ଏସବୁ ଅନ୍ୟକୁ ଦେଲେ କାଙ୍ଗାଳା ହେବା ସୁନିଶ୍ଚିତ, ଆପଣ ଏହି ଜିନିଷ ଗୁଡ଼ିକ ଅନ୍ୟର ବ୍ୟବହାର କରୁଛନ୍ତି କି?

 
Used things

ଅନେକ ସମୟରେ ଆମେ କିଛି ଜିନିଷ ଅନ୍ୟରେ ବ୍ୟବହାର କରିଥାଏ । ସେ ଆବଶ୍ୟକତା ଦୃଷ୍ଟିରୁ ହେଉ କିମ୍ବା ସଉକ ମେଣ୍ଟାଇବା ପାଇଁ । ହେଲେ କଣ ଆପଣ ଜାଣନ୍ତି କି ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହା ଅନ୍ୟରେ ବ୍ୟବହାର କରିବା ଉଚିତ୍ ନୁହେଁ । 

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରି କିଛି ଜିନିଷ ରହିଛି ଯଦି ଆପଣ ଅନ୍ୟର ବ୍ୟବହାର କରିଥାନ୍ତି ତେବେ ଆପଣଙ୍କର ଏକରି କିଛି ଅନିଷ୍ଟ ହୋଇପାରେ ଓ ଆପଣ ଦାରିଦ୍ର୍ୟର ଶିକାର ହୋଇ ପାରନ୍ତି ।

ଵ

ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ ଓ ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର କେଉଁ ପ୍ରକାରର କ୍ଷତି ହୋଇଥାଏ ।

ରୁମାଲ : କୁହାଯାଏ ରୁମାଲ କାହାକୁ ଉପହାର ରୂପେ ମଧ୍ୟ ଦିଆଯିବା ଅନୁଚିତ୍ । ଏହା ଦ୍ବାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେବେ ଅନ୍ୟର ରୁମାଲ ବ୍ୟବହାର କରିବା ଅନୁଚିତ୍ ଅଟେ ।

ଘଣ୍ଟା : ଅନ୍ୟର ହାତ ଘଣ୍ଟା ମାଗି ପିନ୍ଧିବା ଅନୁଚିତ୍ । ଏହା ଅଶୁଭ ବୋଲି ମନେ କରା ଯାଇଥାଏ । ଅନ୍ୟର ଘଡି ପିନ୍ଧିବା ଦ୍ଵାରା ସେହି ବ୍ୟକ୍ତିର ଖରାପ୍ ପ୍ରଭାବ ଆପଣଙ୍କ ଉପରେ ପଡିପାରେ ।

କପଡ଼ା : ଅନ୍ୟର କପଡ଼ା ପିନ୍ଧିବା ଅନୁଚିତ୍ ଅଟେ । ଏହା ଦ୍ବାରା ଆପଣଙ୍କ ଉପରେ ଖରାପ୍ ପ୍ରଭାବ ପଡିପାରେ ।