​​​​ନୂଆ ବାବାଙ୍କ ଆତଙ୍କ, ଲେମ୍ବୁ ଚଟେଇ ମାତ୍ର ୧୫ ମିନିଟରେ ମହିଳାଙ୍କୁ କରିଦେଉଛନ୍ତି ଗର୍ଭବତୀ, ଜାଣନ୍ତୁ ପୁରା ଘଟଣା

 
Baba

ପୁଣି ଆଗକୁ ଆସିଲେ ଆଉ ଏକ ବାବା । ଲେମ୍ବୁ ଚଟାଇ ମହିଳା ମାନଙ୍କୁ କରୁଛନ୍ତି ଗର୍ଭବତୀ ! ବାବାଙ୍କ ନିକଟରେ ଲାଗୁଛି ଲମ୍ବା ଲାଇନ୍ । ଦାବି କରୁଛନ୍ତି କି କୁଆଡେ ସେ ମାତ୍ର ପନ୍ଦର ମିନିଟ୍ ରେ ଜଣେ ମହିଳାଙ୍କୁ ଗର୍ଭବତି କରାଇ ପାରିବେ ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

Baba

ବାବା ଜଣକଙ୍କ ନାମ ରହିଛି ବୁଟି ବାଲେ ବାବା । ଛତିଶଗଡ, ଓଡିଶା, ଜମ୍ମୁ କାଶ୍ମୀର ଏବଂ ଝାଡଖଣ୍ଡରେ ବାବା ଯେପରି ନିଜ କାୟା ବିସ୍ତାର କରି ଦେଇଛନ୍ତି । ସବୁଠାରେ ଦାବି କରୁଛନ୍ତି କି କୁଆଡେ ସେ ଗର୍ଭ ଧାରଣ କରି ପାରୁ ନଥିବା ମହିଳା ମାନଙ୍କୁ ମାତ୍ର ୧୫ ମିନିଟ୍ ରେ ଗର୍ଭବତୀ କରି ପାରିବେ । 

Ay

ତେବେ ପୋଲିସ ନିକଟରେ ଏହି ସୂଚନା ପହଞ୍ଚିବା ମାତ୍ରେ ପୋଲିସ, ଉକ୍ତ ଅଞ୍ଚଳର କଲେକ୍ଟର, ତହସିଲଦାରଙ୍କୁ ନେଇ ବାବାଙ୍କ ଆଶ୍ରମରେ ପହଞ୍ଚିଥିଲେ । ଏବଂ ସେଠାରେ ଥିବା ସମସ୍ତ ଲୋକଙ୍କ ଠାରୁ ବାବାଙ୍କ ବିଷୟରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ଯାହା ପରେ ସେମାନେ ବାବାଙ୍କ ସଭାରେ ପ୍ରତିବନ୍ଧକ ଲଗାଇଥିଲେ । 

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାବାଙ୍କ ପ୍ରକୃତ ନାମ ହେଉଛି ପିତାମ୍ବର ଜଗତ । ବୟସ ୩୬ ବର୍ଷ । ବର୍ତ୍ତମାନ ବାବାଙ୍କୁ ଜେରା କରା ଯାଉଥିବା ବେଳେ ଯଥା ଶୀଘ୍ର ସମ୍ଭବ ଏହା ଶେଷ ହେବ ବୋଲି ପୋଲିସ ମନ୍ତବ୍ୟ ଦେଇଛି ।