ସୌମ୍ୟାଶ୍ରୀଙ୍କୁ ସବୁବେଳେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ ଅଧ୍ୟକ୍ଷ ସମୀର୍ ସାହୁ, ରାଜି କରେଇବାକୁ କରୁଥିଲେ ଏମିତି କିଛି

ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଘଟିଛି ହୃଦୟ ବିଦାରକ ଘଟଣା। ଜଣେ ସହକାରୀ ପ୍ରଫେସରଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିବା ଛାତ୍ରୀ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୀଡ଼ିତା ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ସେ ବର୍ତ୍ତମାନ ଏମ୍ସ ଭୁବନେଶ୍ବରରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଘଟଣାକୁ ନେଇ ବାଲେଶ୍ବର ସହରରେ ଉତ୍ତେଜନା ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର … Read more

ପୂର୍ବରୁ ଏମିତି ଅଭିଯୋଗ କହିଥିଲେ ପୀଡ଼ିତା, ଅଧ୍ୟାପକଙ୍କ ନାଁ ରେ ମିଡିଆ ଆଗରେ କ’ଣ କହିଥିଲେ ପୀଡ଼ିତା ଛାତ୍ରୀ ଦେଖନ୍ତୁ

ଏଫ୍ଏମ୍ ସ୍ବୟଂଶାସିତ କଲେଜରେ ଘଟିଥିବା ମାମଲାରେ ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶି ଇଣ୍ଟିଗ୍ରେଟେଡ଼ ବିଏଡ଼ କରୁଥିଲେ। ସେ ଭୋଗରାଇ ଅଞ୍ଚଳର ଝିଅ। ଏବିଭିପି ସହ ସେ ୨୦୨୧-୨୨ ରୁ ଜଡିତ ଥିଲେ । ସେ ମାର୍ଶାଲ ଆର୍ଟରେ ସେଲ୍ଫ ଡିଫେନ୍ସ ଟ୍ରେନିଂ ନେଇଥିଲେ । ବିଭିନ୍ନ କଲେଜକୁ ଯାଇ ସେ ଅନ୍ୟମାନଙ୍କୁ ସେଲ୍ଫ ଡିଫେନ୍ସ ଟ୍ରେନିଂ ଦେଉଥିଲେ। ଅନ୍ୟଙ୍କୁ ଆତ୍ମରକ୍ଷା ତାଲିମ ଦେଉଥିବା ଛାତ୍ରୀ ଜଣଙ୍କ ନିଜେ ଅସହାୟ ହୋଇ ଶେଷରେ ନିଜ ଜୀବନ ନେବାକୁ ସହଜ … Read more

ମାସକ ପରେ‌ ଆସିଲା ଆଶ୍ଚର୍ଯ୍ୟକର‌ ରିପୋର୍ଟ, ଜାଣିଶୁଣି କରାଯାଇଥିଲା ଅହମଦାବାଦ ପ୍ଲେନ୍ କ୍ରାସ୍! ଜାଣନ୍ତୁ ରିପୋର୍ଟ

ଜୁନ୍ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ AII7I ଦୁର୍ଘଟଣା ମାମଲା ବିଷୟରେ ତ ସମସ୍ତେ ଜାଣିଥିବେ । ଏବେ ଏହି ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ଜଣେ ପ୍ରମୁଖ ବିମାନ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ଯେ ଏୟାର ଇଣ୍ଡିଆ ଫ୍ଲାଇଟ୍ ର ଭୟଙ୍କର ଦୁର୍ଘଟଣା ଏକ ଜାଣିଶୁଣି କରାଯାଇଥିବା କାର୍ଯ୍ୟର ଫଳାଫଳ ହୋଇପାରେ । ବିମାନ ଚଳାଚଳ ବିଶେଷଜ୍ଞଙ୍କ ପରାମର୍ଶ ପରେ, ପ୍ରଥମ ଥର ପାଇଁ ଏପରି ଏକ … Read more

ଚିକେନ୍ ଖାଉଥିଲେ ସବାଧାନ୍, ବ୍ୟାପୁଛି ରୋଗ ମଲେଣି ହଜାର ହଜାର କୁକୁଡା ଏବେ ମଣିଷଙ୍କ ପାଳି, ଜାଣନ୍ତୁ ପୁରା‌ ଖବର

ଦୁନିଆରେ ପ୍ରାୟ ସବୁ ଲୋକମାନେ ଆମିଷ ଭୋଜନ କରିଥାନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଚିକେନ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏବେ କିଛି ଖବର ଆସିଛି ଚିକେନକୁ ନେଇ । ଯେଉଁମାନେ ଏବେ ଚିକେନ ଖାଉଛନ୍ତି ବା ଖାଇବାକୁ ଭାବୁଛନ୍ତି ସାବଧାନ ହୋଇଯାଆନ୍ତୁ । ଖାଇଲେ ଚିକେନ ଯିବ ଜୀବନ । ଠକ୍ ଠକ୍ ହୋଇ ମଲେଣି ହଜାର ହଜାର କୁକୁଡା । ଏବେ ମଣିଷମାନଙ୍କ ପାଳି । ଓଡ଼ିଶାରେ ସୁ ଶୁ … Read more

FM କଲେଜରେ ଛାତ୍ରୀଙ୍କୁ ସାର କରୁଥିଲେ ପ୍ରେମ ନିବେଦନ, ମନା କରିବାରୁ କରୁଥିଲେ ଏମିତି କିଛି, ଜାଣନ୍ତୁ ପୁରା‌ ଘଟଣା

ଏଫ୍ଏମ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ପିଏଚ୍‌ଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିଜ ଦେହରେ ନିଆଁ … Read more

୨୦୫୦ ସୁଦ୍ଧା ବିଶ୍ଵର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ହୋଇପାରେ ଭାରତ, ହିନ୍ଦୁଙ୍କ ସ୍ଥିତି ହେବ ଏମିତି, ଜାଣନ୍ତୁ ପୁରା‌ ଖବର

ବଦଳୁଛି ବୈଶ୍ଵିକ ଧାର୍ମିକ ପରିଦୃଶ୍ୟ। କମିବାରେ ଲାଗିଛନ୍ତି ହିନ୍ଦୁ। ଦ୍ରୁତ ଗତିରେ ବଢୁଛି ମୁସଲିମ ସମ୍ପ୍ରଦାୟଙ୍କ ସଂଖ୍ୟା। ଖ୍ରୀଷ୍ଟିଆନଙ୍କ ସଂଖ୍ୟାରେ ବି ହ୍ରାସ। ଆସନ୍ତା ୨୫ ବର୍ଷ ଭିତରେ ଇଣ୍ଡୋନେସିଆକୁ ପଛରେ ପକାଇ ବିଶ୍ଵର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ହେବ ଭାରତ। ପ୍ୟୁ ରିସର୍ଚ୍ଚ ସେଣ୍ଟରର ତାଜା ରିପୋର୍ଟରୁ ଖୁଲାସା। ରିପୋର୍ଟ ଅନୁସାରେ, ୨୦୧୦ ରୁ ୨୦୨୦ ମଧ୍ୟରେ ଅନ୍ୟ ଧର୍ମ ତୁଳନାରେ ମୁସଲିମଙ୍କ ସଂଖ୍ୟା ୩୪.୭ କୋଟି ବୃଦ୍ଧି ହୋଇଛି। ବୈଶ୍ଵିକ ସ୍ତରରେ ମୁସଲିମଙ୍କ … Read more

ଅଧ୍ୟାପକ କଣ ମାଗୁଥିଲେ? ଯାହାକୁ ସହି ନ ପାରି ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗେଇଦେଲେ ଛାତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟରେ । କଲେଜର ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଛାତ୍ରୀଙ୍କୁ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀ ଉଦ୍ଧାର କରି ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କର ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିବାର … Read more

ଶ୍ରାବଣ ମାସ: ନଡ଼ିଆ ହେଉ କି କଦଳୀ… ଭୁଲ୍ ରେ ବି ଶିବଲିଙ୍ଗରେ ଚଢାନ୍ତୁ ନାହିଁ ଏହି ୫ ଜିନିଷ

ଜୁଲାଇ ୧୧ ତାରିଖରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଛି, ଯାହା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଭଗବାନ ଶିବଙ୍କ ଭକ୍ତମାନେ ତାଙ୍କୁ ଖୁସି କରିବା ପାଇଁ ପ୍ରତି ସୋମବାର ଉପବାସ ରଖନ୍ତି ଏବଂ ତାଙ୍କର ପୂଜା କରନ୍ତି । ଭଗବାନ ଶିବଙ୍କ ପୂଜା ବହୁତ ସରଳ, ଭକ୍ତମାନେ ଭକ୍ତି ସହିତ ଜଳ ପାତ୍ର ଅର୍ପଣ କଲେଭଗବାନ ଶିବ ଖୁସି ହୋଇଥାନ୍ତି । ଆପଣମାନେ ତ ଜାଣିଥିବେ ପୂଜା ସମୟରେ ସମସ୍ତ … Read more

ପ୍ରଥମ ସ୍ତ୍ରୀ ଚାଲିଯିବା ପରେ ବାପା ପୁଣି ଥରେ ବାହା ହୋଇଥିଲେ ହେଲେ ପୁଅ କରି ବସିଲା ପାପ, ଜାଣନ୍ତୁ ପୁରା‌ ଘଟଣା

ହରିୟାଣାର ନୁହରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ, ଜଣେ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ, ସେ ପୁଣି ଥରେ ବିବାହ କରିଥିଲେ। ପୁନର୍ବାର ସୁଖ ସଂସାର ଗଢିବାକୁ ସ୍ବପ୍ନ ଦେଖିଥିଲେ । କିନ୍ତୁ କିଏ ଜାଣିଥିଲା ତାଙ୍କର ଏହି ସ୍ବପ୍ନ ଧୂଳିସାତ ହୋଇଯିବ । ଯାହାକୁ ବିବାହ କରି ଘରକୁ ଆଣିଥିଲେ ସେ ତାଙ୍କର ଅଣ୍ଟି ଛୁରୀ ହୋଇ ତଣ୍ଟି କାଟିଲା । ପୁଅର ଯତ୍ନ ନେବାକୁ ସାବତ ମା ହୋଇ ଘରକୁ … Read more

ଭୁବନେଶ୍ବର ଜନସଭାରେ ବାଳିକା ଠାରୁ ପପି ନେଲେ ରାହୁଲ୍ ଗାନ୍ଧୀ, କଣ କହିଲେ ଦେଖନ୍ତୁ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଭାଜପାକୁ କଡ଼ା ଟାର୍ଗେଟ୍‌ କରିଛନ୍ତି ରାହୁଲ। ଏହା ସହିତ ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି ରାହୁଲ। ଆଦାନୀ ପାଇଁ ରଥକୁ ରୋକାଯାଉଛି ବୋଲି କହିଲେ ରାହୁଲ। ଏହା ଆପଣଙ୍କ ସରକାର ନୁହେଁ, ଆଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର। ଓଡ଼ିଶାରେ ୪୦ ହଜାରରୁ ଊଦ୍ଧର୍‌ବ ମହିଳା ଗାଏବ ହୋଇଛନ୍ତି। ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି। ମହିଳାଙ୍କୁ … Read more