ବୁଢା ମାମୁଁ ସହ ଚଉଠୀ ରାତି କରିବ ବୋଲି ନବ ବିବାହିତ ସ୍ୱାମୀକୁ ଜୀବନରୁ ମାରିଲା ଭାଣିଜୀ, ଜାଣନ୍ତୁ ପୁରା‌ ଘଟଣା

ଆଜିକା ସମାଜରେ ଏଭଳି ସବୁ ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ ନିର୍ଲଜ୍ଜ କାମ କରିଥାନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବୁଢ଼ା ମାମୁଁକୁ ବାହା ହେବ ବୋଲି ସ୍ଵାମୀକୁ ବିଭତ୍ସ ହତ୍ୟା କରିଲା ସ୍ତ୍ରୀ ଜଣକ । ଏହି ଭାଣିଜୀ ଜଣକ ମାମୁଁଙ୍କୁ ଭଲ ପାଉଥିଲା ଆଉ ଏଭଳି କାମ କରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମାମୁଁ ଜଣଙ୍କର ବୟସ ୫୫ ବର୍ଷ । ଆଉ ୫୫ ବର୍ଷୀୟ ମାମୁଁ ଜଣକ ୨୦ ବର୍ଷୀୟ ଭାଣିଜୀକୁ ଭଲ ପାଉଥିଲେ ।

ଏହି ଭାଣିଜୀ ଜଣଙ୍କ ଯାହାଙ୍କୁ ବିବାହ କରିଥିଲେ ତାଙ୍କର ବୟସ ୨୫ ବର୍ଷ ଥିଲା । ଆଉ ଏହି ୨୫ ବର୍ଷୀୟ ଯବାନ ତାଙ୍କୁ ଦେହ ସୁଖ ଦେଇପାରୁ ନଥିଲେ ଆଉ ସେ ତାଙ୍କ ୫୫ ବର୍ଷୀୟ ମାମୁଁ ସହ ରାତି ବିତାଉଥିଲେ । ଏହି ଯୁବତୀ ଜଣକ ବିବାହ କରିଥିଲେ କିନ୍ତୁ ରାତି କାଟୁଥିଲେ ମାମୁଁଙ୍କ ସହ । ରାତି ହେଲା ମାତ୍ରକେ ମାମୁଁ ଆଉ ଭାଣିଜୀଙ୍କର ରାସଲୀଳା ଆରମ୍ଭ ହୋଇ ଯାଉଥିଲା । ଏହି ମାମୁଁ ଭାଣିଜୀଙ୍କର ଅନୈତିକ ସମ୍ପର୍କ ରହିଥିଲା ୧୫ ବର୍ଷ ହେବ । ଏହି ଭାଣିଜୀ ଜଣକ ନବ ବିବାହିତ ଥିଲେ ମଧ୍ୟ ସ୍ବାମୀଙ୍କୁ ପାଖକୁ ଆସିବାକୁ ଦେଉ ନଥିଲେ ।

ଏହି ସ୍ତ୍ରୀ ଜଣକ କେବଳ ତାର ପ୍ରେମିକ ମାମୁଁଙ୍କ ସ୍ପର୍ଶ ଖୋଜୁଥିଲା । ଆଉ ସେ ଏଭଳି ସବୁ କାମ କରିଦେଲା ଯାହା ଏହି ସମାଜ ପାଇଁ ଖରାପ ଅଟେ । ଏହି ମାମୁଁ ପ୍ରେମିକ ମଧ୍ୟ ଭାଣିଜୀର ସ୍ବାମୀଙ୍କୁ ମାରିବାକୁ ପଛାଇଲେ ନାହିଁ । ସେ ତାକୁ ମାରିବାକୁ ଯୋଜନା କରୁଥିଲେ । ଭାଣିଜୀ ଆଉ ମାମୁଁ ମିଶିବାକୁ ଅନେକ ଚେଷ୍ଟା କରୁଥିଲେ ଆଉ ନିଜ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ମାମୁଁ ସହ ମିଶି ଯୋଜନା କରୁଥିଲା ଆଉ ଯୋଜନାରେ ସଫଳ ହୋଇଥିଲେ । ଭାଣିଜୀ ବାହା ହୋଇଥିବା ସ୍ବାମୀଙ୍କୁ ସେ ଆଉ ମାମୁଁ ମିଶି ବିଭତ୍ସ ଭାବରେ ହ-ତ୍ୟା କରିଲେ ।

ବିବାହର ମାତ୍ର ୪୫ ଦିନ ମଧ୍ୟରେ ନିଜ ନବ ବିବାହିତ ସ୍ବାମୀଙ୍କୁ ବିଭତ୍ସ ଭାବରେ ହତ୍ୟା କରିଲା ସ୍ତ୍ରୀ । ଏହି ମହିଳା ଜଣକ ହେଉଛନ୍ତି ଗୁଞ୍ଜା ଦେବୀ । ଆଉ ତାଙ୍କ ମାମୁଁ ହେଉଛନ୍ତି ଜୀବନ ସିଂହ । ଏହି ମାମୁଁ ଆଉ ଭାଣିଜୀ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ପରିବାର ଲୋକେ ରାଜି ନଥିଲେ ଆଉ ଏହାପରେ ଏହି ଯୁବତୀ ଜଣଙ୍କୁ ଅନ୍ୟତ୍ର ବିବାହ କରାଇଥିଲେ ପରିବାର ଲୋକେ । ସ୍ତ୍ରୀ ଗୁଂଜାଙ୍କୁ ଆଣିବା ପାଇଁ ଆସୁଥିବା ବେଳେ ଏଭଳି କାଣ୍ଡ ଘଟିଥିଲା । ତାଙ୍କୁ ମାରି ଦିଆଯାଇଥିଲା । ଏବେ ପୋଲିସ ଏହି ଘଟଣାରେ ସ୍ତ୍ରୀ ଗୁଂଜାକୁ ଗିରଫ କରିଛି ।