ରୋଡ଼ରେ ପ୍ରେମିକକୁ ଶକ୍ତ ଚାପୁଡ଼ା ମାରିଲା ପ୍ରେମିକା, ହେଲେ କାହିଁକି… ଦେଖନ୍ତୁ ଭିଡିଓ

ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଯୁଗରେ ପ୍ରେମିକ ଆଉ ପ୍ରେମିକା ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ପ୍ରେମ ବିଶ୍ୱାସ ଆଉ ଭରଷାରେ ହୋଇଥାଏ । ଆଉ ପ୍ରେମରେ ଯିଏ ମିଛ କଥା କହିଥାଏ ତାଠାରୁ ଖରାପ ଏହି ସମାଜରେ କେହି ନାହାନ୍ତି ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ପ୍ରେମିକ ଏଭଳି କିଛି ମିଛ କଥା କହିଛି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ପ୍ରେମିକ ଆଉ ପ୍ରେମିକା ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ପ୍ରେମିକା ଜଣକ ଜାଣି ନଥିଲା କି ତାକୁ ଭଲ ପାଉଥିବା ପିଲାଟା ମିଛ କହୁଛି । ଏହି ପ୍ରେମିକା ଜଣକ ଯେତେବେଳେ ଜାଣିପାରିଲେ କି ତାଙ୍କ ପ୍ରେମିକ ତାଙ୍କୁ ମିଛ କଥା କହିଛି ତାପରେ ସେ ଏଭଳି କିଛି କାମ କରିଲେ ଯାହାକୁ ନେଇ ଏବେ ସବୁଠି ଅନେକ ଚର୍ଚ୍ଚା ହେଉଛି ।

ଏହି ଯୁବତୀ ଜଣକ ରାସ୍ତାରେ ଏଭଳି କାଣ୍ଡ କରିଥିଲେ । ପ୍ରେମିକା ଜଣକ ବିଚ୍ ରାସ୍ତା ଉପରେ ତାଙ୍କ ପ୍ରେମିକ ଜଣଙ୍କୁ ମାଡ ମାରିଥିଲେ । ଏବେ ଏହି ମାଡ ମାରିବାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଏହି ଯୁବକ ଜଣକ ଏଭଳି କିଛି କାମ କରିଛି ଯେଉଁଥିପାଇଁ ସେ ଏଭଳି ମାଡ ଖାଉଛି । ଏହି ଭିଡିଓ ଦେଖିଲେ ଲୋକମାନେ ପ୍ରେମିକା ଜଣଙ୍କୁ ଭୁଲ ବୁଝିବେ । କାରଣ ସେ ତାଙ୍କ ପ୍ରେମିକ ଉପରକୁ ହାତ ଉଠାଉଛନ୍ତି । ଆଉ ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ପ୍ରେମିକ ଜଣକ ତାଙ୍କୁ କ୍ୟାନସର ହୋଇଛି ବୋଲି ମିଛ କଥା କହିବା ସହ ମିଛ ରିପୋର୍ଟ ବନାଇ ପ୍ରେମିକା ଜଣଙ୍କୁ ଦେଖାଇଥିଲେ । ଆଉ ଏଭଳି କହି ପ୍ରେମିକ ଜଣକ ପ୍ରେମିକାଙ୍କ ଠାରୁ ଅନେକ ଟଙ୍କା ଆଣିଥିଲେ । ଏହି କ୍ୟାନସର କଥା ମିଛ ବୋଲି ପ୍ରେମିକା ଜଣକ ଜାଣିବା ପରେ ପ୍ରେମିକ ଜଣଙ୍କୁ ରାସ୍ତାରେ ଏଭଳି ମାଡ ମାରୁଛନ୍ତି । ଆଉ ପ୍ରେମିକା ଜଣକ ଦେଇଥିବା ଟଙ୍କା ଆଉ ଫେରି ପାଇବେ ନାହିଁ ବୋଲି ସେଠାରେ ଥିବା ଜଣେ ବ୍ୟକ୍ତି କହିଛନ୍ତି । ପ୍ରେମିକା ଜଣଙ୍କ ସହ ପ୍ରେମିକ ଏଭଳି ବିଶ୍ୱାସଘାତକ କରିବ ବୋଲି ସେ କେବେବି ଭାବି ନଥିଲେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।