ଦେଖନ୍ତୁ ଭିଡ଼ିଓ: ରୋଜା କହିଲେ ଭିତିରି କଥା, ଏହି କାରଣରୁ ପୁଅମାନେ ଝିଅଙ୍କ ଠାରୁ ଅଧିକ ଭାଉଜମାନଙ୍କୁ ପସନ୍ଦ କରୁଛନ୍ତି

 
Roja

ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ବେସ୍ ଫେମସ୍ ରୋଜା ମ୍ୟାଡ଼ାମ୍। ଓଡ଼ିଆରେ ତାଙ୍କୁ ବହୁତ ଲୋକେ ଭଲ ପାଆନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁତ ଫ୍ୟାନ ଫଲୋଇଙ୍ଗ ମଧ୍ୟ ରହିଛି। ତେବେ, ରୋଜା ନିଜ ଭିଡ଼ିଓ ପାଇଁ ଅନେକ ସମୟରେ ଟ୍ରୋଲର ଶିକାର ମଧ୍ୟ ହୋଇଥାନ୍ତି। ତାଙ୍କର କଣ୍ଟେଣ୍ଟରେ ଗାଳି ଗୁଳଜ ସାମିଲ ରହୁଥିବାରୁ ଅନେକେ ଏହାକୁ ପସନ୍ଦ କରନ୍ତି ନାହିଁ।

Roja

ଏଥିନେଇ କିଛି ଲୋକେ ରୋଜାଙ୍କର ଭିଡ଼ିଓ ଗୁଡିକରେ ଅଶ୍ଳୀଳ କମେଣ୍ଟ ମଧ୍ୟ କରୁଛନ୍ତି। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରୋଜା। ସେ କହିଛନ୍ତି ଏହି ଦୁନିଆରେ ବାସ୍ତବରେ କେହି କାହାର ଉନ୍ନତି ଚାହାଁନ୍ତିନାହିଁ। ସମସ୍ତେ ଗୋଡ଼ ଧରି ତଳକୁ ଭିଡ଼ିବାକୁ ଚାହାଁନ୍ତି। କେହିବି ଆଗକୁ ବଢିବାକୁ ମୋଟିଭେଟ୍ କରିବେ ନାହିଁ ବରଂ ଖଳ ପ୍ରାକୃତିର ଲୋକେ ସମାଲୋଚନା କରି ପଛକୁ ଟାଣିବେ ବୋଲି ସେ କହିଛନ୍ତି।

ପ୍ରେମକୁ ନେଇ କିଛି ରୋଚକ କଥା କହିଛନ୍ତି ରୋଜା। ସେ କହିଛନ୍ତି ଯେ ଆଜିକାଲି ପୁଅଙ୍କ ଅପେକ୍ଷା ଝିଅମାନେ ଅଧିକ ଧୋକା ଦେଉଛନ୍ତି। ପୁଅମାନେ କଦାପି ନିଜ ଏକ୍ସ ଏବଂ ଗାର୍ଲଫ୍ରେଣ୍ଡ ବିଷୟରେ ଗପନ୍ତି ନାହିଁ। କିନ୍ତୁ, ଝିଅମାନେ ଏପରି କରନ୍ତି। ଅବଶ୍ୟ ସମସ୍ତ ଝିଅ ଏପରି ନୁହଁନ୍ତି, କିଛି ଝିଅ ସତ ପ୍ରେମ କରି ଏହାକୁ ସଫଳ ମଧ୍ୟ କରୁଛନ୍ତି।

ଯୁବକମାନେ ଝିଅଙ୍କ ତୁଳନାରେ ଭାଉଜ ମାନଙ୍କୁ କାହିଁକି ପଟେଇବାକୁ ଅଧିକ ଆଗ୍ରହୀ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରୋଜା କହିଛନ୍ତି ଯେ ଏହା ପ୍ରକୃତରେ ଏକ ନିଜସ୍ୱ ଇଚ୍ଛା ଅଟେ। ସମସ୍ତେ OYO କୁ ଏଥିନେଇ ବଦନାମ୍ କରୁଛନ୍ତି ସତ କିନ୍ତୁ କଥା ସେପରି ନୁହେଁ। ସମସ୍ତ ଶାଢ଼ୀ ପିନ୍ଧା ଝିଅ ଭଲ ନୁହଁନ୍ତି। କିମ୍ବା ସର୍ଟ ଡ୍ରେସ୍ ପିନ୍ଧୁଥିବା ସମସ୍ତ ଝିଅ ଖରାପ ନୁହଁନ୍ତି ବୋଲି କହିଛନ୍ତି ରୋଜା।

ଆହୁରି ପଢ଼ନ୍ତୁ:- ରାମ ମନ୍ଦିର ପ୍ରତିଷ୍ଠା ପଛରେ ଅଛି ଏହି ଦିବ୍ୟ ମାଙ୍କଡ଼ର ହାତ, କୋର୍ଟରେ ନବସିଥିଲେ ରାୟ ହୋଇ ପାରିନଥାନ୍ତା, ଜାଣନ୍ତୁ ପୁରା ଖବର