UPIରେ ବାଲାନ୍ସ ଚେକ୍ କରୁଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ ! ଆସୁଛି ନୂଆ ନିୟମ, ଜାଣନ୍ତୁ ପୁରା ଖବର

ଆଜିକାଲି ଲୋକମାନେ ପ୍ରାୟ ସମସ୍ତେ ଫୋନ୍ ପେ , ଗୁଗଲ ପେ ଏବଂ ଅନ୍ୟାନ୍ୟ କିଛି ଆପ ଦ୍ଵାରା ଟଙ୍କା ଲେଣଦେଣ କାମ କରିଥାନ୍ତି । ଲୋକମାନେ ଆଉ ଏବେ ବ୍ୟାଙ୍କ୍ ଯାଉ ନାହାଁନ୍ତି ଆଉ ବ୍ୟାଙ୍କ୍ ନଯାଇ ନିଜ ବାଲାନ୍ସ ଚେକ୍ କରୁଛନ୍ତି । ୟୁପିଆଇ ମାଧ୍ୟମରେ ଆପଣମାନେ ବାଲାନ୍ସ ଚେକ୍ କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ । ନୂଆ ମାସରେ ଆସୁଛି ନୂଆ ନିୟମ । ବାଲାନ୍ସ ଚେକ୍ କରିବା … Read more

ପ୍ଲେନ କ୍ରାସ ପୂର୍ବରୁ ହୋଇଥିଲା ଆକଳନ! ଭବିଷ୍ୟବାଣୀ ନା ଚେତାବନି ? ଜାଣନ୍ତୁ ପୁରା ଘଟଣା

ଆପଣମାନେ ଅନେକ କିଛି କଥା ଶୁଣିଥିବେ ଆଉ ଅନେକ ବିଷୟରେ ଜାଣିଥିବେ । ବେଳେବେଳେ ପୂର୍ବରୁ ପରିକଳ୍ପିତ ହୋଇଥିବା କଥା ସତ ହୋଇଥାଏ । ଘଟଣା ହେଉ ବା ଦୁର୍ଘଟଣା କେଉଁ ଜ୍ୟୋତିର୍ବିଦ ହୁଅନ୍ତୁ ବା ଭବିଷ୍ୟ ଦ୍ରଷ୍ଟା ସେମାନେ ଅନେକ କିଛି ଭବିଷ୍ୟବାଣୀ କରିଥାନ୍ତି । କେହି କେହି ଏହାକୁ ବିଶ୍ୱାସ କରୁଥିବା ବେଳେ କେହି କେହି ଏହାକୁ ବିଶ୍ୱାସ କରୁ ନାହାଁନ୍ତି । ଆଉ ବେଳେବେଳେ ଯେତେବେଳେ ସେମାନେ କହିଥିବା କଥା ସତ ହୋଇ … Read more

ପୁଣି ଆକାଶରୁ ଖସି ଜଳିଥାନ୍ତା ଏୟାର ଇଣ୍ଡିଆର ଏହି ବିମାନ, ହେଲେ ବଞ୍ଚିଗଲେ ସମସ୍ତେ, ଜାଣନ୍ତୁ ପୁରା ଖବର

ଆମେରିକାର ସାନ୍ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବାବେଳେ ପୁଣି ଜରୁରୀ ଅବତରଣ କରିଛି ଏୟାର ଇଣ୍ଡିଆ ବିମାନ । ପୁଣି ବିମାନରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି । ମଙ୍ଗଳବାର ଦିନ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ କୋଲକାତାରେ ଅବତରଣ କରିଛି ବିମାନ । ଫଳରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଦିଆ ଯାଇଥିଲା । ସୂଚନାନୁଯାୟୀ, ସାନ୍ ଫ୍ରାନ୍ସିସ୍କୋରୁ କୋଲକତା ଦେଇ ମୁମ୍ବାଇ ଯାଉଥିଲା । ସେହି ସମୟରେ ଏୟାର ଇଣ୍ଡିଆର ବିମାନ ନମ୍ବର AI-୧୮୦ … Read more

ଜୁଲାଇରୁ ଘରଘର ବୁଲି ହେବ ଜନଗଣନା, ଜାଣନ୍ତୁ କ’ଣ ପଚରାଯିବ ଆପଣଙ୍କୁ?

କେନ୍ଦ୍ର ସରକାର ଦେଶରେ ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା ପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ୨୦୨୭ ମସିହାରେ ଜନଗଣନା କରାଯିବ ଏବଂ ଏହା ୨ଟି ପର୍ଯ୍ୟାୟରେ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍ତରର ଲୋକଙ୍କଠାରୁ ସୂଚନା ନିଆଯିବ। ଏହା ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଡିଜିଟାଲ୍ ମାଧ୍ୟମରେ କରାଯିବ। ଘର ଘର ବୁଲି ଜନଗଣନା କରିବା ପାଇଁ ୩୪ ଲକ୍ଷ … Read more

ଏୟାର ଇଣ୍ଡିଆର ବିମାନ ଉଡ଼ାଣର ମାତ୍ର ୨ ମିନିଟ ଭିତରେ କ୍ରାସ୍ ହୋଇଥିଲା, କଣ ଏମିତି କାରଣ ହୋଇପାରେ? ଜାଣନ୍ତୁ

ଅହମଦାବାଦ ବିମାନ ଦୁର୍ଘଟଣା ଖବର ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଦେଖୁ ଦେଖୁ ବିମାନଟି ନିଆଁ ପାଲଟି ଯାଇଥିଲା । ଏହି ଦୁର୍ଘଟଣାରେ ୨୪୧ ଜଣଙ୍କର ଜୀବନ ଚାଲି ଯାଇଥିଲା । ଦୁର୍ଘଟଣା ପୂର୍ବରୁ ବିମାନରେ କଣ ଘଟିଥିଲା ? ଯାତ୍ରୀଙ୍କୁ କଣ କୁହାଯାଇଥିଲା ? ପାଇଲଟ କୋ ପାଇଲଟ ଓ କ୍ୟାବିନ କ୍ରିିଉ ସୁରକ୍ଷା ଦୃଷ୍ଟିରୁ କଣ ପଦକ୍ଷେପ ଗ୍ରହଣ କରିଥିଲେ ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି କେମିତି ଥିଲା ସେହି … Read more

ମିଳିଲା ସିଗନାଲ୍! ଭିତରେ ନୁହେଁ କି ଉପରେ ନୁହେଁ, ଓଡ଼ିଶାରେ ଗଡିବନି‌ ମେଟ୍ରୋ! ଜାଣନ୍ତୁ ପୁରା ଖବର

ଅନିଶ୍ଚିତତା ଭିତରେ ମେଟ୍ରୋ ଟ୍ରେନ ପ୍ରକଳ୍ପ, ଆଗଉ ନାହିଁ କାମ, ଧିମାରେ ଚାଲିଛି ନିର୍ମାଣ । ହାତ ଯାକି ବସିଛନ୍ତି ଟେଣ୍ଡର ନେଇଥିବା କମ୍ପାନୀ ରତାଗଡ ମେଟ୍ରୋ ଡିପୋରୁ ହଟିଲାଣି ଯନ୍ତ୍ରପାତି । ବର୍ଷେ ଭିତରେ ଖର୍ଚ୍ଚ ସରିଲାଣି ପ୍ରାୟ ଶହେ କୋଟି । ଅନିଶ୍ଚତତା ଭିତରେ ମେଟ୍ରୋ ଟ୍ରେନ ପ୍ରକଳ୍ପ । ଆଗଉ ନାହିଁ କାମ ଧିମାରେ ଚାଲିଛି ନିର୍ମାଣ । ଟେଣ୍ଡର ନେଇଥିବା କମ୍ପାନୀ ହାତ ଯାକି ବସିଛନ୍ତି । ରତାଗଡ ମେଟ୍ରୋ ଡିପୋରୁ … Read more

ବାପାଙ୍କ ସମ୍ପତ୍ତିରେ ନାହିଁ ଝିଅର ଅଧିକାର, ଜାଣନ୍ତୁ କ’ଣ କହୁଛି ଆଇନ

ଭାରତୀୟ ସମାଜରେ, ଝିଅମାନଙ୍କୁ ଶତାବ୍ଦୀ ଧରି ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ସେମାନଙ୍କୁ ପରିବାରର ଉଜ୍ଜ୍ୱଳତା, ସ୍ନେହ ଏବଂ ମୂଲ୍ୟବୋଧର ପ୍ରତୀକ ଭାବରେ ବିବେଚନା କରାଯାଏ। ପରିବର୍ତ୍ତନଶୀଳ ସମୟ ସହିତ, ଝିଅମାନଙ୍କୁ ଅଧିକାର ଦେବା ପାଇଁ ଗମ୍ଭୀର ପଦକ୍ଷେପ ନିଆଯାଇଛି। ବିଶେଷକରି ସମ୍ପତ୍ତିରେ ଝିଅମାନଙ୍କର ଅଧିକାର ସମ୍ପର୍କରେ, ୨୦୦୫ ରେ ଏକ ଐତିହାସିକ ପରିବର୍ତ୍ତନ କରାଯାଇଥିଲା, ଯେତେବେଳେ ହିନ୍ଦୁ ଉତ୍ତରାଧିକାର ଆଇନ, ୧୯୫୬ ସଂଶୋଧନ କରାଯାଇଥିଲା ଏବଂ ସେମାନଙ୍କୁ ପୁଅ ପରି ସମାନ ଅଧିକାର ଦିଆଯାଇଥିଲା, କିନ୍ତୁ … Read more

ପାର୍ଟନର ସହ କରୁଛନ୍ତି କି ଓରାଲ୍ ଯୋୖନକ୍ରିୟା? ଏହାଦ୍ବାରା ହେଉଛି ଗଳା କ୍ୟାନ୍ସର, ଜାଣନ୍ତୁ ପୁରା ଖବର

ବର୍ତ୍ତମାନ ସମୟରେ ଗଳା କ୍ୟାନ୍ସର (Throat Cancer) ଦ୍ରୁତ ଗତିରେ ବଢ଼ୁଛି ଏବଂ ତାହାର ଏକ ମୂଳ କାରଣ ହେଉଛି ମୁଖମାର୍ଗର ଯୌନସମ୍ପର୍କ (Oral Sex)। ଏହି ପ୍ରକାର ଯୌନ କାର୍ଯ୍ୟ ଦ୍ୱାରା Human Papillomavirus (HPV) ନାମକ ଏକ ଭାଇରସ ଗଳାରେ ପ୍ରବେଶ କରିଥାଏ ଏବଂ ଦୀର୍ଘକାଳରେ ଏହା କ୍ୟାନ୍ସରର ରୂପ ଧାରଣ କରିପାରେ। HPV ଏକ ସାଧାରଣ ଯୌନ ବାହିତ ରୋଗ ଯାହା ଅନେକ ପ୍ରକାର ରୋଗର କାରଣ ହୁଏ — ମୂତ୍ରାଶୟ, ସର୍ଭାଇକ୍ସ … Read more

ଇଏ କୌଣସି ସଂଯୋଗ ନା ସଂକେତ ? ଦୁର୍ଘଟଣାଗ୍ରସ୍ତ ବିମାନେ ଦେଖାଯାଇଥିଲା ମହାପ୍ରଭୁଙ୍କ ଚକାଆଖି, ଜାଣନ୍ତୁ ପୁରା ଖବର

ଚମତ୍କାର , ଅଲୌକିକ , ଅବିଶ୍ବସନୀୟ ଶବ୍ଦଟି ସେତେବେଳେ ଆମ ମନକୁ ଆନ୍ଦୋଳିତ କରେ ଯେତେବେଳେ ଅସମ୍ଭବ ପରି ଲାଗୁଥିବା ଶବ୍ଦଟି ସମ୍ଭବ ହୋଇଯାଏ । ନିକଟରେ ଅହମଦାବାଦ ଯେଉଁ ଦୁଃଖ ଦେଖିଲା ସେଥିରେ ସାରା ଦେଶର ଆଖିରୁ ଲୁହ ବୋହିଲା । ସଂକ୍ଷେପରେ କହିଲେ ସାରା ଦେଶକୁ କନ୍ଦାଇଦେଲା ଅହମଦାବାଦ ବିମାନ ଦୁର୍ଘଟଣା । ଏହି ଭୟାବହ ଦୁର୍ଘଟଣାରେ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଗଲା । କିଛି ସେକେଣ୍ଡରେ ଏତେ ଭୟଙ୍କର ନିଆଁ ଲାଗିଲା … Read more

ଆକାଶରେ ଉଡିବାର ସ୍ୱପ୍ନ ଆକାଶରେ ହିଁ ଚାଲିଡଲା ଜୀବନ, ଆଟେଣ୍ଡାଣ୍ଟ ରୋଶନିଙ୍କ କାହାଣୀ ଜାଣି ହେବେ ଦୁଃଖିତ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ସମଗ୍ର ଦେଶ ମର୍ମାହତ। ଯାତ୍ରୀଙ୍କ ବ୍ୟତୀତ, ଏହି ଦୁର୍ଘଟଣାରେ ପାଇଲଟ୍ ଏବଂ କ୍ରୁ ସଦସ୍ୟଙ୍କ ସମେତ ୨୪୧ ଜଣ ପ୍ରାଣ ହରାଇଛନ୍ତି। ଏହି ଏୟାର ଇଣ୍ଡିଆ ବିମାନରେ ଦୁଇଟି ନବଜାତ ଶିଶୁ ମଧ୍ୟ ଥିଲେ। ଏହା ବ୍ୟତୀତ, କ୍ରୁ ସଦସ୍ୟଙ୍କ ମଧ୍ୟରେ ଜଣେ ୨୭ ବର୍ଷୀୟ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ରୋଶନି ସୋନଘରେ ମଧ୍ୟ ଥିଲେ। ଯିଏ ଜଣେ ଟ୍ରାଭେଲ ଇନ୍ଫ୍ଲୁଏନ୍ସର ମଧ୍ୟ । ରୋଶନିଙ୍କ ଇନଷ୍ଟା ବାୟୋ ଦର୍ଶାଉଛି ଯେ ସେ ଜଣେ … Read more