସରକାର ଏହି ସ୍କିମ ଗୁଡ଼ିକୁ ସପୋର୍ଟ କରୁଥିବାରୁ ଆପଣମାନେ ନିଃସନ୍ଦେହରେ ଏଥିରେ ନିବେଶ କରି ଲାଭ ନେଇପାରିବେ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ମଧ୍ୟ ପୋଷ୍ଟ ଅଫିସର ଆର୍ଡି ଚାଲୁଛି । ନିଜର ଆଉ ନିଜ ପରିବାରର ସୁରକ୍ଷା ପାଇଁ ଆପଣମାନେ ଟଙ୍କା ନିବେଶ କରିଥାନ୍ତି । ଆଉ ଏହି ନିବେଶ ଯଦି ଠିକ୍ ସ୍ଥାନରେ ହୋଇଥାଏ ତାହେଲେ ବହୁତ ଭଲ ରିଟଣ୍ଣ ମିଳିଥାଏ ।

ପ୍ରତିଦିନ ୩୩୩ ଟଙ୍କା ନିବେଶ କରିଲେ ଆପଣମାନେ ୧୭ ଲକ୍ଷ ଟଙ୍କା ପାଇପାରିବେ । ପ୍ରତିଦିନ ଯଦି ଆପଣମାନେ ଏହି ସ୍କିମରେ ୩୩୩ ଟଙ୍କା ନିବେଶ କରିବେ ତାହେଲେ ଏହା ଆପଣଙ୍କୁ ୧୭ ଲକ୍ଷ ଟଙ୍କା ଦେବ । ଇଣ୍ଡିଆ ପୋଷ୍ଟ ୬.୭ ପ୍ରତିଶତ ସୁଧ ଦେଉଛି । ଆଉ ଏହି ଯୋଜନାରେ ୫ ବର୍ଷ ବିନିଯୋଗ କରିବା ପରେ ଆପଣଙ୍କୁ ଏହି ନିବେଶକୁ ୧୦ ବର୍ଷ ଜାରି ରଖିଲେ ଆପଣମାନେ ସୁଧ ୧୨ ଲକ୍ଷ ରୁ ଅଧିକ ଟଙ୍କା ପାଇପାରିବେ । ଜଣେ ବ୍ୟକ୍ତି ଏହି ସ୍କିମରେ ନିବେଶ କରିଲେ ୧୭ ଲକ୍ଷ ଟଙ୍କା ପାଇପାରିବେ ।