ପୂରଣ ହେବ ମିଡିଲ୍ କ୍ଲାସଙ୍କ ସ୍ୱପ୍ନ, ଅଳ୍ପ ମୂଲ୍ୟରେ ଭୁବନେଶ୍ୱରରେ ଘର ଯୋଗାଇଦେବେ ସରକାର, ଜାଣନ୍ତୁ ପୁରା‌ ଖବର

ରାଜଧାନୀରେ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଘର ତୋଳିବାର ସ୍ୱପ୍ନ ପୂରଣ ହେବ । ସରକାର ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦେବେ ଘର । ଖାଲି ଘର ନୁହେଁ, କମ ଦରରେ ଭଡ଼ା ଘର ବି ଯୋଗାଇ ଦେବେ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ସାଧାରଣ ଲୋକେ ଘର ଖଣ୍ଡିଏ ନିର୍ମାଣ କରିବା ସମ୍ଭବ ହେଉନି । ଏନେଇ ଭୁବନେଶ୍ୱର … Read more

ଦେହରେ ଏମିତି ହାତ ମାରିଲେ ସାର୍, ପାଠପଢ଼ା ଛାଡ଼ି ଘରୁକୁ ଚାଲିଯାଉଛନ୍ତି ସବୁ ଛାତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ମେସରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ। ଛାତ୍ରୀମାନେ କାନ୍ଦି କାନ୍ଦି ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକେ ଆସି ମେସରେ ପହଞ୍ଚିଛନ୍ତି। ଏହାକୁ ନେଇ ମେସ ପରିସରରେ ପହଞ୍ଚି ଘେରିଛନ୍ତି ଅଭିଭାବକ। ଉଦଳା ମୋନାଲିସା ଏକାଡେମୀ ନାମରେ ଆସିଛି ସାଂଘାତିକ ଅଭିଯୋଗ। ଏହି ମେସର ମାଲିକ ବିଶିକେସନ ଗୋଛାୟତ ମେସରେ ରହୁଥିବା ଛାତ୍ରୀମାନଙ୍କୁ ବିଭିନ୍ନ ସମୟ ପାଖକୁ ଡାକିବା ସହିତ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ହୋଇଆସୁଛି। ଛାତ୍ରୀମାନେ ଏହା ପ୍ରକାଶ କରିବାରୁ ଅଭିଭାବକମାନେ … Read more

ବଞ୍ଚିଥିଲା ବେଳେ ମାଆ କହିଥିଲା ତୁ ମୋ ଝିଅ..ତୁ ବି ମୋ ପାଇଁ ପୁଅ, ଏବେ ମୁଖାଗ୍ନୀ ଦେଲା ଝିଅ, ପୁରା‌ ଘଟଣା ଜାଣି ହେବେ ଦୁଃଖିତ

କୁହନ୍ତି ମୃତ୍ୟୁ ସମୟରେ ପୁଅ ଯଦି କାନ୍ଧରେ ନେଇ ମୁଖାଗ୍ନି ଦିଏ ତାହେଲେ ଆତ୍ମା ଶାନ୍ତି ପାଇଥାଏ । ଆଉ ଯାହାର ପୁଅ ନାହିଁ ସେ କଣ କରିବ । ଏହି ପ୍ରଶ୍ନ ଭିତରେ ଜଣେ ଝିଅ ତାର ମୃତ ମାଆକୁ ମୁଖାଗ୍ନି ଦେଇ ଏହାର ଉତ୍ତର ଦେଇଛି । ଗୋଟିଏ ଘରେ ଝିଅ ଟିଏ ଜନ୍ମ ହେଲେ ପରିବାର ଲୋକ ସେତେ ଖୁସି ହୋଇ ନଥାନ୍ତି ଯାହାକି ପୁଅ ଜନ୍ମ ହେଲେ ହୋଇଥାନ୍ତି । ପୁଅ … Read more

ରୋଜଗାର ନୁହେଁ, ସଞ୍ଚୟରେ ବଡ଼ ଲାଭ, ପୋଷ୍ଟ ଅଫିସ୍ ଯୋଜନାରେ ସଞ୍ଚୟ କରି ପାନ୍ତୁ ୪୦ ଲକ୍ଷରୁ ଅଧିକ ଟଙ୍କା, ଜାଣନ୍ତୁ ସ୍କିମ୍ ବିଷୟରେ

ଦୁନିଆରେ ସବୁ ଲୋକ କିଛି ନା କିଛି ଲାଭ ପାଇବା ଆଶାରେ ବ୍ୟାଙ୍କରେ ହେଉ ବା ପୋଷ୍ଟ ଅଫିସରେ ଟଙ୍କା ଜମା ରଖିଥାନ୍ତି । ଆଉ ସରକାର ମଧ୍ୟ ସଞ୍ଚୟକାରୀଙ୍କ ପାଇଁ ନୂଆ ନୂଆ ବ୍ୟବସ୍ଥା କରୁଛନ୍ତି । ଆଉ ସରକାର ଭଲ ସୁବିଧା ବି ଆଣୁଛନ୍ତି । ଏବେ ପୋଷ୍ଟ ଅଫିସର ଆଉ ଏକ ନୂଆ ନିୟମ ଆସିଛି । ଏହି ନିୟମ ହେଉଛି ଆପଣମାନେ ୧୨ ହଜାର ୫୦୦ ଟଙ୍କା ଜମା କରିବେ ଆଉ … Read more

ଟ୍ରମ୍ପକୁ ମୁହଁମୋଡି ଚୀନକୁ କୋଳାଇଲେ ମୋଦି, ମାର୍କେଟକୁ ଫେରିବ ଚୀନ ପ୍ରଡକ୍ଟ, ଜାଣନ୍ତୁ ପୁରା‌ ଖବର

ଭାରତ ଗସ୍ତରେ ଆସିଥିବା ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍‌ଏ) ଅଜିତ୍ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି। ୱାଙ୍ଗଙ୍କୁ ଭେଟିବା ଅବସରରେ ମୋଦୀ କହିଥିଲେ ଯେ ଭାରତ ଓ ଚୀନ ଦ୍ବିପାକ୍ଷିକ ସମ୍ପର୍କରେ ଦ୍ରୁତ ଉନ୍ନତି ଆସିବାରେ ଲାଗିଛି। ଦୁଇ​‌ ଦେଶ ପରସ୍ପରର ସ୍ବାର୍ଥ ଓ ସମ୍ବେଦନଶୀଳତାକୁ ସମ୍ମାନ କରୁଛନ୍ତି। ଗତବର୍ଷ କାଜାନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମୋଦୀ ଭେଟିବା ପରଠାରୁ ଦୁଇଦେଶ ସମ୍ପର୍କରେ … Read more

ଏକଲା ପାଣ୍ଡିଆନ୍ ଶହେ ନେତାଙ୍କ ଉପରେ ଭାରି, ମଇଦାନକୁ ଫେରିଲେ ଘଟିବ ବଡ ଘଟଣା! ଜାଣନ୍ତୁ ପୁରା ଖବର

ଏକୁଟିଆ ପାଣ୍ଡିଆନ ଶହେ ନେତାଙ୍କ ଉପରେ ଭାରି । ଫର୍ମକୁ ଫେରିଲେ ପାଣ୍ଡିଆନ ପୁଣି ମଇଦାନରେ କରିବେ ଖେଳ । ସନ୍ୟାସୀ କହିଲେଣି ଅନେକ କିଛି କଥା । ସନ୍ୟାସୀ ଅନେକ କିଛି କଥା କହୁଛନ୍ତି । ସୁଜାତାକୁ ଅପମାନ ଆଉ ରାଜାଙ୍କ ଉପରେ ଗର୍ଜିଲେ ପାଣ୍ଡିଆନ । ନବୀନଙ୍କୁ ଦେଖା କରିବାକୁ ଯାଇଥିଲେ କିନ୍ତୁ ପାଣ୍ଡିଆନ ତାଙ୍କୁ ଗଳା ଧକ୍କା ଦେଇ ବାହାର କରିଦେଲେ । ଶୁଣି ଶୁଣି ରହିଲେ ଆଉ ଶେଷରେ ଫର୍ମକୁ ଫେରିଲେ … Read more

ପୁଣି ଫେରିଲା ନୀଳ ଡ୍ରମ୍ ଆତଙ୍କ, ସ୍ୱାମୀକୁ ମାରି ଡ୍ରମରେ ପୁରାଇ ଲୁଣରେ ପୋତି ଦେଲା ସ୍ତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ପୁଣି ଫେରିଛି ଡ୍ରମ ଆତଙ୍କ । ଆପଣମାନେ ସମସ୍ତେ ତ ନୀଳ ଡ୍ରମ ଘଟଣା ବିଷୟରେ ଜାଣିଥିବେ । ଡ୍ରମରୁ ମିଳିଲା ସ୍ଵାମୀର ଗଳିତ ମୃ-ତଦେହ । ସ୍ବାମୀଙ୍କୁ ମାରି ଡ୍ରମରେ ପୁରାଇ ଲୁଣ ପକାଇଥିଲା । ତାପରେ ତିନି ପିଲାଙ୍କୁ ଧରି ଘର ମାଲିକ ପୁଅ ସହ ଫେରାର ହୋଇଗଲା ସ୍ତ୍ରୀ । ଏଭଳି ନୃଶଂସ ସ୍ତ୍ରୀ ଜଣକ କରିଛି ଯାହାକୁ ନେଇ ଏବେ ଆସିଛି ଅନେକ ଖବର । ସାତ ବର୍ଷର ବାହାଘର ଆଉ … Read more

ଘରେ ଶୁଆ ପାଳୁଛନ୍ତି କି? ଜାଣନ୍ତୁ ଘରେ ପୋଷିବା ଶୁଭ ନା ଅଶୁଭ ହୋଇଥାଏ

ଅନେକ ଲୋକ ଘରେ ପଶୁପକ୍ଷୀଙ୍କୁ ଗୃହପାଳିତ ଭାବରେ ରଖିବାକୁ ଭଲ ପାଆନ୍ତି। ଫଳରେ ଘରେ ସକାରାତ୍ମାକ ପ୍ରଭାବ ପଡିଥାଏ। ବାସ୍ତୁ ଓ ଧାର୍ମିକ ଅନୁସାରେ ଘରେ ବିଭିନ୍ନ ପ୍ରକାର ପକ୍ଷୀ ରଖିବା ଯେପରିକି ଶୁଆ ରଖିବା ଶୁଭଦାୟକ ନା ଅଶୁଭ ଚାଲନ୍ତୁ ଜାଣିବା… ବାସ୍ତୁ ଅନୁସାରେ ପ୍ରାୟ ସମସ୍ତେ ଘର ନିର୍ମାଣ ଓ ଜିନିଷ କିଣାକିଣି କରିଥାନ୍ତି ଠିକ୍‌‌ ସେପରି ଘରେ ପଶୁ ପକ୍ଷୀ ରଖୁଥିଲେ ବାସ୍ତୁ ଅନୁସାରେ ରଖନ୍ତୁ। ଆମେ ଘରେ କୁକୁର, ଶୁଆ ଓ … Read more

ପ୍ରତିମାସରେ ପୁଅର ହଷ୍ଟେଲ ଫିସ୍ ମୁଁ ଦେଉଥିଲି କିନ୍ତୁ ପୁଅ ଯାଇ OYO ରେ ରହୁଥିଲା, କାହିଁକି ଏଭଳି ନିଷ୍ପତି ନେଲା ଜାଣନ୍ତୁ

ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଓୟୋ ହୋଟେଲରୁ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରେ ଥିବା ଏକ ଓୟୋରୁ ମିଳିଲା ମୃତଦେହ । ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେ ଜଣେ ଫାର୍ମାସିଷ୍ଟ ଛାତ୍ର ଏବଂ ପୁରୀ ଅସ୍ତରଙ୍ଗ ଅଞ୍ଚର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ନିଜ ହେପାଜତକୁ ନେଇଛି । … Read more

ଏଣିକି ଚାଉଳ ବଦଳରେ ମିଳିବ ଟଙ୍କା! ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପିଏମ ନୋଡାଲ ଅଧିକାରୀ, ଜାଣନ୍ତୁ ପୁରା‌ ଖବର

ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିବ ୧୧ ଦିନର ମଧ୍ୟାହ୍ନ ଭୋଜନ ଚାଉଳ ଏବଂ ଟଙ୍କା । ରାଜ୍ୟର ସମସ୍ତ ଶିଶୁ (ବାଲ୍‌)ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧ ଦିନର ଚାଉଳ ସହ ରନ୍ଧନ ବାବଦ ଟଙ୍କା ପ୍ରଦାନ କରାଯିବ। ପ୍ରଧାନ ଶିକ୍ଷକମାନେ ତୁରନ୍ତ ପିଲାଙ୍କୁ ଏହା ବଣ୍ଟନ କରି ସରକାରଙ୍କୁ ଜଣାଇବେ। ପିଏମ୍ ପୋଷଣ ରାଜ୍ୟ ନୋଡାଲ୍ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଏନେଇ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି । ଏଥିପ୍ରତି ଜିଲା ଶିକ୍ଷା … Read more