ଭଉଣୀ ଉପରେ ଭାଈର ଖରାପ ନଜର, ୧୦ ହଜାର ଦେଇ କହୁଛି ଶାରୀରିକ ସମ୍ପର୍କ ରଖିବାକୁ, ଜାଣନ୍ତୁ ପୁରା‌ ଘଟଣା

ପାରିବାରିକ ବିବାଦକୁ କେନ୍ଦ୍ରକରି ବଡ଼ ବାପା ପୁଅ ଭାଇ କେମିତି ନିଜ ଦାଦା ଝିଅ ଭଉଣୀକୁ ଖରାପ ଦୃଷ୍ଟିରେ ଦେଖିପାରେ ତାର ଖୁଲାସା କରି ଥାନାରେ ଅଭିଯୋଗ କରିଛନ୍ତି ଏ ଯୁବତୀ ଜଣକ।  କାକଟପୁର ବ୍ଲକ ଓଥକା ପଞ୍ଚାୟତ ପ୍ରଧାନସାହିରୁ ଆସିଛି ଏପରି ଏକ ସଙ୍ଗିନୀ ଅଭିଯୋଗ।