ପାକିସ୍ତାନୀ କ୍ରିକେଟ କ୍ୟାପଟେନ ଦେଖାଇଲେ ଆତଙ୍କୀ ପ୍ରେମ, ପ୍ରାଇଜମନି ଦେଲେ ସେମାନଙ୍କୁ, ଜାଣନ୍ତୁ ପୁରା‌ ଖବର

ଆପଣମାନେ ତ ଦେଖିଥିବେ ଏସିଆ କପ୍ ୨୦୨୫ କ୍ରିକେଟ ଖେଳ । ଏସିଆ କପ୍ ୨୦୨୫ କ୍ରିକେଟ ଫାଇନାଲ ଭାରତ ଆଉ ପାକିସ୍ତାନ ମଧ୍ୟରେ ହୋଇଥିଲା । ଏହି ଖେଳ ବହୁତ ରୋମାଞ୍ଚକର ଆଉ ମଜାଦାର ଥିଲା । ପାକିସ୍ତାନ ପରାଜୟ ଲାଭ କରିଥିଲା । ଭାରତ ଏହି ଖେଳରେ ବିଜୟ ଲାଭ କରିଥିଲା । ଭାରତର ବିଜୟ ପରେ ତଳ ମୁହଁ ହୋଇଯାଇଛି ପାକିସ୍ତାନ । ହେଲେ ସେ ତାର ପୁରୁଣା ପ୍ରକୃତି ଛାଡ଼ିଲା ନାହିଁ । ଭାରତକୁ ନୀଚ ଦେଖାଇବା ପାଇଁ କରିଲା ଏଭଳି କାଣ୍ଡ । ପାକିସ୍ତାନ ହାରିବା ପରେ ଆତଙ୍କୀଙ୍କ ପ୍ରତି ପ୍ରେମ ଦେଖାଇଲା ।

ଫାଇନାଲ ଖେଳରୁ ମିଳିଥିବା ସବୁ ଟଙ୍କା ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଦେଲା । ଭାରତର ବଡ ବିଜୟରେ ଥର ହର ପାକିସ୍ତାନ । ଚାରି ଆଡୁ ଭାରତର ବିଜୟ ପାଇଁ ସୁଅ ଛୁଟୁଥିବା ବେଳେ ପାକିସ୍ତାନ ଟିମର ଶୁଭେଚ୍ଛୁମାନେ ବି ପାକିସ୍ତାନ ଖେଳାଳିମାନଙ୍କ ଠାରୁ ମୁହଁ ଫେରାଇ ନେଉଛନ୍ତି । ଏମିତି ସ୍ଥିତିରେ ପାକିସ୍ତାନ କ୍ରିକେଟ ଟିମଙ୍କର ଆତଙ୍କବାଦୀ ପ୍ରେମ ଏବେ ତାଙ୍କୁ ଚିନ୍ତାରେ ପକାଇଛି । ଏସିଆ କପ୍ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଲା ଟିମ୍ ଭାରତ ।

ହାରିବା ପରେ ପାକିସ୍ତାନ ଏକ ଘୋଷଣା କରିଥିଲା ଯାହା ଆତଙ୍କବାଦୀଙ୍କ ମଧ୍ୟରେ ଖୁସିର ଲହରୀ ସୃଷ୍ଟି କରିଥିଲା । ପରାଜୟ ପରେ ଟିମ୍ ପାକିସ୍ତାନର ଅଧିନାୟକ ଆତଙ୍କବାଦୀମାନଙ୍କ ପ୍ରତି ପ୍ରେମ ପ୍ରକାଶ କରିଥିଲେ । ଫାଇନାଲରୁ ମିଳିଥିବା ସମସ୍ତ ଆୟ ଆତଙ୍କବାଦୀଙ୍କୁ ଦାନ କରିବ ଟିମ୍ ପାକିସ୍ତାନ । ପାକିସ୍ତାନ ଦଳର ଅଧିନାୟକ ସଲମାନ୍ କହିଛନ୍ତି ଫାଇନାଲରେ ପାଇଥିବା ସବୁ ଟଙ୍କା ସେ ଅପରେସନ ସିନ୍ଦୂରରେ ଆଘାତ ହୋଇଥିବା ପୀଡ଼ିତମାନଙ୍କ ପାଇଁ ଦାନ କରିବ ।

ସେ ପୀଡ଼ିତ ମାନଙ୍କ ନାଁ ନେଇ ଏହି ଟଙ୍କା ଦାନ କରିବେ ବୋଲି ପୀଡ଼ିତମାନଙ୍କ ନାଁ ନେଇଥିଲେ । କିନ୍ତୁ ତାଙ୍କର କହିବା ଅନୁସାରେ ତାଙ୍କ ଟଙ୍କା ଆତଙ୍କବାଦୀ ମାନଙ୍କ ପାଇଁ ଦାନ କରିବେ । ପାକିସ୍ତାନୀ ସେନା ଏବଂ ପାକିସ୍ତାନର ଅନେକ କିଛି କ୍ଷତି କରିଥିଲା ଅପରେସନ ସିନ୍ଦୂର । ପାକିସ୍ତାନ ଟିମ୍ ଏବେ ପାକିସ୍ତାନ ଆତଙ୍କବାଦୀ ମାନଙ୍କୁ ସମର୍ଥନ କରୁଛି । ଏହି କଥା ସତ୍ୟ ଅଟେ । ଆଉ ଏଭଳି ପାକିସ୍ତାନ କରିବା ପଛରେ ହୁଏତ କିଛି କାରଣ ରହିପାରେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଏବେ ଏହି ଭିଡିଓ ଆପଣଙ୍କୁ ଅନେକ କିଛି କଥା ଜାଣିପାରିଲେ ।