ଗବେଷଣା ରୁ ଜଣା ପଡିଲା ସତ, ଶାରୀରିକ ସମ୍ପର୍କ ପରେ ମହିଳାମାନେ ଭାବନ୍ତି ଏମିତି, ତାଯୁବ ହେବେ ଆପଣ
Updated: Dec 29, 2023, 15:06 IST
ଖାଦ୍ୟ ଏବଂ ଜଳ ପରି ସେକ୍ସ ମଧ୍ୟ ମଣିଷ ପାଇଁ ଏକ ମୌଳିକ ଆବଶ୍ୟକତା ଅଟେ। ତେବେ, ଜଣେ ପୁରୁଷ ଭାବରେ କଣ ଆପଣ ଜାଣନ୍ତି କି ସେକ୍ସ ପରେ ଆପଣଙ୍କ ପାର୍ଟନର୍ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି। ସେକ୍ସ ପରେ ମନରେ ସେ କଣ ଭାବନ୍ତି? କେଉଁ ବିଷୟରେ ଚିନ୍ତା କରନ୍ତି?
୧. ଆପଣଙ୍କ ସହିତ ଭଲ ସେକ୍ସ କରିବା ପରେ ଆପଣଙ୍କ ପାର୍ଟନର୍ ଆପଣଙ୍କ ବିଷୟରେ ଭଲ କଥା ଭାବନ୍ତି। ଅବଶ୍ୟ ଏଥିନେଇ ସେ ଖୋଲାଖୋଲି ଭାବରେ ଆପଣଙ୍କ ଆଗରେ ପ୍ରକାଶ କରିବେ ନାହିଁ।
୨. କିଛି ମହିଳାଙ୍କର ସେକ୍ସ ପରେ ମନରେ ଭୟ ଜାତ ହୋଇଥାଏ। ସେକ୍ସ ପରେ ପୁରୁଷ ପାର୍ଟନର୍ ତାଙ୍କୁ ଛାଡ଼ି ଚାଲିଯିବେ ବୋଲି ତାଙ୍କର ସନ୍ଦେହ ସୃଷ୍ଟି ହୋଇଥାଏ।
୩. କେତେକ ମହିଳା ସେକ୍ସ ପରେ ନିଜକୁ ନେଇ ଚିନ୍ତା କରନ୍ତି। ସେମାନେ ତାଙ୍କ ପାର୍ଟନରଙ୍କୁ ଖୁସି କରାଇ ପାରିଲେ କି ନାହିଁ ସେଥିନେଇ ମନରେ ସନ୍ଦେହ ସୃଷ୍ଟି ହୋଇଥାଏ।
ଆହୁରି ପଢ଼ନ୍ତୁ:- ପଡ଼ିବାକୁ ଯାଉଛି ଗୁରୁ ଚଣ୍ଡାଳ ଯୋଗ, ଏହି ୩ଟି ରାଶିର ଲୋକେ ହୋଇ ଯାଆନ୍ତୁ ସତର୍କ